12ରୁ 20 ବର୍ଷ ପିଲାମାନେ ବହୁତ ଆଗ୍ରେସିବଥାନ୍ତି ,ଯାହା ଦେଖନ୍ତି ତାହା ସଙ୍ଗେ ସଙ୍ଗେ ନିଜଆଡକୁ ଟାଣିନିଅନ୍ତି from ଓଡ଼ିଆ ଝିଅ ରେପ୍ Watch Video
ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ର ଛାତ୍ରଛାତ୍ରୀ ମାନେ ଆଉ ପାଠ ପଢା ରେ ଏତେ ଧ୍ୟାନ ଦେଉ ନାହାନ୍ତି ସେମାନେ ଅନେକ ପ୍ରକାରର ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି।ତେବେ ଅନେକ ସମୟ ରେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଆପଣ ଦେଖିବା କୁ ମଧ୍ୟ ପାଉଥିବେ କି କୋଉଠି ଛାତ୍ର ମାନେ ନିଶା ସେବନ କଲେଣି ତ କେଉଁଠି ଛାତ୍ର ଛାତ୍ରୀ ଙ୍କ ବ୍ୟାଗ ରେ ଡ୍ରଗ୍ସ , ଆଲକହଲ ଆଦି ବାହାରି ଲଣି ।କେଉଁଠି ଛାତ୍ରୀ ଙ୍କୁ କମେଣ୍ଟ କଲେଣି ତ ପୁଣି କେଉଁଠି ଚାଲିଛି ପ୍ରେମ ବ୍ୟାପକ।ତେବେ ଏହି ସବୁ କୁ ନେଇ ବର୍ତ୍ତମାନ ଜଣେ ମହିଳା ଙ୍କ ର ମତ କୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ତେବେ ମହିଳା ଜଣଙ୍କ ଭୁବନେଶ୍ୱର ର ଅଟନ୍ତି ଆଉ ବର୍ତ୍ତମାନ ର ଛାତ୍ରଛାତ୍ରୀ ମାନେ ପାଠ ପଢା ବୟସ ରେ ଯେଉଁ ଭଳି ସବୁ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହିଛନ୍ତି ତାହାକୁ ନେଇ ନିଜର ମତ ଦେଇଛନ୍ତି।ତେବେ ସେହି ମହିଳା ଜଣଙ୍କ କହିଛନ୍ତି କି, ପିଲା ମାନେ ଆମ ଠାରୁ ଯାହା ଦେଖନ୍ତି ସେହି ସବୁ ଶିକ୍ଷା କରନ୍ତି। ଯେପରି କୁହାଯାଏ କି ଯେଉଁ ମଞ୍ଜି ପୋତିଲେ ସେହି ଗଛ ଉଠିବ ଠିକ ସେହିପରି ପିଲା ବେଳରୁ ତାଙ୍କୁ ଯାହା ଶିକ୍ଷା ଯେଉଁ ଭଳି ଭାବରେ ଦେବ ସେ ତାହା ହିଁ କରିବ।
ତେବେ ମହିଳା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି କି, ଆମେ ବାପା ମା ଓ ପରିବାର ପିଲାଙ୍କ ଆଗରେ ଯେଉଁ ଭଳି ବ୍ୟବହାର କରିବା ସେମାନେ ତାହା ହିଁ ଶିକ୍ଷା କରିବେ ଏବଂ ସେହି ଭଳି ବ୍ୟବହାର ମଧ୍ୟ କରିବେ।ଯେତେବେଳେ ଆମେ ଖାରପ କାର୍ଯ୍ୟ ତାଙ୍କ ଆଗରେ କରିବୁ ସେମାନେ ସେହିଭଳି ହେବ। ଆଉ ବର୍ତ୍ତମାନ ଇଂରାଜୀ ସିନେମା ଦୂରରେ ଠାରୁ ଆମ ହିନ୍ଦୀ ସିନେମା ରେ ଯେଉଁ ଭଳି କାହାଣୀ ଓ ଭିଡ଼ିଓ ସବୁ ରହୁଛି ତାହାକୁ ଦେଖିବା ପରେ ପିଲା ମାନେ କଣ ଶିକ୍ଷା କରିବେ। ସେମାନେ ମଧ୍ୟ ଭାବିବେ କି ଚାଲ ଏହିସବୁ ଥରେ ପ୍ରକୃତ ରେ କରି ଦେଖବା ନିଶ୍ଚିତ।
ତେବେ ବର୍ତ୍ତମାନ ଯେଉଁ ଘଟଣା ଦେଖା ଯାଉଚି କି ଛାତ୍ର ଛାତ୍ରୀ ମାନେ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି କିମ୍ବା କାହା ବେଗ ରୁ ଅଲକୋହଳ ବାହାରିଲାଣି, କିଏ ମଦ ପିଇ କଲେଜ ଆସିଲାଣି ଏହିସବୁ ହେବା ସାଧାରଣ ଅଟେ। କାରଣ ଆମ ସମୟ ରେ ମଧ୍ୟ ଆମ ପିଲା ମାନ ଙ୍କୁ ଆମେ ଶିକ୍ଷା ଦେଉଥିଲୁ ଆଉ ତାଙ୍କୁ ସମୟ ଦେଉଥିଲୁ। ମାତ୍ର ବର୍ତ୍ତମାନ ର ବାପା ମା ଙ୍କ ପାଖରେ ତ ପିଲା ଙ୍କୁ କିଛି ଶିଖେଇବା ପାଇଁ ଦୂର ଥାଉ ଟିକେ ଭଲ ରେ କଥା ହେବା ପାଇଁ ସମୟ ନାହିଁ। ତେବେ ସେମାନେ କଣ କରିବେ। ତେବେ ଏହି ମହିଳା ଙ୍କ ର ଭିଡ଼ିଓ ଟି ସମସ୍ତ ଙ୍କୁ ପସନ୍ଦ ଆସିଛି ଏବଂ ସୋସିଆଲ ମିଡ଼ିଆ ରେ ଖୁବ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।