Daily news update , Real odisha local news

ମାତ୍ର ୧୦୦ ଦିନ ରେ ବନାନ୍ତୁ, ମର୍ଡନ ଷ୍ଟାଇଲ ରେ ଅଣ୍ଡର ଗ୍ରାଉଣ୍ଡ ହାଉସ ଏବଂ ସୁଇମିଙ୍ଗ ପୋଲ ,,ଦେଖୁଦେଖୁ 45 କୋଟିରୁ ଅଧିକ ଲୋକ ଦେଖିସାରିଲେନି

0 23

ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ। ମାତ୍ର ଏହି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଭିଡ଼ିଓ ସବୁ ଆମେ ଦେଖିବାକୁ ପାଇଥାଉ,

କେତେକ ଆମ ପାଇଁ ଶିକ୍ଷଣୀୟ ହୋଇଥିବା ବେଳେ ଅନ୍ୟ କେତେକ ଭାରି ମଜାଦାର ଭିଡ଼ିଓ ହୋଇଥାଏ। ତେବେ ଏହିଭଳି ଏକ ମଜାଦାର ତଥା ଏକ୍ସପେରିମେଣ୍ଟାଲ ଭାଇରାଲ ଭିଡ଼ିଓ ଟି ବିଷୟ ରେ ଆମେ ଆଜି ଆପଣ ଙ୍କୁ ଜଣେଇବା କୁ ଯାଉଛୁ ଯାହା ବିଷୟ ରେ ଜାଣିଲେ ଆପଣ ଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ଲାଗିବ।

ତେବେ ଆମେ ଆଜି ଏହି ପୋଷ୍ଟ ମାଧ୍ୟମ ରେ ଜଣେଇବୁ କି କିଭଳି ଭାବରେ ମାତ୍ର ୧୦୦ ଦିନ ରେ ଆପଣ ମାନେ ଏକ ମର୍ଡନ ଷ୍ଟାଇଲ ରେ ମାଟି ଭିତରେ ସୁନ୍ଦର ଘର ଏବଂ ତା ସାଂଗ ରେ ଏକ ସୁଇମିଙ୍ଗ ପୋଲ ମଧ୍ୟ ବନେଇ ପାରିବେ। ତେବେ ଏହି ଘର ଟିକୁ ବନେଇବା ପାଇଁ ଆପଣ ଙ୍କୁ ଏକ ଭଲ ସ୍ଥାନ ଯାହାକି ଜଙ୍ଗଲ ମଧ୍ୟରେ କିମ୍ବା ଏହିପରି ଏକ ସ୍ଥାନ ନିଅନ୍ତୁ ଯେଉଁ ଠାରେ ଆପଣ ଙ୍କୁ ସହଜ ରେ ପଥର, ପାଣି ଏବଂ ଭିଡ଼ିଓ ରେ ଦେଖା ଯାଇଥିବା ଭଳି ସବୁ ଆବଶ୍ୟକ ଜିନିଷ ଆପଣ ପାଇ ପାରିବେ।

ତେବେ ଆପଣ ବର୍ତ୍ତମାନ ଯେଉଁ ଆକାର ରେ ଘର ଏବଂ ସୁଇମିଙ୍ଗ ପୋଲ ବନେଇବେ ସେହି ମାପ ରେ ଏକ ଚିନ୍ହ ଦେଇ ଦିଅନ୍ତୁ ଏବଂ ତା ପରେ ଭିଡ଼ିଓ ରେ ଦେଖା ଯାଇଥିବା ଭଳି ଏହାକୁ ଖୋଲି ନେଇ ଏହାକୁ ଏକ ଆକାର ଦିଅନ୍ତୁ।ଏବଂ ସେହି ମାଟି ଭିତରେ ଏକ ଦୁଇ ଜଣିଆ ରୁମ ଭଳି ପ୍ରସ୍ତୁତ କରନ୍ତୁ ତାହା ସୁଇମିଙ୍ଗ ପୋଲ ଠାରୁ ଟିକିଏ ଉପର କୁ ରହିବ। ଏହା ପରେ ସୁଇମିଙ୍ଗ ପୋଲ ର ତଳେ ନୀଳ ରଙ୍ଗ ଦେଇ ଦିଅନ୍ତୁ ଏବଂ ପାଖରେ ଥିବା ଝରଣା ରୁ ଆପଣ ଙ୍କ ର ସୁଇମିଙ୍ଗ ପୋଲ କୁ ବାଉଁଶ ନଳୀ ରେ ଭିଡ଼ିଓ ରେ ଦେଖା ଯାଇଥିବା ଭଳି କରି ନିଅନ୍ତୁ।

ଯେଉଁ ଭଳି ଭାବରେ ଭିଡ଼ିଓ ରେ ଦେଖା ଯାଇଛି ସେହିଭଳି ଭାବରେ ଆପଣ ମାନେ ଅଣ୍ଡର ଗ୍ରାଉଣ୍ଡ ରୁମ ଟିକୁ ବନେଇ ନିଅନ୍ତୁ ଯେଉଁ ଥିରେ ଶୋଇବା, ବସିବା ଏବଂ ଖାଦ୍ୟ ବନେଇବା ପାଇଁ ସବୁ ସୁବିଧା ରହିବ। ତେବେ ଏହିପରି ଭାବରେ ଆପଣ ବନେଇ ବା ପରେ ତାହା ଭିତରେ ଆପଣ ଶୋଇ ପାରିବେ , ଖାଦ୍ୟ ରୋଷେଇ କରି ଖାଇ ପାରିବେ।ତେବେ ଭିଡ଼ିଓ ଟିକୁ ଆପଣ ଦେଖନ୍ତୁ ଏବଂ ସେହିଭଳି ଭାବରେ ଘର କୁ ପ୍ରସ୍ତୁତ କରନ୍ତୁ। ଏହି ସୁନ୍ଦର ଘର ଟିକୁ ମାତ୍ର ୧୦୦ ଦିନ ମଧ୍ୟରେ ଆପଣ କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.