Daily news update , Real odisha local news

ଯେତେବେଳେ ଏହି ଫଟୋକୁ ZOOM କରି ଦେଖିବେ ହଲିଯିବ ଆପଣଙ୍କ ଦିମାଗ୍ ! ଥରୁଟିଏ ଦେଖି ନିଅନ୍ତୁ

0 5,791

ବନ୍ଧୁମାନେ ବର୍ତ୍ତମାନ ସମୟରେ ଦିନକୁ ଦିନ ଟେକ୍ନୋଲୋଜି ର ବିକାଶ ହେବାକୁ ଲାଗିଲାଣି ।ବର୍ତ୍ତମାନ ଏହି ଟେକ୍ନୋଲୋଜି କୁ ବ୍ୟବହାର କରି ବହୁତ କିଛି କରି ହେଉଛି, ଆଉ ସେସବୁ ଦେଖିଲେ ବିଶ୍ୱାସ କରିବା ସହଜ ହେଉନାହିଁ ।ଏହା ବ୍ୟତୀତ ଆଜିକାଲି ଛୋଟ ଠାରୁ ବଡ଼ ଯାଏ ସମସ୍ତେ ପ୍ରତ୍ୟକ୍ଷ ଭାବରେ ଟେକ୍ନୋଲୋଜି ଦୁନିଆ ର ମଜା ନେବାକୁ ଲାଗିଛନ୍ତି ।

ତେବେ ଆପଣ ଦେଖୁଥିବେ ଏବେ ଟେକ୍ନୋଲୋଜି କୁ ବ୍ୟବହାର କରି ଏମିତି ଭିଡ଼ିଓ ଓ ଫୋଟ ଗୁଡିକ ନିଆ ଯାଉଛି ଯାହାକୁ ସହଜରେ ବୁଝି ହୁଏ ନାହିଁ ।ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ବି ଏମିତି କିଛି ଫୋଟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ନିଶ୍ଚିତ କନଫ୍ୟୁଜ ହେଇଯିବେ ।

ତେବେ ବର୍ତ୍ତମାନ ଦେଖୁଥିବେ ମଣିଷ ଜୀବନରେ ଯାହା ବି ଘଟଣା ଘଟିଗଲେ ତାହାର ଖବର ସୋସିଆଲ ମେଡିଆରେ ଦେଖିବାକୁ ମିଳିଥାଏ ।ଆଜିକାଲି ଆପଣ ଦେଖିବାକୁ ପାଉଥିବେ ଲୋକମାନେ ଭିନ୍ନ ଭିନ୍ନ ଷ୍ଟାଇଲ ରେ ଫୋଟ ଉଠାଉଛନ୍ତି ଯେଉଁ ଫୋଟ କୁ ଦେଖିଲେ ଅନ୍ୟମାନେ ତାହାକୁ ବୁଝିବାକୁ ଦୀମାଗ ଖଟେଇ ବାକୁ ପଡ଼ିଥାଏ ।ତେବେ ଆଜି ବି ଦେଖୁ ନାହାଁନ୍ତି ଏହି ଦୁଇଟି ଫୋଟରେ କେମିତି ଫୋଟ ନିଆ ଯାଇଛି ଯାହାକୁ ଦେଖିଲେ ଜାଣି ହେଉ ନାହିଁ କି ଫୋଟରେ ବ୍ୟକ୍ତି ମାନେ କଣ କରୁଛନ୍ତି ।ତେବେ ଆସନ୍ତୁ ସେହି ଫୋଟ ଦୁଇଟି କଣ କଣ ଆଉ କେମିତି ନିଆଯାଇଛି ଫୋଟ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ସେ ବିଷୟରେ ଅଧିକ ଜାଣିବା ।

ଆପଣ ସ୍କ୍ରିନ ଉପରେ ଦେଖି ପାରୁଥିବେ ଗୋଟିଏ ଛୋଟ ପିଲାଟି ର ଫୋଟ ରହୁଛି, ଆଉ ଫୋଟ ଦେଖି ଜଣା ପଡୁଛି ସେ କୌଣସି କ୍ଲାସ ରୁମରେ ଅଛି ।ହେଲେ ପିଲାଟି ଯେମିତି ବସିଛି ତାହା ଦେଖି ମନେ ହେଉଛି ବୋଧେ ପିଲାଟି ପ୍ରେଗନେଣ୍ଟ ଅଛି ।ହେଲେ ଏମିତି କିଛି ବି ନୁହେଁ, ଆଉ ଏମିତି ଫୋଟ ଦେଖି ଯେକେହି ବି ବୁଝିବା ମୁସ୍କିଲ ହେବ ।ଠିକ ସେହିପରି ଅନ୍ୟ ଏକ ଫୋଟରେ ଦୁଇ ଜଣ କପୁଲ ଙ୍କର ଫୋଟ ରହିଛି, ଆଉ ଫୋଟରେ ଦୁନେ ଫୁହୀଙ୍କୁ ହଗ କରୁଛନ୍ତି ।ହେଲେ ଜାଣି ହେଉନି କି ଉଭୟ କେମିତି ଛିଡା ହେଇଛନ୍ତି ଓ କେମିତି ଉଭୟଙ୍କୁ ହଗ କରିଛନ୍ତି ।

ତେବେ ଏହି ଦୁଇ ଫୋଟ ଦେଖିଲେ ଆପଣ ବୁଝି ପାରୁଥିବେ କି ଲୋକମାନେ ଅନ୍ୟକୁ ଚିନ୍ତାରେ ପକାଇବା ପାଇଁ କେମିତି କେମିତି ଫୋଟ ନେଉଛନ୍ତି ।ବର୍ତ୍ତମାନ ଏହି ଦୁଇ ଫୋଟ କୁ ନେଇ ସୋସିଆଲ ମେଡିଆରେ ଖୁବ ଆଲୋଚନା ହେବାର ଦେଖିବାକୁ ମିଳୁଥିବା ଏହିପରି ଆହୁରୁ ଅନେକ ଫୋଟ ଥିବ ଯାହାକୁ ବୁଝିବା ସହଜ ହେଇ ନଥାଏ ।ତେବେ ଆପଣ ବି ଥରେ ଏହି ଫୋଟ ଗୁଡିକ ଜୁମ କରି ଦେଖିଲେ ନିଶ୍ଚିତ ବୁଝି ପାରିବେ ଫୋଟ ଟି କେମିତି ନିଆ ଯାଇଛି ।

3- ଏହି ଫଟୋକୁ ଯଦି ଆପଣ ଜୁମ୍ କରି ଦେଖିବେ ତ ଦୁଇ ଝିଅ ଉପରେ ଶୋଇପଡିଛନ୍ତି  ,  ହେଲେ ପ୍ରକୃତରେ ଏହା ଝିଅଟି  ଖେଳୁଛନ୍ତି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.