ହେ ଭଗବାନ ଖୁସି ପୂର୍ବରୁ ଟ୍ରେନ Stopage ରେ ଓହ୍ଲାଉଥିବା ସମୟରେ ଖସିପିଡ଼ିଲେ ଯୁବକ ଏକ’ଣ କଲ….ମାତ୍ର ଥରୁଟିଏ ଦେଖନ୍ତୁ ଏହି 2ମିନିଟ୍ 2ସେକେଣ୍ଡର ଭିଡିଓ ଦୁର୍ବଳ ବ୍ୟକ୍ତି ଓ ଛୋଟପିଲା ଦେଖନ୍ତୁ ନାହିଁ
କୁହାଯାଏ କି ସମୟ ବଡ଼ ବଳବାନ ।ଏହା କେତେବେଳେ କାହା ସହ କିପରି ଖେଳ ଖେଳିବ ତାହା କାହାକୁ ବି ଜଣାନଥାଏ। କିନ୍ତୁ ଯେତେବେଳେ ଏହା ଘଟିଥାଏ ସେତେବେଳେ ସମସ୍ତେ ଏହାକୁ ଦେଖି ରହିଥାନ୍ତି ।ତେବେ ବର୍ତ୍ତମାନ ର ଏହି ଟେକ୍ନୋଲୋଜି ର ଦୁନିଆଁ ରେ ଆମେ ସବୁକିଛି ଜାଣିବା କୁ ପାଇଥାଉ ଏହି ସୋସିଆଲ ମିଡ଼ିଆ ତଥା ଏହି ପାଟଫର୍ମ ମାଧ୍ୟମରେ ।
ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାରା ବିଶ୍ୱରେ କଣ ହେଉଛି କଣ ହେବାକୁ ଯାଉଛି ତାହା ବିଷୟରେ ମଧ୍ୟ ଆମେ ପୂର୍ବ ରୁ ସୂଚନା ପାଇଥାଉ ଏବଂ ସତର୍କ ହୋଇଯାଇଥାଉ। ତେବେ ଆମେ ଆଜି ଆପଣଂକୁ ଏହିପରି ଏକ ଘଟଣା ବିଷୟରେ ଜଣେଇବୁ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।
ତେବେ ଏହି ଭଳି ସମୟ ଚକ୍ରରେ ଫସିଯାଇଥିଲେ ମୃତ୍ୟୁ ମୁଖରେ ପାଦ ପଡିଥିଲ ଜଣେ ବ୍ୟକ୍ତି ଙ୍କର କିନ୍ତୁ ଜଣେ PRF ସାହାସୀ ବ୍ୟକ୍ତି ଙ୍କ ପାଇଁ ମୃତ୍ୟୁ ମୁଖରୁ ଅଲ୍ପକେ ବର୍ତୀ ଯାଇଛନ୍ତି ଯୁବକ ଜଣଙ୍କ। ତେବେ ଘଟଣା ଟି କିଛି ଏହିପରି ଥିଲା କି ଜଣେ ବ୍ୟକ୍ତି ଟ୍ରେନ ରେ ଚାଲିଯିବା ପରେ ଉଠିବା ସମୟ ରେ ଖସି ପଡିଯାଇଥିଲେ।ତେବେ ତାଙ୍କର ଜୀବନ ଯିବାକୁ ବସିଥିଲା କି ହଠାତ ଜଣେ PRF ଜବାନ ଯିଏକି ଟ୍ରେନ ଷ୍ଟେସନ ର ଦାୟିତ୍ୱ ରେ ଥିଲେ ସେ ଭଗବାନ ସାଜି ତାଙ୍କର ଜୀବନ ରକ୍ଷା କରିଥିଲେ।
ତେବେ ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ କି , ଟ୍ରେନ ଯାତ୍ରା ବହୁତ ବିପଦ ଜନକ ହୋଇଥାଏ। ଆଉ ଟିକିଏ ଅସାବଧାନତା ପାଇଁ ବ୍ୟକ୍ତି ଙ୍କର ଜୀବନ ଯିବାର ବହୁତ ସମ୍ଭାବନା ରହିଥାଏ ।ତେବେ ଆପଣ ମାନେ ମଧ୍ୟ ଅନେକ ସମୟରେ ଏହି ରେଳ ଦୁର୍ଘଟଣା ରେ ଅନେକ ଲୋକଙ୍କ ଜୀବନ ଯିବାର ମଧ୍ୟ ଆପଣ ଶୁଣିଥିବେ। ତେବେ ବର୍ତ୍ତମାନ ଏହିଭଳି ଏକ ଭିଡିଓ ଯାହାକି ସିସି ଟିଭି କ୍ୟାମେରା ରେ ରେକର୍ଡ ହୋଇଥିଲା ତାହା ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଯାହା ଦେଖିଲେ ଆପଣ ଭୟଭୀତ ହୋଇଯିବେ।
ତେବେ ଘଟଣା ଟି କିଛି ଏହିପରି ଥିଲା କି ,ଟ୍ରେନ ଟି ଛିଡା ହେବା ପାଇଁ ଧୀର ଗତିରେ ଯାଉଥିବା ବେଳେ ଯୁବକ ଜଣଙ୍କ ଟ୍ରେନ କୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ତେବେ ବ୍ୟକ୍ତି ଜଣଙ୍କ ଦୌଡି ଦୌଡି ଟ୍ରେନ କୁ ଧରିବା କୁ ଚେଷ୍ଟା କରୁଥିଲେ, ମାତ୍ର ଏହି ସମୟ ରେ ସେ ଟ୍ରେନ ରୁ ତଳକୁ ଖସିଗଲେ ,।ତେବେ ତାଙ୍କର ଜୀବନ ଯିବାକୁ ଥିଲା କି ହଠାତ ସେଠାରେ କାର୍ଯ୍ୟରତ ଜଣେ PRF ଜବାନ ଆସି ଯୁବକ ଙ୍କୁ ଟାଣି ପକେଇଲେ ଆଉ ଭଗବାନ ସାଜି ତାଙ୍କର ଜୀବନ ବଞ୍ଚାଇଲେ।
ତେବେ ଏହି ସମ୍ପୂର୍ଣ୍ଣ ଘଟଣା ଟି ସେଠାରେ ଲାଗିଥିବା ସିସି ଟିଭି କ୍ୟାମେରା ରେ ରେକର୍ଡ ହୋଇଥିଲା ଯାହାକି ବର୍ତ୍ତମାନ ନିଆଁ ପରି ଭାଇରଲ ହେବା ରେ ଲାଗିଛି। ତେବେ ଆପଣ ମାନେ ମଧ୍ୟ ଟ୍ରେନ ଯାତ୍ରା ସମୟରେ ସଜାଗ ଓ ସତର୍କ ରୁହନ୍ତୁ ନିଜର ଜୀବନ ରକ୍ଷା କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।