Reels ନିଶା ଏମିତି ଘାରିଛି ଯେ!! ନିଜ ଚତୁର୍ଥୀ ରାତିର ଭିଡ଼ିଓ ସେୟାର କଲେ ଦମ୍ପତି ମାତ୍ର 4 ଘଣ୍ଟାରେ 46 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଆମ ଯୁବଯୁବତୀ ଙ୍କୁ ରିଲସ ନିଶା ଘାରିଛି।ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଆସିବା ପାଇଁ ଏମାନେ କେଉଁ କେଉଁ କାର୍ଯ୍ୟ ସବୁ କରୁଛନ୍ତି ତାହା ଆପଣ ଅନୁମାନ ବି କରିପାରିବେ ନାହିଁ। ତେବେ ଅନେକ ସମୟ ରେ କେବଳ ଟିକ ଟକ ପାଇଁ ଲୋକମାନେ ନାହିଁ ନଥିବା ସମସ୍ୟା ର ସମ୍ମୁଖିନ ହେଉଛନ୍ତି କିନ୍ତୁ ପରିବର୍ତ୍ତନ ର ନାମ ନେଉନାହାନ୍ତି।
ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ ଭିଡିଓ ବିଷୟରେ ଜଣେଇବାକୁ ଯାଉଛୁ ,ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହେବା ସହ ସେହି ଭିଡ଼ିଓ କୁ ନିନ୍ଦା କରିବେ ନିଶ୍ଚିତ।
ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି , ଏକ ନୂଆ ବିବାହ କରିଥିବା ଦମ୍ପତି ଙ୍କୁ ଏହିପରି ରିଲସ ନିଶା ଘାରିଛି କି , ସେମାନେ ନିଜ ଚତୁର୍ଥୀ ରାତିର ରିଲସ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ଏହାକି ଯେ, ନିଜ ବାସ ରାତି ର ଭିଡ଼ିଓ ସେୟାର କରି କ୍ୟାପ୍ସନ ରେ ଲେଖିଛନ୍ତି ଆମ ଚତୁର୍ଥୀ ରାତି ବୋଲି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି , ଯାହାକୁ ଦେଖିଲେ ସମସ୍ତେ ଚକିତ ହୋଇ ଯାଇଛନ୍ତି ଏବଂ ଏହାକୁ ନିନ୍ଦା କରିଛନ୍ତି ମଧ୍ୟ।
ତେବେ ଭିଡ଼ିଓ ଟି ରେ ଯାହା ଦେଖା ଯାଇଛି କି , ଏହି ନବ ବିବାହିତ ଦମ୍ପତି ନିଜର ଚତୁର୍ଥୀ ରାତି ର ଭିଡ଼ିଓ ବନେଇଛନ୍ତି। ତେବେ ଭିଡ଼ିଓ ଟିରେ ଯୁବକ ଙ୍କୁ ନିଜ ସ୍ତ୍ରୀ ଙ୍କୁ ଚୁମ୍ବନ କରୁଥିବା , ରୋମାନ୍ସ କରୁଥିବା ଏପରି କି ତାଙ୍କର ଡ୍ରେସ ଖଲୁଥିବା ର ମଧ୍ୟ ଦେଖିବା କୁ ମିଳିଛି। ତେବେ ରୁମ ଟିକୁ ବେଶ ସୁନ୍ଦର ଭାବରେ ସଜା ହୋଇଛି ଆଉ ତା ଭିତରେ ଏହିପରି ଭିଡ଼ିଓ ବନେଇଛନ୍ତି ଦମ୍ପତି। ତେବେ ନିଜ ଚତୁର୍ଥୀ ରାତି ର ରୋମାଣ୍ଟିକ ଭିଡ଼ିଓ କୁ ଏହି ଦମ୍ପତି ବନେଇବା ପରେ , ଏହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଏବଂ ଲେଖିଥିଲେ କ୍ୟାପ୍ସନ ରେ କି ଆଜି ଆମ ଚତୁର୍ଥୀ ରାତି ବୋଲି।
ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକେ ଏହାକୁ ଦେଖି କଡା ସମାଲୋଚନା କରିଛନ୍ତି ଏବଂ ଭିଡ଼ିଓ ଟି ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ମୋବାଇଲ ରୁ ମୋବାଇଲ କୁ। ତେବେ କିନ୍ତୁ ଏହିପରି ଭିଡ଼ିଓ ବନେଇ ସେୟାର କରିବା ଉଚିତ କଥା ନୁହେଁ କାରଣ ଏହାର ପ୍ରଭାବ ଆମ ସମାଜ ତଥା ଯୁବପିଢ଼ି ଙ୍କ ଉପରେ ପଡିଥାଏ ଯାହାକି ଆମ ସମାଜ ରେ ବିଶୃଙ୍ଖଳା ସୃଷ୍ଟି କରିଥାଏ। ତେଣୁ ଏହିପରି ରିଲସ ବନେଇ ସୋସିଆଲ ମିଡ଼ିଆ ରେ ସେୟାର କରିଥିବା ଏହି ଦମ୍ପତି ଙ୍କୁ କଡା ସମାଲୋଚନା କରିଛନ୍ତି ସମସ୍ତେ। ତେବେ ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।