ବହୁତ ସମୟରେ ବହୁତ ପ୍ରକାର ଘଟଣା ସୋସିଆଲ ମେଡିଆରେ ଦେଖିବାକୁ ମିଳିଥାଏ ।ଆଉ ସେହି କିଛି ଭିଡ଼ିଓ ଗୁଡିକ ଭିତରେ ଏମିତି କିଛି ଭିଡ଼ିଓ ସମ୍ନାକୁ ଆସିଥାଏ ଯାହା ଆମ ମନ ଓ ହୃଦୟ କୁ ପୁରା ମନ୍ତ୍ରମୁଗ୍ଧ କରିଦିଏ ।ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ସେମିତି କିଛି ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁ ଭିଡ଼ିଓକୁ ଯେତେ ଦେଖିଲେ ବି ମନ ଭୃ ନାହିଁ ।ଆଉ ଏହି ଭିଡ଼ିଓ ଆଉ କୋଉଠିକାର ନୁହେଁ ବରଂ ପୁରୀ ମନ୍ଦିରର, ତେବେ ଏହି ଭିଡ଼ିଓରେ କଣ ଅଲୌକିକ ଘଟଣା ଘଟୁଛି ଆସନ୍ତୁ ଜାଣିବା ।
ବନ୍ଧୁମାନେ କଥାରେ କୁହାଯାଏ ଭକ୍ତି ରେ ଭଗବାନ, ଆଉ ଏହି ଭକ୍ତି ବଳରେ ଜଣେ ଭକ୍ତ ଭଗବାନ ଙ୍କୁ ବି ନିଜ ପାଖରେ ପାଇ ପାରିଥାଏ ।ଆଉ ପ୍ରତି ଓଡ଼ିଆ ଙ୍କ ବଡ଼ ଠାକୁର ଜଗତର ନାଥ ଜଗନ୍ନାଥ ଙ୍କର ଲୀଳା ଅପରମ୍ପାର, ସେ କେତେବେଳେ କୋଉ ଲୀଳା ରଚିଥାନ୍ତି ତାହା କେହି ବି ଜାଣି ପାରନ୍ତି ନାହିଁ ।ସେଥିପାଇଁ ତ ସେହି ଭାବର ମୁରତି ଙ୍କୁ ଥରୁ ଟିଏ ଦର୍ଶକ ପାଇବା ଲାଗି କେତେ ଭିଡ଼ି ଲାଗିଥାଏ ।ହେଲେ ବର୍ତ୍ତମାନ ଏକ ଭିଡ଼ିଓ ଦର୍ଶକଙ୍କୁ ଖୁବ ଆତ୍ମବିଭୋର କରିବାରେ ଲାଗିଛି, ଯେଉଁ ଭିଡ଼ିଓରେ ଜଗନ୍ନାଥ ଙ୍କର ଆରତୀ ଦେଖିବାକୁ ମିଳୁଛି ।ହେଲେ ଏହି ଆରତୀ ସମୟରେ କିଛି ଏମିତି ହେଉଛି ଯାହାକୁ ଯିଏ ଦେଖୁଛି ସେ ଖୁବ ଆଶ୍ଚର୍ଯ୍ୟ ହେଇ ଯାଉଛି ।
ତେବେ ପ୍ରତ୍ୟେକ ଦିନ ପୁରୀ ମନ୍ଦିର ରେ ଆରତୀ ହେଇଥାଏ,ଏହି ଆରତୀ ଦେଖିବା ଲାଗି ଭକ୍ତ ଖୁବ ଅପେକ୍ଷା କରିଥାନ୍ତି ।ଆଉ ଆଜିର ଏହି ଭିଡ଼ିଓ ପୁରୀ ମନ୍ଦିର ସାମ୍ନାର ଯେଉଁଠି ଜଗନ୍ନାଥ ଙ୍କର ଆରତୀ କରୁଛନ୍ତି କିଛି ନନା ଆଉ ସେହି ସମୟରେ ସୁନ୍ଦର ଭଜନ ସଂକୀର୍ତ୍ତନ ହେଉଛି ।ତେବେ ଏହି ଆରତୀ ଏତେ ସୁନ୍ଦର ଭକ୍ତିର ମାହଲ ସୃଷ୍ଟି କରୁଛି କି ଯିଏ ହି ଏହି ଆରତୀ ଦେଖୁଚି ତାଙ୍କର ଆଖି ଭକ୍ତିରେ ଛଳ ଛଳ ହେଇ ଯାଉଛି ।ଏହା ବ୍ୟତୀତ ମନେ ହେଉଛି ଯେମିତି ପ୍ରଭୁ ଜଗନ୍ନାଥ ସ୍ୱୟଂ ଏହି ଆରତୀ କୁ ଉପଭୋଗ କରୁଛନ୍ତି ।
ବହୁତ ସମୟରେ ଜଗନ୍ନାଥ ଙ୍କର ଅନେକ ଭିଡିଓ ଅନେକ ନୀତିକାନ୍ତି ଆଦି ଦେଖିବାକୁ ମିଳିଥାଏ କିନ୍ତୁ ସତରେ ତାଙ୍କର ଏହି ଆରତୀ ଖୁବ ମନଲୋଭା ଅଟେ ।ଯେତେ ଥର ଦେଖିଲେ ବି ବାରମ୍ବାର ଦେଖିବାକୁ ମନ ହେଉଛି ଓ ମନରେ ଏମିତି ନିଶ୍ବାର୍ଥପର ଓ ପବିତ୍ର ଭାବନା ଜାଗ୍ରତ ହେଉଛି କି ଯାହା ଖୁବ ଶାନ୍ତି ଦେଉଛି ।ତେବେ ଜଗନ୍ନାଥ ଙ୍କର ଏହି ଆରତୀ ଭିଡ଼ିଓ ଟି ସୋସିଆଲ ମେଡିଆରେ ଖୁବ ଭାଇରଲ ହେବା ସହିତ ଭକ୍ତ ମାନେ ଏହି ଭିଡ଼ିଓ ଦେଖି ଭାବବିହ୍ୱଳ ହେଉଥିବାର ନଜର ଆସିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।