Daily news update , Real odisha local news

ଯେଉଁ ମହିଳାମାନଙ୍କର ପିଲା ହେଉନାହିଁ ସେମାନେ ନିହାତି ଦେଖନ୍ତୁ ..ଅନ୍ୟମନଙ୍କୁ ସେୟାର ମଧ୍ୟ କରନ୍ତୁ

0 683

ବନ୍ଧୁମାନେ ପ୍ରତ୍ୟେକ ଦାମ୍ପତ୍ୟ ଜୀବନରେ ପିଲାଟିଏ ସମ୍ପର୍କ କୁ ଖୁବ ଘନିଷ୍ଠ କରିଥାଏ ।ହେଲେ ବର୍ତ୍ତମାନ ଅନେକ ସମୟରେ ଅନେକ ଦମ୍ପତି ମାତାପିତା ଦୁଃଖ ରୁ ବଞ୍ଚିତ ରହୁଥିବାର ଦେଖିବାକୁ ମିଳୁଛି ।ଅନେକ କାରଣ ପାଇଁ ସ୍ୱାମୀ ସ୍ତ୍ରୀ ଯେତେ ଚେଷ୍ଟା କଲେ ବି ପିଲା ସୁଖ ପାଇ ପାରୁ ନାହାନ୍ତି ।

ତେବେ ନିଃସନ୍ତାନ ହେବା ପଛରେ ଜଣେ ପୁରୁଷ କିମ୍ବା ଜଣେ ସ୍ତ୍ରୀ ର ଦୋଷ ନଥାଏ, ଏଥୁରେ ଉଭୟ ଙ୍କର କିଛି ନା କିଛି ଭୁଲ ଓ ଦୋଷ ରହିଥାଏ ।ତେବେ ଆଜିକାଲି ଅନେକ ବିଜ୍ଞାନ କୌଶଳ ର ଉନ୍ନତି ହେଲାଣି ଯାହାକୁ ବ୍ୟବହାର କରି ପିଲା ଜନ୍ମ କରିବା ସମ୍ଭବ ହେଉଛି ।ହେଲେ ଏହି ଚିକିତ୍ସା କଣ ଆଉ କେମିତି ହୁଏ ଓ ଏଥିରେ କେତେ ଖର୍ଚ୍ଚ ହୁଏ ଆସନ୍ତୁ ସେ ବିଷୟରେ ଜାଣିବା ।

ମୁଖ୍ୟତଃ ନିଃସନ୍ତାନ ହେବା ପଛରେ ଅନର୍କ କାରଣ ରହିଥାଏ, ଯେମିତି କି ଅଧିକ ଷ୍ଟ୍ରେସ ଓ ଚିନ୍ତାରେ ରହୁଥିଲେ, ପୁରୁଷ ର ସିମେନ ର କ୍ୱାଲିଟି ଓ କ୍ୱାଣ୍ଟିଟି ଠିକ ନଥିଲେ ।ବହୁତ ସମୟରେ ନାରୀର ଅଭଲ୍ୟୁସନ ଠିକ ସମୟରେ ହେଉ ନଥିଲେ ଇତ୍ୟାଦି ।ଏମିତି ସବୁ କାରଣ ଗୁଡ଼ିକ ଆଜିକାଲି ନିଃସନ୍ତାନ ର ମୁଖ୍ୟ କାରଣ ପାଲଟି ଯାଇଛି ।ତେବେ ଗୋଟିଏ ରିଲେଶନ ରେ ଦମ୍ପତି ବିବାହର ଦୁଇ ରୁ 3 ବର୍ଷ ଭିତରେ ପିଲା ପାଇଁ ଚେଷ୍ଟା କରି ବିଫଳ ହେଲେ ସେତେବେଳେ ଆପଣଙ୍କୁ ଡାକ୍ତର ଙ୍କର ପରାମର୍ଶ ନେବାକୁ ପଡ଼ିବ ।

ଯେତେବେଳେ ଆପଣ କେହି ଡାକ୍ତର ଙ୍କ ପାଖକୁ ଯାଉଛନ୍ତି ସେତେବେଳେ ଡାକ୍ତର ସ୍ଵାମୀ ସ୍ତ୍ରୀ ଦ୍ୱି ଜଣକ ଙ୍କର କିଛି ରେଗୁଲାର ଚେକଅପ ଓ ରେଗୁଲାର ରୁଟିଂ ବିଷୟରେ ସୂଚନା ନେଇ ଥାଆନ୍ତି ।ତାପରେ ଉଭୟ ଙ୍କର ଯେଉଁ ଅସୁବିଧା ଥିବ ସେହି ଅନୁସାରେ ତାଙ୍କୁ ମେଡ଼ିସିନ ଦେଇ ଠିକ କରିବାକୁ ଚେଷ୍ଟା କରାଯାଏ ।ତେବେ ଏହାପରେ ବି ଯଦି କେହି ପିଲା କନସିଭ କରି ପାରୁନାହାନ୍ତି ତାହେଲେ ଡାକ୍ତର ସେତେବେଳେ IUE ପରି ଏକ ଟ୍ରିଟମେଂଟ କରିବାକୁ ପରାମର୍ଶ ଦେଇଥାନ୍ତି ।ଏହାପରେ ପୁଣି ଆଉ ଏକ ଟ୍ରିଟମେଂଟ ରହିଛି ଯାହାକୁ IVF କୁହାଯାଏ, ତେବେ ଦୁଇ ଚିକିତ୍ସାରେ ଟିକିର ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ ।

ହେଲେ ଏହି ଦୁଇ ପଦ୍ଧତି ରେ ଯଦି କେହି ପ୍ରେଗନେଣ୍ଟ ହେଉଛନ୍ତି ଏଥିରେ ସେମିତି କିଛି ଅସୁବିଧା ନଥାଏ, କାରଣ ଏହା ମେଡିକାଲି ଟେଷ୍ଟ କରାଯାଇଥାଏ ।ଆଉ ତାପରେ କୋଉ ରୋଗୀ ପାଇଁ ଉପଲବ୍ଧ କରାଯାଏ, ଏହାଛଡା ଏହି ଉପାୟ ଗୁଡିକ ରେ ପିଲା ଓ ମାଆ ପ୍ରତି କିଛିବି ଅସୁବିଧା ନଥାଏ ।ହେଲେ ଏହି ଚିକିତ୍ସା ଗୁଡିକରେ ଟିକିଏ ଧୌର୍ଯ୍ୟ ରଖିବାକୁ ପଡିଥାଏ ଓ ଅର୍ଥ ଖର୍ଚ୍ଚ କରିବାକୁ ପଡେ ।ତେବେ ଯଦି କେହି ଦମ୍ପତି ଚାହିଁବେ ତାହେଲେ ଏହି ଉପି ଗୁଡିକରେ ନିଶ୍ଚିତ ପିଲା ସୁଖ ନେଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.