ବନ୍ଧୁଗଣ ବର୍ତ୍ତମାନ ପୁଣି ଓଡ଼ିଶା ରେ ଖେଳି ଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଯାହା ସମସ୍ତ ଙ୍କୁ ଦୁଃଖିତ କରି ଦେଇଛି। ତେବେ ସୂଚନା ଅନୁସାରେ ଆଜି ସକାଳେ ଓଡ଼ିଶାର ଲୋକପ୍ରିୟ ତଥା ଘରେ ଘରେ ପରିଚିତ DJ ଆଜେକ୍ସ ଙ୍କ ର ମୃତ୍ୟୁ ହୋଇଛି। ତେବେ ଭୁବନେଶ୍ୱର ସ୍ଥିତ ସେ ରହୁଥିବା ଘର ମଧ୍ୟରୁ ପୋଲିସ ଡିଜେ ଆଜେକ୍ସ ଙ୍କ ମୃତ ଦେହ କୁ ଉଦ୍ଧାର କରିଛି। ତେବେ ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ପ୍ରଶ୍ନ ରହିଛି କି ତାଙ୍କର ମୃତ୍ୟୁ କିପରି ହୋଇଛି ବୋଲି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି।
ତେବେ ଆପଣ ମାନେ ଡ଼ିଜେ ଆଜେକ୍ସ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ସେ ଜଣେ ପରିଚିତ DJ ମିଜୁକସିଆନ ଅଟନ୍ତି ।ଆଉ ନିଜର ଡିଜେ କଳା କୁ ନେଇ ଘରେ ଘରେ ପରିଚିତ ଅଟନ୍ତି , ଛୋଟ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଡିଜେ ଆଜେକ୍ସ ଙ୍କୁ ସମସ୍ତେ ଜାଣିଛନ୍ତି ଏବଂ ତାଙ୍କର ଡିଜେ କୁ ସମସ୍ତେ ଖୁବ ପସନ୍ଦ କରନ୍ତି ମଧ୍ୟ। ତେବେ ସେ ଜଣେ ଲୋକପ୍ରିୟ ଡିଜେ ଵାଲା ଅଟନ୍ତି ଏବଂ ସେ ଭୁବନେଶ୍ୱର ରେ ଏକ ଭଡା ଘରେ ରହୁଥିଲେ। ତେବେ ହଠାତ ଆଜି ସକାଳେ ସୂଚନା ମିଳିଛି କି ତାଙ୍କର ମୃତ୍ୟୁ ହୋଇଯାଇଛି ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ତେବେ ସୂଚନା ଅନୁସାରେ, ଆଜି ସକାଳେ ଖଣ୍ଡଗିରି ପୋଲିସ ଡିଜେ ଆଜେକ୍ସ ଙ୍କ ଭୁବନେଶ୍ୱର ସ୍ଥିତ ନିଜ ଘରେ ତାଙ୍କର ଝୁଲନ୍ତା ମୃତ ଦେହ କୁ ଉଦ୍ଧାର କରିଛି। ତେବେ ପୋଲିସ ର ସୂଚନା ଅନୁସାରେ ଡିଜେ ଆଜେକ୍ସ ଙ୍କ ର ମୃତ ଦେହ ଯେଉଁ ଭଳି ଭାବରେ ଉଦ୍ଧାର କରାଯାଇଛି ତାହା ସନ୍ଦେହ ସୃଷ୍ଟି କରିଛି। ତେବେ ଡିଜେ ଆଜେକ୍ସ ଙ୍କ ମୃତ ଦେହ କୁ ଉଦ୍ଧାର କରିବା ପରେ ପୋଲିସ ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ବର ର କେପିଟାଲ ହସ୍ପିଟାଲ କୁ ପଠାଇଛି। ତେବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣା ପଡି ନାହିଁ କି ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ କେହି ହତ୍ୟା କରିଛି ବୋଲି।
ତେବେ ବର୍ତ୍ତମାନ ଏହି ପ୍ରଶ୍ନ ମଧ୍ୟ ରହିଛି କି ଯଦି , ଡିଜେ ଆଜେକ୍ସ ଆତ୍ମହତ୍ୟା କରିଛନ୍ତି ତେବେ କେଉଁ କାରଣ ରୁ ସେ ଏହିପରି କରିଛନ୍ତି। ନା କେହି ଜଣେ ତାଙ୍କୁ ହତ୍ୟା କରି ଏହା କୁ ଆତ୍ମହତ୍ୟା ର ରୂପ ଦେବା ପାଇଁ ତାଙ୍କର ବୋଡି କୁ ଝୁଲେଇ ଦେଇଛି ବୋଲି। ତେବେ ଏ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଡିଜେ ଆଜେକ୍ସ ଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣା ପଡିବ ବୋଲି ପୋଲିସ ସୂଚନା ଦେଇଛନ୍ତି। ତେବେ ତାଙ୍କର ମୃତ୍ୟୁ ରେ ସମସ୍ତେ ଖୁବ ଦୁଖଃ ପ୍ରକାଶ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।