Daily news update , Real odisha local news

‘ନବୀନ ଖାଲି ହାବୁଡ଼େ ପଡ଼ନ୍ତେ ମୋର…’|| କହି ବିଜେଡି(BJD) ର ଚଉଦ ପୁରୁଷ ଉଧାରିଲେ ଏହି ବୁଢି ମାଉସୀ ଜଣକ ଭାଇରାଲ ହେଉଛି ଏହି ଭିଡିଓ 3ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି

0 1,964

“ନବୀନ ଖାଲି ହାବୁଡ଼ରେ ପଡନ୍ତେ କି,ତାଙ୍କୁ ଏମିତି ସବୁ କହିଥାନ୍ତି କି ସେ କେବେ ଭୁଲି ପାରି ନଥାନ୍ତେ” ।ତେବେ ବନ୍ଧୁମାନେ ଏମିତି କିଛି କଥା କହି ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ଉପରେ ଖୁବ ଗର୍ଜିବାରେ ଲାଗିଛନ୍ତି ଜଣେ ସଫେଇ କର୍ମଚାରୀ ମହିଳା ।ବହୁତ ସମୟରେ ସୋସିଆଲ ମେଡିଆରେ ଅନେକ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ ।

ସେହି ଭିତରେ ସରକାର, ସରକାରୀ ବ୍ୟବସ୍ଥା କୁ ନେଇ କୁ ଅନେକ ସୂଚନା ମିଳିଥାଏ ବହୁତ ସମୟରେ ସାଧାରଣ ଲୋକ ସରକାର ଙ୍କ ଉପରେ ଓ ତାଙ୍କ ଯୋଜନା ଉପରେ ସମାଲୋଚନା ବି କରୁଥିବାର ଦେଖିବାକୁ ମିଳିଥାଏ ।ଆଉ ବର୍ତ୍ତମାନ ଏହି ମହିଳା ଜଣକ ମୁଖ୍ୟମନ୍ତ୍ରୀ ଙ୍କ ଉପରେ କାହିଁକି ତେଜିବାରେ ଲାଗିଛନ୍ତି ଆସନ୍ତୁ ପୁରା ଘଟଣା ଉପରେ ନଜର ପକାଇବା ।

ସାଧାରଣ ଲୋକମାନେ ହିଁ ସରକାର ତିଆରି କରିଥାନ୍ତି ଆଉ ସରକାର ବି ସାଧାରଣ ଲୋକଙ୍କ ସୁଖ ସୁବିଧା କୁ ଆଖି ଆଗରେ ରଖି ଅନେକ ନିୟମ ଓ ଯୋଜନା ଆଦି ତିଆରି କରିଥାଏ ।କିନ୍ତୁ ଯେମିତି ଲୁହା ବହୁତ ଦିନ କାମରେ ନ ଆସିଲେ କଳଙ୍କି ଲାଗିଯାଏ ଠିକ ସେହି ପରି ସାଧାରଣ ଲୋକଙ୍କୁ ସବୁ ସୁବିଧା ଲଗାତାର ଯୋଗେଇ ଦିଆଯିବ ତାହେଲେ ସେ ବି ଅଳସୁଆ ପାଲଟି ଯିବେ ।ତେବେ ଓଡିଶା ସରକାର ମାଗଣା ଚାଉଳ ଗହମ ଦେଇ ଚାଲିଛନ୍ତି ଆଉ ଆଜି ଲୋକମାନେ ଅଳସୁଆ ହେବାକୁ ଲାଗିଲେଣି । କିନ୍ତୁ ଏହାକୁ କେହି ସରକାର ଙ୍କ ଉଅରେ ଆଙ୍ଗୁଳି ବି ଉଠାଉ ନଥିବା ବେଳେ ଏହି ସଫେଇ କର୍ମଚାରୀ ମହିଳା ତାହା କରି ଦେଖାଇଛନ୍ତି ।

ତେବେ କିଛି ସଫେଇ କର୍ମଚାରୀ ନିଜ ନିଜର ଅଭିଯୋଗ ରଖି ରାଲି କରୁଥିବା ବେଳେ ସେହି ଭିତରେ ଜଣେ ସଫେଇ ମହିଳା କର୍ମଚାରୀ କହିଛନ୍ତି କି, ସରକାର ମାଗଣା ଚାଉଳ ଦେଲେ କଣ ହେବ ଲୋକଙ୍କୁ ସଲସୁଆ କରି ସାରିଲେଣି ।ଆଉ ଏପଟେ ତେଲ ଠାରୁ ସାବୁନ ଯାଏ ସବୁଥିରେ ନାହିଁ ନଥିବା ଦର ଯେଉଁଥିରେ ହାତ ମାରିବା ମୁସ୍କିଲ ହେଇ ପଡୁଛି ।ଅନ୍ୟପଟେ ଏହି ସଫେଇ କର୍ମଚାରୀ ସମସ୍ତଙ୍କ ଘର ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁଠି ପରିଷ୍କାର କରୁଥିଲେ ବି କରନା ମହାମାରୀ ସମୟରେ ତାଙ୍କ ପାଖ ମାଡୁ ନଥିଲେ କେହି ।

ଏମିତି ଅନେକ ଗୁଡିଏ ଅଭିଯୋଗ ମହିଳା ଜଣକ କହିବା ସହିତ ନବୀନ ପଟ୍ଟନାୟକ ଙ୍କୁ ଏହି ଭିଡ଼ିଓ ଭଲ ଭାବେ ଦେଖିବାକୁ ମେଡିଆ ଙ୍କୁ କହିଥିଲେ ମହିଳା ଜଣଙ୍କ ।ତେବେ ହୁଏତ ଏହି ସଫେଇ କର୍ମଚାରୀ ମହିଳା ମୂର୍ଖ ମଳି ମୁଣ୍ଡିଆ ହେଇ ପାରନ୍ତି କିନ୍ତୁ ତାଙ୍କ କାମର ଉଚିତ ସମ୍ମାନ କେବେ ମିଳେ ନାହିଁ ।ଆଉ ତାଙ୍କର ଆଜିର ଏହି କଥା ଏକ ଉଚିତ ଯୁକ୍ତିଯୁକ୍ତ ଅଟେ ତେବେ ଆପଣ ମାନେ ନିଶ୍ଚିତ ଭାବେ ବିତେଇ ପାରିବେ ମହିଳା ଙ୍କ କଥାରେ କେତେ ଦୂର ସତ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.