Daily news update , Real odisha local news

ଦୌଡରେ ଭାଗ ନେବା ପଡିଲା ମହଙ୍ଗା, କିଛି କ୍ଷଣ ପରେ ଚାଲିଗଲା YOUTH ଙ୍କର ଜୀବନ, ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

0 5,191

ବନ୍ଧଗଣ ଆପଣ ମାନେ ଜାଣିଥିବେ କି ଆମ ଭାରତ ଏକ ବିଭିନ୍ନତା ର ଏକତା ର ରାଷ୍ଟ୍ର ଅଟେ। ତେବେ ଏଠାରେ ଭିନ୍ନ ଭିନ୍ନ ପ୍ରକାରର ସଂସ୍କୃତି ଓ ପରମ୍ପରା ସବୁ ଦେଖିବା କୁ ମିଳିଥାଏ। ତେବେ କିନ୍ତୁ ଏହି ପରମ୍ପରା ମଧ୍ୟରେ କେତେକ ଏହିପରି ଖେଳ ରହିଥାଏ ଯାହାକି ଲୋକ ମାନଙ୍କ ର ଜୀବନ ପ୍ରତି ଅତ୍ୟନ୍ତ ବିପଦ ଜନକ ହୋଇଥାଏ ମାତ୍ର ଏହା ପରେ ମଧ୍ୟ ଲୋକେ ଏହାର ମଜା ନେଇଥାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖି ବାକୁ ମିଳିଛି ଯାହାର ଭିଡ଼ିଓ ଟି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ତେବେ ଘଟଣା ଟି କିଛି ଏହିପରି ରହିଛି କି ହୋର୍ସ ରେସ୍ ବା ଘୋଡା ଦୌଡ଼ ରେ ଫସିଯାଇ ଜଣେ ଯୁବକ ବର୍ତ୍ତମାନ ଜୀବନ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି।

ଯାହାର ଲାଇଭ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ତେବେ ଘଟଣା ଟି ହେଉଛି କଲହାପୁର ର, ଯେଉଁ ଠାରେ ବର୍ଷ ରେ ଥରେ ଘୋଡା ଦୌଡ଼ ପ୍ରତି ଯୋଗୀତ ଆୟୋଜିତ ହୋଇଥାଏ। ଆଉ ଏହି ପ୍ରତି ଯୋଗୀତା ରେ ଘୋଡା ମାନେ ରାସ୍ତା ରେ ରେସ୍ ଲଗେଇ ଥାନ୍ତି ଏବଂ ସେମାନ ଙ୍କ ମଧ୍ୟରୁ ଜଣେ ଏହି ବାଜି ରେ ଜିତିଥାଏ ମଧ୍ୟ।

ତେବେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଥିଲା ହୋର୍ସ ରେସ ଆଉ ଏହି ରେସ ରେ ଅନେକ ଘୋଡା ଭାଗ ନେଇଥିଲେ। ମାତ୍ର ଯେଉଁ ରାସ୍ତା ରେ ଏହି ହୋର୍ସ ରେସ ଚାଲିଥିଲା ସେହି ରାସ୍ତା ରେ ଅନ୍ୟ ଲୋକ ମାନେ ମଧ୍ୟ ଯିବା ଆସିବା କରୁଥିଲେ କାରଣ ଏହା ଏକ ସାଧାରଣ ରାସ୍ତା ଥିଲା ଯାହାର ପ୍ରସ୍ତ ମଧ୍ୟ ଏତେ ଅଧିକ ନଥିଲା। ତେବେ ସେହି ସମୟ ରେ ଘୋଡା ମାନେ ଯାଉଥିବା ବେଳେ ଅନ୍ୟ ଜଣେ ଯୁବକ ନିଜ ବାଇକ ରେ ସେହି ରାସ୍ତା ଦେଇ ଯାଉଥିଲେ। ତେବେ ଏହି ସମୟ ରେ ସେହି ଯୁବକ ଙ୍କ ସହ କିଛି ଏପରି ଘଟିଥିଲା ତାହା କେବେ କେହି ଭାବି ନଥିଲେ।

ତେବେ ଏହି ସମୟ ରେ ଘୋଡା ଓ ସେହି ଯୁବକ ଙ୍କ ବାଇକ ମଧ୍ୟରେ ଧକା ହୋଇ ଦୁର୍ଘଟଣା ହୋଇଥିଲା ଯାହା ଫଳରେ ଯୁବକ ଜଣଙ୍କ ବାଇକ ରୁ ତଳେ ପଡି ଯାଇଥିଲେ।ତେବେ ସେ ବାଇକ ରୁ ପଡିବା ପରେ ଅତ୍ୟନ୍ତ ଗୁରୁତ୍ୱର ଆହାତ ହୋଇଥିଲେ , ତେବେ ସଂଗେ ସଂଗେ ଯୁବକ ଙ୍କୁ ନିକଟ ରେ ଥିବା ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇ ଥିଲା। ତେବେ ଏହାର ଲାଇଭ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ଆପଣ ମାନେ ମଧ୍ୟ ଏହି ଭିଡ଼ିଓ କୁ ଦେଖିଲେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ,ତେବେ ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.