Daily news update , Real odisha local news

Relation ରଖିଲା ପରେ Sperm ବହାରିଆସୁଛି Pregnancy Tips

0 1,836

ବନ୍ଧୁମାନେ ବହୁତ ରିଲେଶନ ରଖିବା ପରେ ବି ମହିଳା ମାନେ ଗର୍ଭବତୀ ହେଇ ପାରନ୍ତି ନାହିଁ ।ଆଉ ଏହା ପଛରେ ଅଣ୍ଡକ କାରଣ ରହିଥାଏ କିନ୍ତୁ ଯଦି ରିଲେଶନ ପରେ ଆପଣଙ୍କ ଭିତରୁ ସବୁକିଛି ବାହାର ହେଇ ଆସୁଛି ତେବେ ଜାଣନ୍ତୁ ଏହା କୌଣସି ସାଧାରଣ କଥା ନୁହେଁ ।

କାରଣ ଯଦି ରିଲେଶନ ପରେ ନାରୀ ପାଖରେ ପୁରୁଷ ର କୌଣସି ସ୍ପର୍ମ ରହିବ ନାହିଁ ତେବେ ସେ କେମିତି ପ୍ରେଗନେଣ୍ଟ ହେବେ ।ତେବେ ଏମିତି କାହିଁକି ହୁଏ ଓ କଣ କଲେ ଏହି ସ୍ପର୍ମ ଗୁଡିକ ବାହାରକୁ ଆସିବ ନାହିଁ ସେ ବିଷୟରେ ଆଜି ଆମେ ଆପଣଂକୁ ଜଣାଇବୁ ।

ମନେରଖନ୍ତୁ ଗର୍ଭବତୀ ହେବା ପାଇଁ ହେଲେ 20 ପ୍ରତିଶତ ସ୍ପର୍ମ ଶରୀରରେ ରହିବା ଦରକାର ।ତେବେ ରିଲେଶନ ପରେ ମହିଳା ଙ୍କ ପକ୍ଷରୁ ନର୍ଗତ ହେଉଥିବା ଲାଲ ଅଂଶ ସହିତ ସ୍ପର୍ମ ବାହାରକୁ ବାହାରି ଆସେ କିନ୍ତୁ ଏହାର ଓଲଟା ସ୍ପର୍ମ ଭିତରକୁ ଯିବା କଥା ଯାହା ହେଲେ ଜଣେ ନାରୀ ଗର୍ଭବତୀ ହେଇ ପାରିବ ।ତେବେ ଏମିତି କାହିଁକି ହୁଏ ଏହା ପଛରେ ଅନେକ କାରଣ ରହିଛି ଯେପରି..

-ତେବେ ବହୁତ ସମୟରେ ଏମିତି ହୁଏ କି କିଛି ନାରୀ ମାନଙ୍କର ସର୍ଭିକାଲ ଲେନଥ ବହୁତ ଛୋଟ ହେଇଥାଏ ।ତେଣୁ ଯେତେବେଳେ ସ୍ପର୍ମ ଭିତରକୁ ଗଲେ ବି ବାହାରି ଆସିଥାଏ ।
-ଆଉ ଯଦି ସିମେନ ର କ୍ୱାଲିଟି ଭଲ ନଥାଏ ବା ଭଟ୍ରିକ ସ୍ପର୍ମ ପାଣି ଭଳି ହେଇଥାଏ ସେତେବେଳେ ସ୍ପର୍ମ ବାହାରି ଆସିଥାଏ ।
-ଆଉ ନାରୀ ମାନଙ୍କର ୟୁଟ୍ରେସ ଜନିତ କିଛି ବି ସମସ୍ୟା ଥାଏ ତେବେ ସେମାନଙ୍କ ର ସ୍ପର୍ମ ବାହାରି ଆସେ ।
-ଏହାଛଡ଼ା ପୁରୁଷ ମାନଙ୍କର ସ୍ପର୍ମ ଏମାଉଣ୍ଟ କମ ଥିଲେ ସ୍ପର୍ମ ବାହାରକୁ ବାହରିଯାଏ ।ଏଥିପାଇଁ କିଛି ଉପଚାର କରି ସ୍ପର୍ମର ମାତ୍ରା କୁ ବଡାଇବା ଦରକାର ।

ତେବେ ଏସବୁର ନିରାକରଣ କଣ ଆସନ୍ତୁ ସେ ବିଷୟରେ ଜାଣିବା…

-ନାରୀ ମାନେ ଚେଷ୍ଟା କଲେ ବାହାରକୁ ବାହାରି ଯାଉଥିବା ସ୍ପର୍ମ କୁ ରୋକି ପାରିବେ ।ସେଥିପାଇଁ ରିଲେଶନ ରଖିବା ସମୟରେ ନାରୀ ମାନେ ଅଣ୍ଟା ତଳେ ତକିଆ ରଖିବା ଦରକାର ଯାହା ଦ୍ୱାରା ଅଧିକ ସ୍ପର୍ମ ୟୁଟ୍ରେସ ଭିତରକୁ ଯାଇପାରିବ ।
-ଏହାପରେ ବି ଯଦି ସ୍ପର୍ମ ବାହାରି ଆସୁଛି ତେବେ ତାହାର କାରଣ ହେଉଛି ଭଲ ସ୍ପର୍ମ ହେଇଥିଲେ ତାହା ଆବଶ୍ୟକ ମୁତାବକ ସ୍ପର୍ମ ଗର୍ଭାଶୟ କୁ ଚାଲିଯାଏ ଆଉ ବଳକା ବାହରି ଯାଏ ।କିନ୍ତୁ ଏହାକୁ ଆପଣ ରଖିବାକୁ ଚାହୁଁଥିଲେ ତେବେ ମେନସୁରେସନ ଟିଉବ ବ୍ୟବହାର କରି ତାହାକୁ ରଖିପାରିବେ ।

-ଏସବୁ ବ୍ୟତୀତ ରିଲେଶନ ରଖିବା ପରେ ଯଦି ସ୍ପର୍ମ ରଖିବାକୁ ଚାହୁଁଛନ୍ତି ତେବେ 25 ରୁ 30 ମିନିଟ ପର୍ଯ୍ୟନ୍ତ ବେଡ଼ ରେ ଶୋଇ ରୁହନ୍ତୁ ଓ ପରିଶ୍ରା ବି ଯାଆନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.