Daily news update , Real odisha local news

ଝିଅ ମାନଙ୍କ ଦୁଇ ଗୋଡ ମଝିରେ କ’ଣ ଅଛି ? ଦେଖନ୍ତୁ ଭିଡ଼ିଓ DIRTY MIND ଏହି ଝିଅ କଣ କହୁଛି…

0 17,442

ଆଜିକାଲି ର ଏହି କଂପିଟିଟିଭ ଦୁନିଆଁ ରେ ସମସ୍ତ ଙ୍କୁ ସଙ୍ଘର୍ଷ କରିବାକୁ ହେଇଛି। କିନ୍ତୁ ସଙ୍ଘର୍ଷ ର ରାସ୍ତା ଠିକ ଭାବରେ ନବାଛିବା ରୁ ତାଂକୁ ସଫଳତା ମିଳିବା କଷ୍ଟକର ହୋଇଯାଉଛି।ତେବେ ଆପଣ ମାନେ ଦେଖୁଥିବେ ବର୍ତ୍ତମାନ ହଜାର ହଜାର ଶିକ୍ଷିତ ଯୁବପୀଡି ଚାକିରୀ ପଛ ରେ କେତେ ପରିଶ୍ରମ କରୁଛନ୍ତି ,କିନ୍ତୁ ସେମାନେ ବିଫଳ ହେଉଛନ୍ତି।ଏହାର କାରଣ ସେମାନେ କେବଳ ନିଜ ଜ୍ଞାନ କୁ ବହି ଭିତରେ ଥିବା ଜ୍ଞାନ ରେ ସୀମିତ କରିଦେଉଛନ୍ତି। ଆଉ ବାହାର ଦୁନିଆଁ ର ପାଠ ବିଷୟ ରେ ସେମାନେ କିଛି ବି ଜାଣିନାହାନ୍ତି, ତେଣୁ ପରୀକ୍ଷା ରେ ଫେଲ ହୋଇଯାଉଛନ୍ତି।

 

ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି। ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ।

ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ କେତେକ ମଜାଳିଆ ପ୍ରଶ୍ନ ଓ ଏହାର ଉତ୍ତର ବିଷୟ ରେ ଜଣେଇବୁ, ଯାହା ଆପଣ ଆଗରୁ ଜାଣି ନଥିବେ।ଏହି ପ୍ରଶ୍ନ ଓ ଉତ୍ତର ଜାଣିଲେ ଆପଣ ଙ୍କର ଜ୍ଞାନ ବୃଦ୍ଧି ହେବା ସହ ଆପଣ ଙ୍କୁ ମଜାବି ଲାଗିବ।ତେବେ ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯେଉଁ ଥିରେ ଜଣେ ବ୍ୟକ୍ତି ଚାରି ଜଣ ଙ୍କୁ ଡକାଇ ତାଙ୍କୁ ଦୁଇ ଟି ପ୍ରଶ୍ନ କରିଛନ୍ତି ଯାହାକି ବହୁତ ମଜାଳିଆ ପ୍ରଶ୍ନ ରହିଛି। ତେବେ ଆସନ୍ତୁ ଜାଣିବା ସେହି ଦୁଇ ଟି ପ୍ରଶ୍ନ ଆଉ ତାର ଉତ୍ତର ବିଷୟ ରେ।

 

୧.ତାହା କଣ ଅଟେ ଯାହା ଆପଣ କିଣିକି ପିନ୍ଧିଥାନ୍ତି ମାତ୍ର ପିନ୍ଧିକି କିଣି ପାରିବେ ନାହିଁ ?

ଉତ୍ତର-ଏହାର ଉତ୍ତର ହେଉଛି ଡାଇପର ଯାହାକୁ ଆପଣ କିଣିବା ପରେ ପିନ୍ଧିଥାନ୍ତି ମାତ୍ର କେବେବି ଏହାକୁ ପିନ୍ଧିକି କିଣି ପାରିବେ ନାହିଁ।

୨.ତାହା କଣ ଅଟେ ଯାହା ଝିଅ ମାନଙ୍କ ଦୁଇ ଗୋଡ଼ ମଧ୍ୟରେ ରହିଥାଏ ?

ଉତ୍ତର-ଏହି ପ୍ରଶ୍ନ ର ଉତ୍ତର ହେଉଛି ଆଣ୍ଠୁ।

ତେବେ ବନ୍ଧୁଗଣ ଏହିଭଳି ମଜାକ ପ୍ରଶ୍ନ ମାଧ୍ୟମ ରେ ଜଣେ ଆପଣ ଙ୍କ ର ଚିନ୍ତନ ପ୍ରକ୍ରିୟା ର ପରୀକ୍ଷା ନେଇଥାଏ।ଏହା ଜାଣିବା ପାଇଁ ପ୍ରୟାସ କରିଥାଏ କି କୌଣସି ବି ଘଟଣା କୁ ଆପଣ କେଉଁ ଭଳି ଚିନ୍ତା କରୁଛନ୍ତି ସକାରାତ୍ମକ ଭାବରେ ନା ନାକାରତ୍ମକ ଭାବରେ। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.