Daily news update , Real odisha local news

ସାବଧାନ ! ମାତିଛି ଚୁମା ପାଗଳ… ଫୋନରେ କଥା ହେଉଥିଲେ ମହିଳା, ଏକୁଟିଆ ଦେଖି ଚୁମ୍ବନ ଦେଇ ଦୌଡିଲା ଯୁବକ CCTV ଭିଡିଓ ରେକର୍ଡ

0 2,389

ବନ୍ଧୁଗଣ ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ସମାଜରେ ବସବାସ କରୁଛନ୍ତି ଏବଂ ପ୍ରାୟ ସମସ୍ତେ ଶିକ୍ଷା ଲାଭ କରି ଶିକ୍ଷିତ ଅଟନ୍ତି। ମାତ୍ର ଏବେ ବି ମଣିଷ ମାନଙ୍କ ପାଖରେ ମାନବିକତା ଦେଖାଯାଉ ନାହିଁ। ଏବେବି ଆମ ସମାଜ ରେ ଅଧିକ ରୁ ଅଧିକ ଅଶୀଳତା ଏବଂ ଅସମାଜିକତା ର କାର୍ଯ୍ୟ ଦେଖିବା କୁ ମିଳୁଛି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବା କୁ ମିଳିଛି ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ଆଉ ଏହି ଭିଡ଼ିଓ କୁ ଦେଖିଲେ ମହିଳା ମାନେ ଆତଙ୍କିତ ହୋଇଯିବେ ନିଶ୍ଚିତ।

ତେବେ ବନ୍ଧୁଗଣ ଆପଣ ମାନେ ଏହା ଜାଣିଥିବେ କି ଯଦିଓ ଆମ ଦେଶ ସ୍ୱାଧୀନତା ହେବାର ୭୫ ବର୍ଷ ଅତିକ୍ରମ କରି ସାରିଲେଣି ତଥାପି ବର୍ତ୍ତମାନ ଜଣେ ଝିଅ ବା ମହିଳା ଘରୁ ବାହାର କୁ ବାହାରିବାକୁ ଭୟ କରୁଛନ୍ତି ।କାରଣ ଆଜି ବି ପୁରୁଷ ମାନେ ତାକୁ ଲୋଲୁପ୍ତ ନଜର ରେ ଦେଖୁଛନ୍ତି ଆଉ ଟିକିଏ ଏକୁଟିଆ ଦେଖି ଦେଲେ ତାଙ୍କ ଉପରେ ଅତ୍ୟାଚାର ବା ଅଶୀଳ ବ୍ୟବହାର କରିବା ଆରମ୍ଭ କରିଦେଇ ଛନ୍ତି। ତେବେ ବର୍ତ୍ତମାନ ଏହିଭଳି ଏକ ଘଟଣା ଦେଖିବା କୁ ମିଳିଛି ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମୁଣ୍ଡ ରେ ହାତ ଦେବେ।

ତେବେ ବର୍ତ୍ତମାନ ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି କି ଜଣେ ମହିଳା ଅଫିସ ଆଗରେ ଏକୁଟିଆ ଠିଆ ହୋଇ ଫୋନ ରେ କଥା ହେଉଥିବା ସମୟ ରେ ହଠାତ ଜଣେ ଯୁବକପାଚେରୀ ଡେଇଁ ତାଙ୍କ ପାଖକୁ ଦୌଡି ଆସିଲେ। ଆଉ ଦୌଡ଼ି ଆସି ତାଙ୍କୁ ଚୁମ୍ବନ କରି ସେଠା ରୁ ପଳେଇ ଗଲେ। ତେବେ ମହିଳା ଜଣଙ୍କ କିଛି ଭାବିବା ପୂର୍ବରୁ ତାଙ୍କ ସହ ଏହିପରି ଅଶୀଳ ବ୍ୟବହାର କରିଥିଲା ଯୁବକ ଜଣଙ୍କ। ତେବେ ସୂଚନା ଅନୁସାରେ ମହିଳା ଜଣଙ୍କ ଜଣେ ସ୍ୱାସ୍ଥ୍ୟ କର୍ମଚାରୀ ଅଟନ୍ତି ଏବଂ ଘଟଣା ଟି ବିହାର ଅଟେ, ତେବେ ସେ ତାଙ୍କ କାମ କରୁଥିବା ବେଳେ ତାଙ୍କୁ କଲ ଆସିଥିଲା ଆଉ ସେ କଥା ହେଉଥିଲେ।

ତେବେ ସେ କଥା ହେଉଥିବା ବେଳେ ଆଖପାଖ ରେ କେହି ନଥିଲେ, ଯାହାର ସୁଯୋଗ ନେଇ ଅମଣିଷ ଯୁବକ ଜଣଙ୍କ ମହିଳା ଙ୍କ ପାଖକୁ ଆସି ତାଙ୍କୁ ଜୋର ଜବରଦସ୍ତ ଚୁମ୍ବନ କରିଥିଲେ। ଆଉ ମହିଳା ଜଣଙ୍କ ତାଙ୍କୁ ଠେଲି ଦେବା ରୁ ସେ ସେଠାରେ ଦୌଡ଼ି ପଳେଇ ଥିଲେ। ତେବେ କିନ୍ତୁ ସେଠାରେ ଲାଗୁଥିବା ସିସିଟିଭି ରେ ଏହା ରେକର୍ଡ ହୋଇଥିଲା ଯାହା ବର୍ତ୍ତମାନ ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଘଟଣା ପରେ ପୁରା ଅଞ୍ଚଳ ର ମହିଳା ମାନେ ଭୟଭୀତ ହୋଇ ଯାଇଛନ୍ତି। ତେବେ କିନ୍ତୁ ଭିଡ଼ିଓ ଫୁଟେଜ ଅନୁସାରେ ଉକ୍ତ ଯୁବକ ଙ୍କୁ ଖୁବ ଶୀଘ୍ର ପୋଲିସ ଗିରଫ କରିବା ନେଇ ସୂଚନା ରହିଛି। ତେବେ ଘଟଣା ଟିକୁ ନେଇ ଚାରିଆଡେ ଖୁବ ସମାଲୋଚନା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.