Daily news update , Real odisha local news

ମାତ୍ର ୨ ଦିନ ଲଗାନ୍ତୁ ଏହି ଜିନିଷ ଭୟଙ୍କର ଯାଦୁ ( Fungal Infection ) ବି ଗାଏବ ହୋଇଯିବ ଗ୍ୟାରେଣ୍ଟି

0 9,027

କଥାରେ କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ, ତେବେ ଏହି ମୂଲ୍ୟବାନ ସମ୍ପଦ କୁ ଆମେ ଯଦି ଯତ୍ନ ନନେବୁ ତାହେଲେ ଧୀରେ ଧୀରେ ଏହି ଶରୀର ନଷ୍ଟ ହେଇଯିବ ।ତେବେ ବହୁତ ସମୟରେ ଆମ ଶରୀରରେ ଅନେକ ପ୍ରକାରର ରୋଗ ଦେଖବାକୁ ମିଳିଥାଏ ।କେତେବେଳେ କେତେବେଳେ କିଛି ଏମିତି ରୋଗରେ ବି ପୀଡ଼ିତ ହେବାକୁ ପଡେ ଯେଉଁ ତୋଗ୍ର ଯେତେ ଚିକିତ୍ସା କଲେ ବି ତାହା ଜଲଦି ଠିକ ହେବା ପରିବର୍ତେ ବଡିବାରେ ଲାଗିଥାଏ ।ତେବେ ସେହି ଭିତରେ କାଛୁ କୁଣ୍ଡିଆ ସେହି ରୋଗ ଯାହା ସହଜରେ ଭଲ ହେଇ ନଥାଏ ।

ତେବେ ଚର୍ମ ରୋଗ ଏକ ଏମିତି ରୋଗ ଯାହା ଥରେ ହେଲା ମାନେ ତାକୁ ମୂଳରୁ ଶେଷ କରିବା ବହୁତ କଷ୍ଟ ।

ତେବେ ବର୍ତ୍ତମାନ ଅନେକ ପ୍ରକାରର ଔଷଧ ଆଦି ବାହାରିଲାଣି ଯାହାକୁ ବ୍ୟବହାର କରି ଆପଣ କାଛୁ କୁଣ୍ଡିଆ ଭଲ କରିପାରିବେ ।କିନ୍ତୁ ମୂଳରୁ କାଛୁ କୁଣ୍ଡିଆ କେବେ ଭଲ ହେଇ ନଥାଏ, ତେବେ ଏସବୁର ଚିକିତ୍ସା କେମିତି କରିବେ ।ତେବେ ଆମେ ଆଜି ଆପଣଂକୁ ଏମିତି ଏକ ରିମେଡି ବିଷୟରେ ଜଣାଇବୁ ଯାହାକୁ ଆପଣ ବ୍ୟବହାର କରିବାର 2 ଦିନ ଭିତରେ ଆପଣଙ୍କ କାଛୁ କୁଣ୍ଡିଆ ମୂଳରୁ ଶେଷ ହେଇଯିବ ।

ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-

-ନିମ୍ବ ପତ୍ର
-କାଠ ମଲ୍ଲୀ ଫୁଲ ର ପତ୍ର

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ତିଆରି କରିବା ଆପଣ ଆବଶ୍ୟକ ସାମଗ୍ରୀ ନିମ୍ବପତ୍ର ଓ କାଠ ମଲ୍ଲୀ ଫୁଲ ର ପତ୍ର ନିଅନ୍ତୁ ।ତାପରେ କିଛି ନିମ୍ବ ପତ୍ର ନେଇ ଭଲକରି ଧୋଇ ସଫା କରିଦିଅନ୍ତୁ ।ତାପରେ କାଠ ମଲ୍ଲୀ ଫୁଲ ଗଛ ର ପତ୍ରରୁ ଅଳ୍ପ ଅଳ୍ପ ନିଅନ୍ତୁ ।ଏବେ ସେଜି ଦୁଇଟି ପତ୍ର କୁ ମିଶେଇ ଭାବରେ ଗ୍ରାଣ୍ଡିଂ କରି ନିଅନ୍ତୁ ।ତାପରେ ଦେଖିବେ ଦୁଇଟି ପତ୍ରର ଗୁଣ୍ଡ ଏକ ପେଷ୍ଟ ପରି ହେଇଯିବ ଯାହାକୁ ଆପଣ ନିଜ ଯାଦୁ କାଛୁରେ ଲଗେଇ ପାରିବେ ।

ରିମେଡି ର ବ୍ୟବହାର:-

-ଏବେ ଆପଣ ସେହି ପେଷ୍ଟ କୁ ନିଅନ୍ତୁ ତାପରେ କାଛୁ କୁଣ୍ଡିଆ ହେଇଥିବା ଜାଗାରେ ସେହି ପେଷ୍ଟ କୁ ଭଲକରି ଲଗେଇ ଦିଅନ୍ତୁ ।ତେବେ ରାତିରେ ଶୋଇବା ଆଗରୁ ସେହି ପେଷ୍ଟ ଲଗାଇବେ ଆଉ ସକାଳ ଯାଏ ପେଷ୍ଟ ରଖନ୍ତୁ ତେବେ ସକାଳେ ତାହାକୁ ପାଣିରେ ଧୋଇ ଦିଅନ୍ତୁ ।ତେବେ ଆପଣ ଏମିତି ଏହି ପେଷ୍ଟ କୁ କିଛିଦିନ ବ୍ୟବହାର କରନ୍ତୁ ତାପରେ ଦେଖିବେ ଆପଣଙ୍କ କାଛୁ କୁଣ୍ଡିଆ ମୂଳରୁ ଭଲ ହେଇଯିବ ।ତେବେ ଆପଣ ଏହି ରିମେଡି କୁ ଖୁବ ସହଜରେ ଓ କମ ସମୟ ଭିତରେ ନିଜ ଘରେ ତିଆରି କରି ପାରିବେ ।ଆଉ ଏଥିରେ କୌଣସି ପ୍ରକାରର ସାଇଡ଼ ଇଫେକ୍ଟ ମଧ୍ୟ ହେଇ ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.