ଏ ଦୃଶ୍ୟ ଆଗରୁ କେବେ ଦେଖି ନଥିବେ.. ଭୟରେ ଆପଣ ଥରି ଉଠିବେ ବିଶ୍ୱାସ ନହେଲେ ବି ସତ ଆତ୍ମା କହୁଛି କିଏ ମାରିଛି ତାକୁ Part 2
“ମୋର ଦୁର୍ଘଟଣା ହୋଇ ନଥିଲା ମୋ ଯା ଓ ଶାଶୂ ଘର ଲୋକେ ମିଶିକି ମୋତେ ମାରିଦେଲେ। ସେମାନେ ମୋ ପାଟିରେ ଲୁଗା ପୁରାଇ ମୋତେ ଇଲେକ୍ଟ୍ରି କରେଣ୍ଟ ଲଗେଇ କି ମାରି ଦେଲେ। ମୋ ଛୁଆ ସେଠି ବହୁତ କଷ୍ଟ ପାଉଛି ତାକୁ ବି ସେମାନେ ମାରିଦେବେ ମୋତେ ମୋ ଛୁଆ ପାଖ କୁ ନେଇ ଚାଲ।
ମୋତେ ଏମାନେ ମାରିଦେଲେ ,ମୋ ଛୁଆ ଓ ସ୍ୱାମୀ ଙ୍କ ଠାରୁ ଦୂରେଇ ଦେଲେ”।ବନ୍ଧୁଗଣ ଏହା ଏକ ଅତୃପ୍ତ ଆତ୍ମା ର କଥା ଯିଏକି ନିଜ ସାନ ଭଉଣୀ ଭିତରେ ପଶି ଏହିପରି ସବୁ କଥା କହିଛନ୍ତି। ଘଟଣା ଟି ଏକ କାହାଣୀ ପରି ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ ।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।
ବନ୍ଧୁଗଣ ଯଦି ଆମେ ଭଗବାନ ନଦେଖି ବି ବିଶ୍ଵାସ କରୁଛୁ କି ଭଗବାନ ଏ ଦୁନିଆଁ ରେ ଅଛନ୍ତି ବୋଲି ତେବେ ଏହା ମଧ୍ୟ ସତ କୁ ଏହି ଦୁନିଆଁ ରେ ଦେଖାଯାଉ ନଥିବା ଅତୃପ୍ତ ଆତ୍ମା ପ୍ରେତାତ୍ମା ତଥା ନାକାର୍ତ୍ତମକ ଶକ୍ତି ମଧ୍ୟ ରହିଛି ।ତେବେ କେହି କେହି ବ୍ୟକ୍ତି ଏହାକୁ ବିଶ୍ଵାସ କରନ୍ତି ନାହିଁ କି ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ମଧ୍ୟ ଭୁତ ପ୍ରେତ ଅଛନ୍ତି ବୋଲି। ଏହା ମଧ୍ୟ କିଛି ଭୁଲ ନୁହେଁ କିନ୍ତୁ ଆମେ ନିଶ୍ଚିତ ଭାବରେ କହିପାରିବା ନାହିଁ କି ଏହା ନାହିଁ ବୋଲି। କିନ୍ତୁ ଆମେ ଆଜି ଆପଣ ଙ୍କୁ ଯେଉଁ ଭୁତିଆ ଘଟଣା ଟି ବିଷୟରେ ଜଣେଇବାକୁ ଯାଉଛୁ ତାହାକୁ ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିବେ ବି ଭୂତ ପ୍ରେତ ଅଛନ୍ତି।
ତେବେ ଘଟଣା ଟି ହେଉଛି ବାଲେଶ୍ଵର ଜିଲ୍ଲା ର ଖନ୍ତାପଡ଼ା ଅଞ୍ଚଳ ର ଯେଉଁ ଠାରେ କାଲି ଅପରାହ୍ନ ରେ ହଠାତ ଜଣେ କୁନି ଝିଅ ତଥା ୫ ବର୍ଷ ର ଝିଅ ଟି ଘର କୁ ଆସି କାନ୍ଦିବା କୁ ଲାଗିଲା ଆଉ ତାର ମରି ଯାଇଥିବା ବଡ଼ ଭଉଣୀ ର କଣ୍ଠରେ କଥା ହେବାକୁ ଲାଗିଲା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲେ। ତା ପରେ ସେ କହିଲା କି ,”ମୋର ଦୁର୍ଘଟଣା ହୋଇ ନଥିଲା ମୋ ଯା ଓ ଶାଶୂ ଘର ଲୋକେ ମିଶିକି ମୋତେ ମାରିଦେଲେ। ସେମାନେ ମୋ ପାଟିରେ ଲୁଗା ପୁରାଇ ମୋତେ ଇଲେକ୍ଟ୍ରି କରେଣ୍ଟ ଲଗେଇ କି ମାରି ଦେଲେ। ମୋ ଛୁଆ ସେଠି ବହୁତ କଷ୍ଟ ପାଉଛି ତାକୁ ବି ସେମାନେ ମାରିଦେବେ ମୋତେ ମୋ ଛୁଆ ପାଖ କୁ ନେଇ ଚାଲ। ମୋତେ ଏମାନେ ମାରିଦେଲେ ,ମୋ ଛୁଆ ଓ ସ୍ୱାମୀ ଙ୍କ ଠାରୁ ଦୂରେଇ ଦେଲେ”।
ଆଉ ପିଲା ଟିର କଥା କୁ ନେଇ ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି କାରଣ କିଛି ଦିନ ତଳେ ତାଙ୍କର ବଡ଼ ଝିଅ ଝିଲ୍ଲୀ ଙ୍କର ଶଶୁର ଘରେ ମୃତ୍ୟୁ ହୋଇଥିଲା ଆଉ ତାଙ୍କର ଶାଶୂଘର ଲୋକେ ଏହାକୁ ଏକ ଦୁର୍ଘଟଣା ବୋଲି କହିଥିଲେ। କୁନି ଝିଅ ର କହିବା ଅନୁସାରେ ସବୁ କିଛି ସତ୍ୟ ବୋଲି ମନେ କରାଯାଇଛି ଏହାର କିଛି ପ୍ରମାଣ ମଧ୍ୟ ମିଳିଥିବା ପରିବାର ଲୋକେ କହିଛନ୍ତି। ତେବେ ତାଙ୍କ ଝିଅ କୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।