ଶ୍ମଶାନରୁ Live – ଏକାଠି ଜଳୁଛି ପରିବାର ଗୋଟିଏ ଦିନର – ସମାନ ସମୟର ର ବାପା-ମା-ଝିଅ ଙ୍କ ର ଜୁଇ….ଭିଡିଓ ଦେଖିଲେ ଆଖିରୁ ଲୁହ ଆସିଯିବ
ବନ୍ଧୁମାନେ ମୃତ୍ୟୁ ର ବିଭତ୍ସ ରୂପ ଦେଖିଲେ ସବୁବେଳେ ହୃଦୟ କାନ୍ଦି ଉଠେ, ତେବେ ଆଜିର ଏକ ଏମିତି ମୃତ୍ୟୁ ର ଦୃଶ୍ୟ ସୋସିଆଲ ମେଡିଆରେ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆଖିରୁ ଲୁହ ଝରି ଆସୁଛି ।କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ଗାଁ ଏକା ସାଙ୍ଗରେ ଗୋଟିଏ ଜୁଇରେ ଜଳୁଛି ପୁରା ପରିବାର ।
ଅନ୍ୟପଟେ ଆତ୍ମୀୟ ମାନେ ନିଜର ପରିବାର ପ୍ରିୟଜନ ଙ୍କୁ ଶେଷ ଥର ଆଖି ଭରି ଦେଖି ନେବାରେ ଲାଗିଛନ୍ତି ।ତେବେ ହଁ ଦର୍ଶକ ବନ୍ଧୁ ଏମିତି କିଛି ଦୃଶ୍ୟ ଟି ସୋସିଆଲ ମେଡିଆରେ ଦେଖିବାକୁ ମିଳୁଛି ।ତେବେ ସମ୍ପୂର୍ଣ୍ଣ ଘଟଣା କଣ ଆସନ୍ତୁ ନଜର ପକାଇବା ।
ବନ୍ଧୁମାନେ ଆଜିର ସମୟରେ ମଣିଷ ଟଙ୍କା ପଇସା ପାଇଁ କିଛି ବି କରିବାକୁ ପଛାଉ ନାହାନ୍ତି ।ଆଉସେହି ଟଙ୍କା ପଇସା ଚକର ରେ କେତେବେଳେ ଯେ ଜୀବନ ଯାଉଛି ତାହା ବି କହି ହେଉଛି ।ହେଲେ କଣ କରିବ ମଣିଷ ଟିକିଏ ଭଲରେ ରହିବା ପାଇଁ ନିଜର ଲୋଭ କୁ ସଭଳି ପାରୁ ନାହିଁ ଆଉ ଦୌଡ଼ି ଯାଉଛି ସେହି ଟଙ୍କା ପଛରେ।ଆଉ ଏହି ଲୋଭ ର ଶିକାର ହେଇଥିଲେ କୋରାପୁଟ ର ଲିଙ୍ଗରାଜ, ଆଉ ସେହି ଲୋଭ ଆଜି ତାଙ୍କ ପୁରା ପରିବାର କୁ ଉଜାଡ଼ି ଦେଇଛି ।3 ବର୍ଷର ନିରୀହ ଶିଶୁ ସହିତ ସ୍ତ୍ରୀ ଓ ନିଜେ ଲିଙ୍ଗରାଜ ଆଜି ଗୋଟିଏ ଜୁଇରେ ଜଳୁଛନ୍ତି ।
ସୂଚନା ଅନୁଯାୟୀ କୋରାପୁଟ ଲକ୍ଷ୍ମୀପୁର ଦୟାପୁର ଅଞ୍ଚଳରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଯେଉଁ ଘଟଣା ଆଜି ପୁରା ଓଡ଼ିଶାବାସୀ ଆଖିରେ ଲୁହ ଝରେଇ ଦେଇଛି ।ତେବେ ଗାଁ ଲୋକ ଙ୍କ କହିବା ଅନୁଯାୟୀ କୋରାପୁଟ ଲକ୍ଷ୍ମୀପୁର ଦୟାପୁର ରେ ରହୁଥିବା ଲିଙ୍ଗରାଜ ଅଧିକ ଟଙ୍କା ଉପାର୍ଜନ ପାଇଁ କୁଆଡେ କ୍ରିକେଟ ଖେଳ ରେ ବେଟ ଲଗାଉଥିଲା ।ଆଉ ଏହି ବେଟ ଚକର ରେ ଗାଁ ର ଅନେକ ଲୋକ ମାନଙ୍କ ଠାରୁ ଧାର କରଜ କରିଥିଲା ।ହେଲେ ଧୀରେ ତାଙ୍କର କରଜ ବଡିବାରେ ଲାଗିଥିଲେ ଆଉ ଆଜି 3 ବର୍ଷ ର ଛୋଟ ଝିଅ ଓ ସ୍ତ୍ରୀ ସହିତ ଲିଙ୍ଗରାଜ ମୃତ୍ୟୁ ବରଣ କରିଛନ୍ତି ।
ଅନ୍ୟପଟେ ଆତ୍ମୀୟ ସ୍ଵଜନ ଏହି ପରିବାର ର ମୃତ୍ୟୁ କୁ ସହି ପାରିନାହାନ୍ତି କାନ୍ଦି କାନ୍ଦି ଶେଷରେ ସମସ୍ତଙ୍କୁ ଗୋଟିଏ ଚିତାରେ ଶୁଆଇ ଦେଉଛନ୍ତି ।ହେଲେ ଆଶ୍ଚର୍ଯ୍ୟ ର କଥା ହେଉଛି କି ଏ ଯାଏ ଜଣା ପଡି ନାହିଁ କି ଏମିତି ଅଚାନକ କେମିତି ପରିବାର ର ସମସ୍ତଙ୍କ ମୃତ୍ୟୁ ଘଟିଲା ।ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜାଣିବା ପାଇଁ ପୋଲିସ ନିଜ କାମ ରେ ଲାଗିଛନ୍ତି ।ହେଲେ ଏମିତି ଏକ ଚିତ୍ର କୁ ଦେଖିବା ପରେ ସତରେ ଦୁଃଖ ସମ୍ଭାଳି ହେଉନି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।