Daily news update , Real odisha local news

ଏମିତି ବି ଆସେ ମୃତ୍ୟୁ ! CCTV ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ… ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

0 14,047

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ବର୍ଷା ଦିନ ରେ ବିପଦ ସବୁବେଳେ ଆମ ସହ ରହିଥାଏ।କାରଣ ପ୍ରବଳ ବର୍ଷା ର ଭୟ ସହ, ବାହାରେ ଘଡଘଡି ଓ ବିଜୁଳି ତଥା ବର୍ଷା ଯୋଗୁଁ ରାସ୍ତା ରେ ପାଣି ଜମିଯିବା ଆଦି ସମସ୍ୟା ସବୁ ରହିଥାଏ।

ଆଉ ସବୁଠାରୁ ବଡ଼ ସମସ୍ୟା ହୋଇଥାଏ ଯଦି ବର୍ଷା ସମୟ ରେ ଆପଣ ଘରୁ ବାହାର କୁ ଯାଇଥାନ୍ତି ତେବେ ବର୍ଷା ରେ ବଡ଼ ବଡ଼ ଗଛ ଭାଙ୍ଗିବା ର ସମସ୍ୟା ମଧ୍ୟ ରହିଥାଏ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ କହିବେ ଭାଗ୍ୟ ଭଲ ଥିଲା ବୋଲି ବଞ୍ଚିଗଲା।

କଥାରେ ଅଛି “ଯାହାକୁ ରଖିବେ ଅନନ୍ତ ତାକୁ ବା କେ କରିବ ଅନ୍ତ”। ତେବେ ଏହା କହିବାର ଅର୍ଥ ହେଉଛି ଯେତେବେଳେ ପର୍ଯ୍ୟନ୍ତ ଭଗବାନ ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ଚାହିନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ମୃତ୍ୟୁ ର ରାଜା ଜମ ରାଜା ତାଙ୍କୁ କେବେ ହେଲେ ନିଜ ସହ ନେଇପାରିବେ ନାହିଁ । ସାଧାରଣତଃ ଆମେ ବିଶ୍ୱାସ କରିଥାଉ କି ଜଣେ ବ୍ୟକ୍ତି କିପରି ଭାବରେ ନିଜର ଜୀବନ ଯାପନ କରିବେ ସେ ବିଷୟରେ ସେ ନିଜେ ନିଷ୍ପତ୍ତି ନେବେ ମାତ୍ର କେଉଁ ସମୟରେ ଜନ୍ମ ନେବେ ଏବଂ କେଉଁ ସମୟରେ ମୃତ୍ୟୁ ବରଣ କରିବେ ତାହା କାହାଙ୍କ ହାତରେ ନଥାଏ ।

ତେବେ ଠିକ ଏହିପରି ହୋଇଥିଲା ଜଣେ ବ୍ୟକ୍ତି ଙ୍କ ସହ ଯିଏକି ମୃତ୍ୟୁ କୁ ବହୁତ ନିକଟରେ ଦେଖି ନିଜ ଜୀବନ ବଞ୍ଚାଇ ଦେଇଛନ୍ତି। ତେବେ ଭାଇରାଲ ଭିଡ଼ିଓ ଟିରେ ଯାହା ଦେଖା ଯାଇଛି କି ବର୍ଷା ସମୟ ବାହାରେ ବର୍ଷା ହେଉଛି ଆଉ ଏହି ସମୟ ରେ ଜଣେ ବ୍ୟକ୍ତି ରାସ୍ତା ପାଖରେ ଯାଉଥିଲେ। ତେବେ ବର୍ଷା ଅଧିକ ହେବା କାରଣ ରୁ ରାସ୍ତା ର ବିପରୀତ ଦିଗ ରେ ଥିବା ଏକ ବିଶାଳ ଗଛ ଟି ଉପାଡି ପଡୁଛି। ତେବେ ରାସ୍ତା ରେ ଯାଉଥିବା ଏହି ବ୍ୟକ୍ତି ଜଣଙ୍କ ଏହାକୁ ଦେଖିବା ପରେ ଅତ୍ୟନ୍ତ ଚକିତ ହୋଇ ଯାଇଛନ୍ତି।

କିନ୍ତୁ କିଛି ଦୁର୍ଘଟଣା ହେବା ଆଗରୁ ବ୍ୟକ୍ତି ଜଣଙ୍କ ପଛ କୁ ଦୌଡି ପଳେଇ ଆସିଛନ୍ତି ଆଉ କିଛି ସେକେଣ୍ଡ ମଧ୍ୟରେ ସେହି ବିଶାଳ ଗଛ ଟି ଭାଙ୍ଗି ପୁରା ରାସ୍ତା ରେ ପଡି ଯାଉଛି ।ତେବେ ସେହି ବ୍ୟକ୍ତି ଜଣଙ୍କ ଯଦି ସେଠାରୁ ଦୌଡି ପଳେଇ ନ ଆସିଥାନ୍ତେ ତେବେ ସେହି ଗଛ ଟି ତାଙ୍କ ଉପରେ ପଡିବା ଓ ତାଙ୍କର ମୃତ୍ୟୁ ସୁନିଶ୍ଚିତ ଥିଲା। ତେବେ କିନ୍ତୁ ବ୍ୟକ୍ତି ଙ୍କ ଭାଗ୍ୟ ଭଲ ଥିଲା କି ସେ ସେଠାରୁ ପଳେଇ ଗଲେ ଆଉ ତାଙ୍କର ଜୀବନ ବଞ୍ଚିଗଲା। ତେବେ ବର୍ଷା ସମୟ ରେ ଆପଣ ମାନେ ମଧ୍ୟ ବାହାର କୁ ଯାଆନ୍ତୁ ନାହିଁ, ଯଦି ଅତି ଆବଶ୍ୟକ ରହେ ତେବେ ସାବଧାନତାର ସହ ବାହାରକୁ ଯାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.