Daily news update , Real odisha local news

ଡାକ୍ତରଙ୍କୁ ଘାରିଛି ମହିଳାଙ୍କ ପରିଶ୍ରାଘର କାଟିବା ନିଶା ପ୍ରଶବ ସମୟରେ କାଟିଲେ ପରିଶ୍ରା ଦ୍ୱାର……ତାପରେ ସେଠି..

0 175

ବନ୍ଧୁଗଣ ଆମ ସମାଜ ରେ ଡାକ୍ତର ଙ୍କୁ ସମସ୍ତ ବହୁତ ସଂମାନ କରିଥାନ୍ତି ଏମିତି କି ତାଙ୍କୁ ଦ୍ଵିତୀୟ ଭଗବାନ ବୋଲି ମଧ୍ୟ କୁହାଯାଏ। ତେବେ ଭଗବାନ ଯିଏକି ଈଶ୍ୱର ହୋଇଥାନ୍ତି ସେ ଜଣେ ବ୍ୟକ୍ତି କୁ ଜନ୍ମ ଦେଇଥାନ୍ତି କିନ୍ତୁ ଡାକ୍ତର ଦ୍ୱିତୀୟ ଭଗବାନ ହୋଇଥାନ୍ତି ଯିଏକି ଜଣେ ବ୍ୟକ୍ତି ଙ୍କୁ ମୃତ୍ୟୁ ମୁଖ ରୁ ଫେରାଇ ଆଣିଥାନ୍ତି ଏବଂ ଗୋଟିଏ ନୂଆ ଜୀବନ ଦେଇଥାନ୍ତି।ମାତ୍ର ଏହି ଡାକ୍ତର ମାନେ ନିଜର କର୍ତ୍ତବ୍ୟ ଭୁଲିଯାଇ କେବେ କେବେ ଏହିପରି କିଛି କାର୍ଯ୍ୟ କରିଥାନ୍ତି ଯାହା ରୋଗୀ କୁ ବଞ୍ଚେଇବା ପରିବର୍ତେ ତାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥାଏ।

ତେବେ ଏହିଭଳି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ର ଯେଉଁ ଠାରେ ଏକ ପ୍ରାଇଭେଟ ହସ୍ପିଟାଲ ର ଜଣେ ଡାକ୍ତର ଜଣେ ମହିଳା ଙ୍କ ର ପ୍ରସୂତି କରିବା ସମୟ ରେ ତାଙ୍କର ଭୁଲ ଅଷ୍ଟ୍ରପ୍ରଚାର କରି ତାଙ୍କର ଜୀବନ କୁ ନଷ୍ଟ କରି ଦେଇଛନ୍ତି।ତେବେ ଏହାକୁ ନେଇ ବର୍ତ୍ତମାନ ଉକ୍ତ ହସ୍ପିଟାଲରେ ସାମ୍ନା ରେ ଷ୍ଟାଇକ ମଧ୍ୟ ଦେଖିବା କୁ ମିଳିଛି। ତେବେ ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ ଜାଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟ ରେ।

ସୂଚନା ଅନୁସାରେ, କେନ୍ଦ୍ରାପଡା ର ରାଧା ନାମକ ଜଣେ ମହିଳା ଙ୍କ ଡେଲିଭରି ପାଇଁ ତାଙ୍କୁ ନିକଟ ରେ ଥିବା ଏକ ପ୍ରାଇଭେଟ ହସ୍ପିଟାଲ ଯାହାର ନାମ ପପୁଲାର ହସ୍ପିଟାଲ ସେଠାକୁ ନିଆଯାଇ ଥିଲା। ତେବେ ସେଠାରେ ଡାକ୍ତର ତାଙ୍କ ଠାରୁ ଟଙ୍କା ପଇସା ନେଇ ତାଙ୍କର ପ୍ରସୂତି କରିଥିଲେ ମାତ୍ର ପ୍ରସୂତି ନର୍ମାଲ ହେବ ବୋଲି କହି ତାଙ୍କର ଅସ୍ତ୍ରପ୍ରଚାର କରିଥିଲେ। ମାତ୍ର ଅସ୍ତ୍ର ପ୍ରଚାର ତାଙ୍କର ଭୁଲ ଭାବରେ କରିଥିଲେ ଆଉ ମହିଳା ଙ୍କ ର ମଳ ଓ ପରିଶ୍ରା ଦ୍ୱାର କୁ କାଟି ଦେଇଥିଲେ। ଆଉ ଏହା ପରେ ତାଙ୍କୁ ଘରକୁ ପଠାଇ ଦେଇଥିଲେ।

ମାତ୍ର ଘରେ ପହଂଚିବା ପରେ ରାଧା ଙ୍କ ମୂତ୍ର ରେ ମଳ ଆସିଲା ଆଉ ତାଙ୍କୁ ବହୁତ କଷ୍ଟ ଅନୁଭବ ହେଲା। ତେବେ ଏହାକୁ ନେଇ ହସ୍ପିଟାଲ କୁ ପଚାରିବା ରୁ ସେମାନେ ତାଙ୍କୁ ଚିକିତ୍ସା ରେ ରହିବା ପାଇଁ କହିଲେ। ମାତ୍ର ସବୁକିଛି କଲା ପରେ ମଧ୍ୟ ରାଧା ଙ୍କ ର ଦେହ ଠିକ ହେଲା ନାହିଁ। ଆଉ ଯେତେବେଳେ ଅନ୍ୟ ଡାକ୍ତର ଙ୍କୁ ଦେଖା ଗଲା ସେତେବେଳେ ଜଣା ପଡିଲା କି ଡାକ୍ତର ରାଧା ଙ୍କ ର ଭୁଲ ଅସ୍ତ୍ର ପ୍ରଚାର କରିଛନ୍ତି ବୋଲି। ତେବେ ଏହାକୁ ନେଇ ବର୍ତ୍ତମାନ ପରିବାର ଲୋକଙ୍କ ସହ ଅନ୍ୟ ଲୋକେ ପପୁଲାର ହସ୍ପିଟାଲ ଆଗରେ ଷ୍ଟାଇକ କରିଛନ୍ତି। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଯାହାକୁ ସମସ୍ତେ ଖୁହ ନିନ୍ଦା ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.