ଝାଡା ବସିଥିବା ବେଳେ ଲାଟିନ କବୋର୍ଡ ରୁ ବାହାରିଲା ବିଷ ଧର ସାପ…..ଭାଇରାଲ ହେଉଥିବା ଏହି ଭିଡ଼ିଓ କୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ
ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।
ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହେବା ସହ ଭୟଭୀତ ମଧ୍ୟ ହୋଇଯିବେ। ତେବେ ଘଟଣା ଟି କିଛି ଏହିପରି ରହିଛି କି ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆ ରେ ଏକ ଫୋଟ ସେୟାର କରିଛନ୍ତି ଆଉ ଏହାକୁ ଦେଖିଲେ ଆପଣ କେବେବି ବିଶ୍ୱାସ କରି ପାରିବେ ନାହିଁ। ମାତ୍ର ଏହା ସତ୍ୟ ଘଟଣା ରହିଛି, ତେବେ ଆପଣ ମାନେ ନିଜ ଘରକୁ ଭଲ ଭାବରେ ପରିଷ୍କାର କରି ରଖନ୍ତୁ ନଚେତ ଏହିପରି ପରିସ୍ଥିତି ହୋଇପାରେ।
ତେବେ ଘଟଣା ଟି କିଛି ଏହିପରି ରହିଛି କି ଜଣେ ବ୍ୟକ୍ତି ଙ୍କ ଲାଟିନ କୋବର୍ଡ ଭିତରେ ଏକ ବିଶ୍ୱ ଧର ସାପ ଦେଖିବା କୁ ମିଳିଛି ଆଉ ଯାହାର କାମୁଡିବା ଫଳରେ ଜଣେ ବ୍ୟକ୍ତି ଙ୍କୁ ହସ୍ପିଟାଲ ରେ ମଧ୍ୟ ଭର୍ତ୍ତି କରାଯାଇଛି। ତେବେ ଘଟଣା ଟି ଆଶ୍ଚର୍ଯ୍ୟ ଚକିତ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଘଟଣା ଅଟେ ଯାହାର ଭିଡ଼ିଓ ଓ ଫୋଟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ।ତେବେ ଭାଇରାଲ ଫୋଟ ରେ ଦେଖା ଯାଇଛି କି ସେହି ବ୍ୟକ୍ତି ଙ୍କ ର ବାର୍ଥ୍ରୂମ ରେ ଥିବା ଅତ୍ୟାଧୁନିକ ଲାଟିନ ର କୋବର୍ଡ ମଧ୍ୟରେ ଗୋଟିଏ ବିଷ ଧର ସାପ ପଶି ରହିଥିଲା।
ତେବେ ଯେତେବେଳେ ଜଣେ ବ୍ୟକ୍ତି ତାଙ୍କର ଲାଟିନ କୁ ଯାଇଥିଲେ ସେତେବେଳେ ସାପ ଟି ତାଙ୍କୁ ଦଂଶନ କରିଥିଲା।ତେବେ ପରେ ସେହି ଘରର ସ୍ୱାମୀ ସ୍ତ୍ରୀ ଏହାକୁ ଜାଣିବା କୁ ପାଇଥିଲେ। ତେବେ ସେମାନେ ଏହା ଜାଣିବା ପରେ ଏହାର ଫୋଟ ଟି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ବନ୍ଧୁଗଣ ସାପ ବହୁତ ବିଷାକ୍ତ ଓ ଭୟଙ୍କର ଅଟେ, ତେଣୁ ଆପଣ ମାନେ ନିଜ ନିଜର ଘରେ ସବୁକିଛି ଠିକ ଭାବରେ ଦେଖି ରୁହନ୍ତୁ। କିଏ ଜଣେ କେତେ ବେଳେ କୋଉଠି କେଉଁ ଯିବ ଲୁଚି ରହିଛି ବୋଲି। ତେବେ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ଦେଖି ନିଅନ୍ତୁ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।