ମିଳିଲା ସମସ୍ତ ପ୍ରମାଣ ଶେଷରେ… ଗୋପାଳ ଦୋଷୀ ଏବଂ ତାକୁ ଫାଶୀ ଦଣ୍ଡ ମିଳିପାରେ ! ସେ ପୁରା ହୋସରେ ରହି ମନ୍ତ୍ରୀ ନବଦାସଙ୍କୁ ହତ୍ୟା କରିଛି
କୋର୍ଟ ଦେଲା ଆଦେଶ,ନବ ଦାସ ହତ୍ୟାକାରୀ ଗୋପାଳ ଙ୍କୁ ମଳିବ ଫାଶୀ ଦଣ୍ଡ ।ତେବେ ବନ୍ଧୁମାନେ ପୁଣି ଏକ ନୂଆ ମୋଡ଼ ଆସିଲା ଗୋପାଳ କୁ ନେଇ ହତ୍ୟା କରିଥିବା ଦୋଷୀ କୁ ଫାଶୀ ଦଣ୍ଡ ମିଳିବା ଦରକାର ।ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଛନ୍ତି ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରିଥିବା ପୋଲିସ ଏ ଏସ ଆଇ ଗୋପାଳ ଙ୍କୁ ।ଆଉ ମନ୍ତ୍ରୀ ଙ୍କ ହତ୍ୟା ପରେ ଏହି କେଶ ଓ ଗୋପାଳ ଉପରେ ଅନେକ ଇଂଭେସ୍ଟିକେଶନ ହେଇଥିଲା ।ହେଲେ ଏଯାଏ ଏହି କେଶ ର କୌଣସି ଚୂଡାନ୍ତ ନିଷ୍ପତ୍ତି ହେଇ ପାରିନାହିଁ କିନ୍ତୁ ବର୍ତ୍ତମାନ ସୂଚନା ମିଳିଛି କି ଗୋପାଳ କୁ ଫାଶୀ ଦିଆଯିବ ।
ତେବେ ଆଜକୁ ପ୍ରାୟ ମାସେ ତଳେ ମନ୍ତ୍ରୀ ନବ ଦାସ ଙ୍କ ବିଚ ରାସ୍ତାରେ ଉପରେ ପୋଲିସ ଅଧିକାରୀ ଗୋପାଳ ଦାସ ଗୁଳି ମାରି ହତ୍ୟା କରିଥିଲେ ।ଆଉ ଏହାପରେ ଗୋପାଳ କୁ ପୋଲିସ ଗିରଫ କରିଥିଲା ଆଉ ସିବିଆଇ ଦ୍ଵାରା ଅନେକ ଇନଭେସ୍ଟିକେଶନ ହେଇଥିଲା ।ତେବେ ଗୋପାଳ ର ମୁଣ୍ଡ ଦୋଷ ଅଛି ବୋଲି ବି ମଝିରେ ସୂଚନା ମିଳିଥିଲା ଆଉ ଏହା ପରେ ଗୋପାଳ ବିଭିନ୍ନ ପ୍ରକାରର ଟେଷ୍ଟ କରିଥିଲେ ।ଆଉ ବର୍ତ୍ତମାନ ଏହାର ରିପୋର୍ଟ ଦେଇଛନ୍ତି ଡାକ୍ତର ଯେଉଁଥିରେ କୁହାଯାଇଛି କି ଗୋପାଳ ର କୌଣସି ପ୍ରକାର ର ମୁଣ୍ଡ ଦୋଷ ନାହିଁ ।ଆଉ ଏହି ରିପୋର୍ଟ ଆସିବା ପରେ କୋର୍ଟ ଗୋପାଳ କୁ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଛି ।
କୋର୍ଟ ଏବେ ଯାଏ ଗୋପାଳ କେଶ ର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନପାରୁଥିବା ବେଳେ ବର୍ତ୍ତମାନ ଡାକ୍ତର ଗୋପାଳ ର ମୁଣ୍ଡ ଠିକ ଥିବା ରିପୋର୍ଟ ଦେବା ପରେ ତାଙ୍କୁ ଫାଶୀ ଦେବା ଦେବେ କି ଆଉ କଣ ଦଣ୍ଡ ଦେବେ ତାହା କୁହା ଯାଇନାହିଁ ।ହେଲେ ଅନ୍ୟପଟେ ଏହା କୁହାଯାଉଛି କି ହତ୍ୟା କରିବାର ଦଣ୍ଡ ହେଉଛି ଫାଶୀ ତେଣୁ ହୁଏତ ଗୋପାଳ କୁ ଫାଶୀ ଦଣ୍ଡ ଦେବା ପାଇଁ ଆଦେଶ ଦେଇପାରେ ଗୋପାଳ ।ତେବେ ଗୋପାଳ ର କୁ ନେଇ ବର୍ତ୍ତମାନ ଏମିତି ଏକ କଥା ସାମ୍ନାକୁ ଆସିବା ପରେ ପୁଣି ଗୋପାଳ ଚର୍ଚ୍ଚା ରେ ରହିଛନ୍ତି ।
ତେବେ ଜଣେ ଦୋଷୀ କୁ ନିହାତି ଦଣ୍ତ ମିଳିବା ଉଚିତ ନହେଲେ ଅନ୍ୟ କେହି ସେମିତି ଦୋଷ କରିବାକୁ ଆଗେଇ ଆସିବେ ।ତେଣୁ ଖୁବ ଜଲଦି କୋର୍ଟ ଗୋପାଳ କେଶ ଉପରେ ନ୍ୟାୟ କରିବା ସହିତ ତାଙ୍କୁ ଦଣ୍ଡ ବି ଦିଅନ୍ତୁ ।ତେବେ ଦେଖା ଯାଉ ଆଗକୁ ଗୋପାଳ ର କେଶଗ କୋଉ ମୋଡ଼ ନେଉଛି ଓ ତାଙ୍କୁ ସତରେ ଫାଶୀ ମିଳୁଛି କି ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।