Daily news update , Real odisha local news

ମୃତ୍ୟୁ ପୂର୍ବରୁ ପତ୍ନୀଙ୍କ ପାଖକୁ ଆସିଥିଲା ପିଣ୍ଟୁଙ୍କ ଶେଷ କଲ୍… କଣ କହିଥିଲେ ପିଣ୍ଟୁ ନନ୍ଦ, ଦେଖନ୍ତୁ Video

0 2,547

ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ପରେ ଆଜି ତାଙ୍କୁ ସମସ୍ତେ ଝୁରୁଛନ୍ତି, ସେ ଜଣେ ଖାଲି ଭଲ କଳାକାର ନଥିଲେ ଜଣେ ବ୍ୟକ୍ତି ବି ଥିଲେ ।ଆଉ ଆଜିର ତାଙ୍କର ମୃତ୍ୟୁ ହେବା ପରେ ଅନେକ ତାଙ୍କର ଗୁଣଗାନ କରିବାରେ ଲାଗିଛନ୍ତି ।ତେବେ ପିଣ୍ଟୁ ଙ୍କର ମୃତ୍ୟୁ ପୂର୍ବରୁ ସେ ତାଙ୍କ ସ୍ତ୍ରୀ ଙ୍କ ସହିତ ଶେଷ କଲରେ କଥା ହେଇଥିଲେ ।ଆଉ ସେହି କଥାରେ ଯେଉଁ କଥା ସେ ସ୍ତ୍ରୀ ଙ୍କୁ କହିଥିଲେ ତାହାକୁ କହି ଏତେ ସ୍ତ୍ରୀ ଖୁବ କାନ୍ଦିବାରେ ଲାଗିଛନ୍ତି ।ତେବେ ଆସନ୍ତୁ ଶୁଣିବା ପିଣ୍ଟୁ ଙ୍କର ଶେଷ କଲ ରେ କଣ କଣ କହିଥିଲେ ସ୍ତ୍ରୀ ଙ୍କୁ ।

ତେବେ ଆପଣ ମାନେ ସମସ୍ତେ ଓଲିଉଡ ଦୁନିଆରେ ନିଜ ଅଭିନୟ ର ନୂଆ ନୂଆ ରୂପ ଦେଖାଇଥିବା ପିଣ୍ଟୁ ନନ୍ଦ ଙ୍କ ସହିତ ଭେସ ଭଲ ଭାବରେ ପରିଚିତ ।ଆଲବମ, ଠାରୁ ଆରମ୍ଭ କରି କମେଡି ଆଉ ଖଳନାୟକ ପରି ଅନେକ ପ୍ରକାର ଅଭିନୟ ସେ କରିଛନ୍ତି ।ଏହା ବ୍ୟତୀତ ସେ 40 ରୁ ଅଧିକ ଫିଲ୍ମ ରେ କାମ କରିଛନ୍ତି କିନ୍ତୁ ଏହି ଅଭିନୟ ର ଯାତ୍ରା ତାଙ୍କ ପାଇଁ ଖୁବ ଅଳ୍ପ ଦିନର ଥିଲା ।

ଲିଭର ସିରସିସ ରୋଗରେ ପୀଡିତ ହେବା ପରେ ଚିକିତ୍ସିତ ଆବସ୍ତାରେ ତାଙ୍କର ମୃତ୍ୟୁ ଘଟିଛି ।ଆଉ ମାତ୍ର 47 ବର୍ଷ ବୟସ ରେ ତାଙ୍କର ମୃତ୍ୟୁ ହେବା ସମସ୍ତ ଓଲିଉଡ ସିନେମା ପାଇଁ ବହୁତ ବଡ଼ କ୍ଷତି ଅଟେ ।ତେବେ ତାଙ୍କର ମୃତ୍ୟୁ ପରେ ପିଣ୍ଟୁ ଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି ଆଉ ସେହି ଭିତରେ ପିଣ୍ଟୁ ତାଙ୍କ ସ୍ତ୍ରୀ ଙ୍କୁ ଶେଷ ଥର କଣ କହିଥିଲେ ତାହା ବି ଜଣା ପଡ଼ିଛି ।

ସୂଚନା ଅନୁଯାୟୀ ପିଣ୍ଟୁ ନନ୍ଦ ଆଉ ତାଙ୍କ ସ୍ତ୍ରୀ ପୂର୍ବରୁ ଡିଭର୍ସ ନେଇ ସାରିଥିଲେ ଆଉ ଜଣେ ଜଣେ ପିଲାକୁ ସାଙ୍ଗରେ ନେଇ ଅଲଗା ରହୁଥିଲେ ।ହେଲେ ପିଣ୍ଟୁ ଙ୍କ ଦେହ ଖରାପ ହେବା ପରେ ଯେତେବେଳେ ପିଣ୍ଟୁ ଦିଲ୍ଲୀ ଯାଇଥିଲେ ସେତେବେଳେ ସେ ସ୍ତ୍ରୀ ଙ୍କୁ ଫୋନ କରି କଥା ହେଇଥିଲେ ।ଆଉ ସେତେବେଳେ ପିଣ୍ଟୁ କହିଥିଲେ ” ମୁଁ ଜଲଦି ଭଲ ହେଇଯିବି, ଭଲ ହେଇଗଲା ପରେ ତୁମ ପାଖକୁ ଯିବି ଆଉ ଆମେ ସମସ୍ତେ ସାଙ୍ଗରେ ରହିବା” ।ତେବେ ଏମିତି ସବୁ କଥା କହିବା ପରେ ଉଭୟଙ୍କ ଭିତରେ ତିକ୍ତତା କମି ଯାଇଥିଲା ।ହେଲେ କଣ ହେବ କଥା ହେବାର କେଇଟା ଫିନ ଭିତରେ ପିଣ୍ଟୁ ଙ୍କର ମୃତ୍ୟୁ ଘଟିଥିଲା ।

ତେବେ ପିଣ୍ଟୁ ଙ୍କର ମୃତ୍ୟୁ ପରେ ତାଙ୍କୁ ଝୁରି ଝୁରି ସ୍ତ୍ରୀ ଏବେ ଏହି ସବୁ କଥା ଗୁଡିକ କହିବା ସହିତ ଖୁବ ଜୋରରେ କାନ୍ଦିବାରେ ଲାଗିଛନ୍ତି ।ତେବେ ଏହି ଘଟଣା ର ଦୃଶ୍ୟ ଦେଖିଲେ ଖୁବ ଦୁଃଖ ହେଉଥିଲେ କଣ ହେବ ଆଜି ଆଉ ସତରେ ପିଣ୍ଟୁ ନନ୍ଦ ଆମ ଭିତରେ ନାହାଁନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.