ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।
ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ବର୍ତ୍ତମାନ ସବୁଠାରୁ ବଡ଼ ଖବର ରହିଛି କି ଓଲିଉଡ ର ଅଭିନେତ୍ରୀ ରିୟା ଦେ ଙ୍କ ର ବିବାହ ଶେଷ ହୋଇ ଯାଇଛି ଆଉ ସେ ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଛନ୍ତି ଏବଂ ନିଜର ନୂଆ ଜୀବନ ଆରମ୍ଭ କରିବା ପାଇଁ ଯାଉଛନ୍ତି। , ବର୍ତ୍ତମାନ ଭାଇରାଲ ହେଉଛି ରିୟା ଙ୍କର ବିବାହ ର ଭିଡ଼ିଓ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଅଭିନେତ୍ରୀ ରିୟା ଦେ ଙ୍କ ର ତାଙ୍କର ବୟଫ୍ରେଣ୍ଡ ଙ୍କ ସହ ନିର୍ବନ୍ଧ ମଧ୍ୟ ସମାପ୍ତ ହୋଇଛି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ରିୟା ଙ୍କ ର ନିର୍ବନ୍ଧ ର ଫୋଟ ଓ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଥିଲା।
ତେବେ ବର୍ତ୍ତମାନ ତାଙ୍କର ବିବାହ ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି।ତେବେ ଆମେ ସମସ୍ତେ ଜାଣିଛନ୍ତି କି ରିୟା ତାଙ୍କର ଦୀର୍ଘଦିନ ର ପ୍ରେମିକ ସୁନୀଲ ଙ୍କୁ ବିବାହ କରିଛନ୍ତି। ତେବେ କିନ୍ତୁ ସୁନୀଲ କଣ କରନ୍ତି ତାହା ବହୁତ କମ ଲୋକେ ଜାଣିଥିବେ। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଜଣେଇବା ପାଇଁ ଯାଉଛୁ କି ରିୟା ଙ୍କ ର ସ୍ୱାମୀ ସୁନୀଲ କଣ କରନ୍ତି ବୋଲି। ସେ ଅଭିନୟ ଜଗତ ର ହିରୋ ଅଟନ୍ତି ନା ଅନ୍ୟ କେଉଁ କ୍ଷେତ୍ରରେ ସେ କାର୍ଯ୍ୟ କରନ୍ତି ବୋଲି।
ତେବେ ନିଶ୍ଚିତ ଭାବରେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି, ରିୟା ଙ୍କ ସ୍ୱାମୀ ସୁନୀଲ ପ୍ରଫେସନ ରେ ଜଣେ ସଫ୍ଟଓୟାର ଇଞ୍ଜିନିୟର ଅଟନ୍ତି ଏବଂ ତା ସାଂଗ ରେ ସେ ଜଣେ ବ୍ୟବସାୟୀ ମଧ୍ୟ ଅଟନ୍ତି। ତେବେ ବର୍ତ୍ତମାନ ଉଭୟ ରିୟା ଓ ସୁନୀଲ ପରସ୍ପର କୁ ବିବାହ କରି ବେଶ ହସ ଖୁସିରେ ରେ ରହିଛନ୍ତି। ତେବେ ଆମେ ମଧ୍ୟ ଆଶା କରୁଛନ୍ତି କି ଉଭୟ ଙ୍କ ର ବୈବାହିକ ଜୀବନ ବେଶ ଖୁସି ଓ ଆନନ୍ଦ ର ସହ କଟୁ ବୋଲି। ତେବେ ତାଙ୍କର ବିବାହ ର ଫୋଟ ଓ ଭିଡ଼ିଓ ଗୁଡିକ ଖୁବ ଭାଇରାଲ ହେବା ରେ ଲାଗିଛି ବର୍ତ୍ତମାନ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।