Daily news update , Real odisha local news

ଦେଖନ୍ତୁ ଭିଡ଼ିଓ : Live ଭିଜୁଆଲ ! cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

0 6,527

ବିଚ ରାସ୍ତାରେ ବୁଲିଲା ଖଣ୍ଡା, ବଲାଙ୍ଗୀର ରୁ ଆସିଲା ବିଭତ୍ସ ଘଟଣା ର ଦୃଶ୍ୟ ।ତେବେ ବନ୍ଧୁମାନେ ଦିନ କୁ ଦିନ ଦୁନିଆରେ ବଂଚିବା ମୁସ୍କିଲ ହେଇ ପଡୁଛି, ଏବେ ବଂଚିବା ପାଇଁ ହେଲେ ହାତେ ମାପି ଚାଖଣ୍ଡେ ଚାଲିବାକୁ ହେଉଛି ।ତେବେ ନିକଟରେ ସୋସିଆଲ ମେଡିଆରେ ଏକ ସିସିଟିଭି ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁ ଭିଡ଼ିଓରେ ଜଣେ ଲୋକ ଙ୍କୁ କିଛି ଦୁର୍ବୁତ୍ତ ଖଣ୍ଡା ଧରି ଆକ୍ରମଣ କରିବାରେ ଦେଖିବାକୁ ମିଳିଛି ।

ଆଉ ଏହି ପରି ଏକ ଘଟଣା ଦିନ ଦିପହରେ ଘଟୁ ଥିବାର ଦେଖି ଲୋକଙ୍କ ମନରେ ବିରାଟ ଭୟ ସୃଷ୍ଟି ହେଇଚି ।ତେବେ ଯେମିତି କଥାରେ କୁହାଯାଏ “ଝିମିଟି ଖେଳରୁ ମହାଭାରତ”,

ଠିକ ସେହିପରି ଆଜିକାଲି ଛୋଟ ଛୋଟ କଥା ରୁ ମରାମରି ପର୍ଯ୍ୟନ୍ତ କଥା ଚାଲି ଯାଉଛି ।ମଣିଷ ହେଇବି ମଣିଷ କୁ ମାରିବା ପାଇଁ ଟିକେ ବି କୁଣ୍ଠା ଅନୁଭବ କରୁ ନାହିଁ, ତେବେ ନିକଟରେ ମନ୍ତ୍ରୀ ଙ୍କ ହତ୍ୟା କୁ ନେଇ ଯେମିତି ଭୟ ଖେଳି ଯାଇଥିଲା ଝାଡୁସୁଗୁଡା ରେ ।ବର୍ତ୍ତମାନ ଠିକ ସେମିତି ବଲାଙ୍ଗୀର ର ଏକ ବଲାଙ୍ଗୀର ର ଏହି ଘଟଣା ପୁରା ବଲାଙ୍ଗୀର ବାସୀ ଙ୍କୁ ଘରେ ରହିବାକୁ ବାଧ୍ୟ କରିଛି ।ବଲାଙ୍ଗୀର ରେଲୱେ ଷ୍ଟେସନ ନିକଟରେ କଏଦ ହେଇଥିବା ଏହି ଦୃଶ୍ୟ କୁ ଦେଖିଲେ ଆପଣଙ୍କ ଦେହ ବି ଶୀତେଇ ଯିବ ।

ଭିଡ଼ିଓ ରେ ଦେଖିବାକୁ ମିଳିଛି ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ କେହି ଜଣେ ବ୍ୟକ୍ତି ଙ୍କୁ 7 ଜଣ ଦୁର୍ବୁତ୍ତ ଖଣ୍ଡା ଧରି ଆକ୍ରମଣ କରିବାରେ ଲାଗୁଛନ୍ତି ।ତେବେ ପରେ ଜଣା ପଡିଥିଲା କି ପ୍ରେମ ପ୍ରକାଶ ନାୟକ ନାମକ ଜଣେ ବ୍ୟକ୍ତି ଯାହାଙ୍କର ବଲାଙ୍ଗୀର ରେଲୱେ ଷ୍ଟେସନ ନିକଟରେ ଏକ ପାନ ଦୋକାନ ରହିଛି ।ଆଉ ତାଙ୍କୁ ହିଁ 7 ଜଣ ଦୁର୍ବୁତ୍ତ ଆକ୍ରମଣ କରିବାରେ ଆଉ ଏହି ଘଟଣା ର ପୁରା ଦୃଶ୍ୟ ସେଠାରେ ଥିବା ସିସିଟିଭିରେ ରେକର୍ଡ ହେଇଚି ।ଆଉ ବର୍ତ୍ତମାନ ସୋସିଆଲ ମେଡିଆରେ ଏହି ଭିଡ଼ିଓ ଭାଇରଲ ହେବା ପରେ ବଲାଙ୍ଗିର ଲୋକମାନେ ଘରୁ ବାହାରିବାକୁ ଡ଼ରୁଛନ୍ତି ।

ଅନ୍ୟପଟେ ଏହି ଘଟଣା ଦେଖିବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥାନରେ ପୋଲିସ ପହଁଚି ଥିଲା ଆଉ ପ୍ରେମ ପ୍ରକାଶ ନାୟକ ଙ୍କୁ ଉଧାର କରି ତାଙ୍କୁ ଚିକିତ୍ସା ପାଇଁ ପଠେଇ ଥିଲେ ।ଆଉ ଏବେ ପରିସ୍ଥିତି ଖରାପ ଥିବାରୁ ପ୍ରେକ ଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।ଏପଟେ ଭିଡ଼ିଓ ଦେଖି ପୋଲିସ ସେହି ଦୁର୍ବୁତ୍ତ ମାଙ୍କ ଉପରେ କଡା କାର୍ଯ୍ୟକାରୀ କରିବାକୁ ଚେଷ୍ଟା ଜରୁ ରଖିଛି ।ତେବେ ଏହିପରି ଦିନ କୁ ଦିନ ରାସ୍ତା ଉପରେ ଘଟୁଥିବା ଭୟଙ୍କର କାଣ୍ଡ ଫୁଡିକୁ ଦେଖିବା ପରେ ସାଧାରଣ ଲୋକ ଙ୍କ ବଂଚିବା ଅସମ୍ଭାଳ ହେଇ ପଡୁଛି ।ତେଣୁ ଏ ପ୍ରି ଜଲଦି ସରକାର ସଚେତନ ହେବା ଦରକାର ନହେଲେ ସାଧାରଣ ଜନତା ବଞ୍ଚି ପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.