‘ଧନ ତୁମେ ଯେମିତି ମୋ ବିନା ପାଗଳ ହେଇଯାଉଥିଲା ..ଏବେ ମୁଁ ତୁମ ବିନା ପାଗଳ ହେଇଯାଉଛି’Audio ଶୁଣିଲେ କାନ୍ଦି ପକେଇବେ….
“ମୋ ପାଗଳୀ ମୋ ପାଖକୁ ଫେରିଆସ, ତୁମେ ଅନେକ ଥର ମୋତେ ସୁଯୋଗ ଦେଉଛ ଆଉ ଧର ସୁଯୋଗ ଦେଇ ଦେଖ। ତୁମେ ଯାହା କହିବ ତାହା କରିବି ,ଧନ ତୁମ ବିନା ମୁଁ ବଞ୍ଚି ପାରିବି ନାହିଁ ମୋ ପାଖକୁ ଫେରି ଆସ”।ବନ୍ଧୁଗଣ ଏହା ଆମେ କହୁ ନାହାନ୍ତି , ଏହା ହେଉଛି ଜଣେ ଯୁବକ ଓ ଯୁବତୀ ଙ୍କ ମଧ୍ୟରେ ହେଉଥିବା କଥା ବାର୍ତା। ତେବେ ଯୁବକ ଜଣଙ୍କ କାନ୍ଦି କାନ୍ଦି ତାଙ୍କର ପତ୍ନୀ ଙ୍କୁ ଏହିପରି କହୁଥିବା ର ଦେଖିବା କୁ ମିକିଥିଲା। ତେବେ ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।
ତେବେ ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ର ଏହି ଟେକ୍ନୋଲୋଜି ର ଦୁନିଆଁ ରେ ପ୍ରେମ ର ମାନେ ସମ୍ପୂର୍ଣ୍ଣ ବଦଳି ଗଲାଣି। ପୂର୍ବ ଭଳି ବର୍ତ୍ତମାନ ର ଭଲ ପାଇବା ରେ ଯୁବକ ଓ ଯୁବତୀ ଙ୍କ ମଧ୍ୟରେ ସେହି ଭଲ ପାଇବା, ପବିତ୍ରତା ଏବଂ ନିଶ୍ବାର୍ଥପରତା ଦେଖିବା କୁ ମିଳୁ ନାହିଁ। ବର୍ତ୍ତମାନ ର ସମ୍ପର୍କ ଓ ଭଲ ପାଇବା କେବଳ ନିଜ ନିଜର ସ୍ୱାର୍ଥ ଉପରେ ପର୍ଯ୍ୟବେସିତ ରହିଛି। ତେବେ ବର୍ତ୍ତମାନ ଏହିପରି ଏକ ଭଲପାଇବା ବିବାହ ସୁଖ ସଂସାର ଏବଂ ପରେ ଧକ୍କା ତଥା ଅଲଗା ହେବା ର ବ୍ୟଥା ର ଅଡିଓ ଟି ଭାଇରଲ ହେବା ରେ ଲାଗିଛି।
ତେବେ ଅଡିଓ ଟି ରେ ଯାହା ଶୁଣିବା କୁ ମିଳିଛି କି ଜଣେ ଯୁବକ ତାଙ୍କର ପତ୍ନୀ ଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ତାଙ୍କୁ କାନ୍ଦି କାନ୍ଦି ନେହୁରା ହୋଇ କହୁଛନ୍ତି କି, “ଧନ ତୁମ ବିନା ମୁଁ ବଞ୍ଚି ପାରିବି ନାହିଁ, ଦୟାକରି ମୋ ପାଖକୁ ଫେରିଆସ। ତୁମେ ଯାହା କହିବ ମୁଁ ମାନିବି ହେଲେ ତୁମ ଠାରୁ ଅଲଗା ହୋଇ ବଞ୍ଚି ପାରିବି ନାହିଁ। ତେବେ ଏହାର ପ୍ରତି ଉତ୍ତର ରେ ଯୁବତୀ ଜଣଙ୍କ କହିଛନ୍ତି କି ନାହିଁ ତୁମକୁ ମୁଁ ବହୁତ ସୁଯୋଗ ଦେଇ ଦେଲି ଆଉ ମୋତେ ତୁମେ ଅନେକ ଥର ହତ୍ୟା କରିବା କୁ ଚେଷ୍ଟା କରିଛ କିନ୍ତୁ ଆଉ ନୁହେଁ। ଏବେ ମୁଁ ମୋ ସ୍ୱାଧୀନତା ର ସହ ବଂଚିବା କୁ ଚାହେଁ।
ତେବେ ଏହି ଦମ୍ପତି ଙ୍କ ର ପୁଅ ଟିଏ ମଧ୍ୟ ରହିଛି , ଆଉ ଯୁବକ ଜଣଙ୍କ ତାଙ୍କୁ ପାଖରେ ରଖିବା କୁ କହୁଥିବା ବେଳେ ମହିଳା ଜଣଙ୍କ କହିଛନ୍ତି କି ସେ ଆମ ସହ ରହିବ ନାହିଁ ସେ ହଷ୍ଟେଲ ରେ ରହିବ ଏବଂ ମୁଁ ବି ତୁମ ସହ ରହିବାକୁ ଚାଂହୁ ନାହିଁ। ତେବେ ଯୁବତୀ ଙ୍କ ର ଏହି କଥା ଶୁଣି ବହୁତ ଦୁଃଖ ପ୍ରକାଶ କରିଛନ୍ତି ଯୁବକ ଜଣଙ୍କ ଏବଂ ତାଙ୍କୁ ଫେରି ଆସିବା କୁ ନିବେଦନ କରୁଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆ ରେ ତାଙ୍କର ଏହି ଅଡିଓ ଟି ଖୁବ ଭାଇରଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।