Special Tips – ପେଟ କମାଇବା ( Belly Fat ) କମାଇବା ପାଇଁ ପିଅନ୍ତୁ ମାତ୍ର ୧୫ ଦିନରେ ପେଟ, ଜଙ୍ଘର ଚର୍ବି ( Loose Belly Fat ) ଗାଏବ ହୋଇଯିବ Dr. Shubha Subramanian
ବନ୍ଧୁମାନେ ନାରୀ ହୁଅନ୍ତୁ ବା ପୁରୁଷ ବୟସ ବଡିବା ପରେ ପରେ ଆମ ସମସ୍ତଙ୍କର ପେଟର ଆକାର ବଡିବାରେ ଲାଗିଥାଏ ।ଯେଉଁଥି ପାଇଁ ଆପଣ ଯେଉଁ ପ୍ରକାରର ଡ୍ରେସ ପିନ୍ଧିଲେ ବି ଅସୁନ୍ଦର ଦେଖା ଯାଆନ୍ତି ।ତେବେ ଅଧିକାଂଶ ମହିଳା ମାନେ ପ୍ରେଗନେସି ପରେ ମୋଟା ହେବା ସହିତ ପେଟର ଚର୍ବି ବଡ଼ିଥାଏ ଆଉ ସେହି ଚର୍ବି କମିବାର ନାଁ ନେଇ ନଥାଏ ।
ଏସବୁ ବ୍ୟତୀତ ଯଦି ଆପଣ କୌଣସି ଜାଗାରେ ବସି ରହି ଦିନ ତମାମ କାମ କରୁଛନ୍ତି ତେବେ ଧୀରେ ଧୀରେ ଶରୀର ପତଳା ଥିଲେ ବି ପେଟ ବଡ଼ ହେଇଯାଏ ।ଆଉ ଏହି ସମସ୍ୟା ବର୍ତ୍ତମାନ ସମସ୍ତ ଙ୍କ ପାଖରେ ଦେଖିବାକୁ ମିଳୁଛି, ହେଲେ ଆଜି ଆମେ ଏହାର ଗୋଟିଏ ସୁନ୍ଦର ଉପଚାର ବିଷୟରେ ଜଣାଇବୁ ।
ତେବେ ସମସ୍ତେ ପେଟ କମାଇବାକୁ ଚାହୁଁଛନ୍ତି ତେଣୁ ଯୋଗ,ଏକ୍ସାସାଇଜ ଓ ଯିମ ବି ଜଏନ କରୁଛନ୍ତି ।କିନ୍ତୁ ବହୁତ ସମୟରେ ଏସବୁ କରିବା ପାଇଁ ସମୟ ନଥାଏ, ତେବେ ଆଜି ଆମେ ଆପଣଂକୁ ଗୋଟିଏ ଏମିତି ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ବ୍ୟବହାର କରି ମାତ୍ର 7 ଦିନ ଭିତରେ ଚମତ୍କାର ରେଜଲ୍ଟ ପାଇ ପାରିବେ ।ତେବେ ଆସନ୍ତି ଜାଣିବା ଆଜିର ଏହି ସହଜ ଓ ସୁନ୍ଦର ରିମେଡି ବିଷୟରେ ।
ଆବଶ୍ୟକ ସାମଗ୍ରୀ:
-ଧନିଆ
-ପାଣି
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ତେବେ ଆପଣଂକୁ ଆଜିର ରିମେଡି ପାଇଁ ପ୍ରଥମେ କିଛି ଧନିଆ ନେବାକୁ ପଡିବ, ତେବେ ଧନିଆ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ।ତେବେ ଏହି ଧନିଆ କୁ ଅଳ୍ପ ଟିକିଏ ଭାଙ୍ଗି ଦିଅନ୍ତୁ ଆଉ ସେହି ଧନିଆରୁ ଏକ ଚାମୁଚ ଏକ ଗ୍ଲାସ ପାଣିରେ ପକାଇ ରାତିରେ ରଖି ଦିଅନ୍ତୁ ।
-ସକାଳେ ସେହି ଗ୍ଲାସ ପାଣିରୁ ଧନିଆକୁ ଛାଣି ଦିଅନ୍ତୁ ଓ ପାଣିକୁ ରଖନ୍ତୁ ।ତେବେ ସକାଳେ ଖାଲି ପେଟରେ ସେହି ପାଣି କୁ ନୀତିଦିନ ପିଅନ୍ତୁ ।ଯଦି ଏମିତି କରି ପାରୁ ନାହାଁନ୍ତି ତେବେ ଧନିଆ ଗୁଣ୍ଡ ଏକ ଚାମୁଚ ପାଣିରେ ମିଶାଇ ପିଇ ପାରିବେ ।ଯଦି ଆପଣଙ୍କ ର ପେଟ ଅଧିକା ବଡ଼ ହେଇ ଯାଇଚି ତେବେ ଦୁଇ ଟାଇମ ଏହି ପାଣି ପିଇ ପାରିବେ ।ଆଉ ଆପଣ ଅନ୍ୟ କିଛି ରୋଗରେ ପୀଡିତ ଥିଲେ ବି ଏହି ପାଣି ପିଇବା ଦ୍ୱାରା କିଛି ଅସୁବିଧା ହେବ ନାହିଁ ।ତେବେ 7 ଦିନ ବ୍ୟବହାର କଲା ପରେ ଦେଖିବେ ଆପଣଙ୍କ ପେଟର ଆକାର କମି ଯାଇଥିବ ।
ତେବେ ମନେ ରଖନ୍ତୁ ଯଦି ଆପଣ ଧନିଆ ଆପଣ ନୀତିଦିନ ଧନିଆ ଖାଉଛନ୍ତି ତେବେ ଆପଣଙ୍କ ର ଗ୍ୟାସ ପରି ସମସ୍ୟା ଦୂର ହେବା ହଜମ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିଥାଏ ଓ ଶରୀର କୁ ସୁସ୍ଥ ଓ ଏନେର୍ଜେଟିକ କରିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।