Daily news update , Real odisha local news

ପେଟରେ ଅଲସର (ଘା’) କେମିତି ଭଲ ହେବ ? | DR. ANU GANGADHARAN

0 124

ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ଦେଖୁଥିବେ କି ଲୋକଙ୍କ ପାଖରେ ଅନେକ ପ୍ରକାରର ରୋଗ ସବୁ ଦେଖା ଯାଉଛି। ଆଉ ତା ମଧ୍ୟରୁ ପେଟ ରୋଗ ଗୋଟିଏ ପ୍ରମୁଖ ହେଉଛି ପେଟ ରେ ଘା ହେବା ଯାହାକୁ ଆମେ ଅଲସର ବୋଲି ମଧ୍ୟ କହୁଛନ୍ତି। ତେବେ ବର୍ତ୍ତମାନ ପ୍ରାୟ ୮୦ ପ୍ରତିଶତ ଲୋକଙ୍କ ପାଖରେ ଏହି ରୋଗ ଦେଖିବା କୁ ମିଳୁଛି। ତେବେ ଆମେ ଆପଣ ଙ୍କୁ କହି ରଖୁଛନ୍ତି କି ଏହି ରୋଗ ବହୁତ ଭୟଙ୍କର ଅଟେ ଯାହାକି ୧୦୦ ରୁ ମାତ୍ର ୮ କିମ୍ବା ୯ ଜଣ ଲୋକଙ୍କ ପାଖରେ ଦେଖିବା କୁ ମିଳେ।

ତେବେ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଏହି ଅଳସର ରୋଗ ର କାରଣ , ଲକ୍ଷଣ ଏବଂ ନିରାକରଣ ବିଷୟ ରେ ଜଣେଇବା କୁ ଯାଉଛୁ। ତେବେ ଆସନ୍ତୁ ଜାଣିବା ଏହି ଅଲସର ରୋଗ ବା ପେଟ ଘା ରୋଗ ବିଷୟ ରେ ସମ୍ପୂର୍ଣ୍ଣ ସୂଚନା।

ଅଲସର ର କଣ କାରଣ ରହିଥାଏ:-

୧.ପ୍ରଥମତ୍ୱ , ଅଲସର ବା ପେଟ ଘା ରୋଗ ଏକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପିଥାଏ। ଆଉ ଏହି ବ୍ୟାକ୍ଟେରିଆ ଆମ ଶରୀର ରେ ଥରେ ପ୍ରବେଶ କଲେ ଏହା ଆମ ପାକସ୍ଥଳୀ କୁ ନଷ୍ଟ କରି ଦେଇଥାଏ। ଏହି ବ୍ୟାକ୍ଟେରିଆ ଯୋଗୁଁ ପେଟ ଘା ହୋଇଥାଏ।

୨.ଯେତେବେଳେ ଜଣେ ବ୍ୟକ୍ତି ଧୂମ ପାନ କରନ୍ତି କିମ୍ବା ମଦ୍ୟପାନ କରନ୍ତି ସେତେବେଳେ ମଧ୍ୟ ଏହି ଅଲସର ରୋଗ ହୋଇଥାଏ। ଏହା ଛଡା ଅତ୍ୟଧିକ ଚା ବା କଫି ସେବନ କରିବା ଦ୍ୱାରା ମଧ୍ୟ ଅଲସର ରୋଗ ହୋଇଥାଏ।

୩.ଏହି ରୋଗ ହେବା ର ଅନ୍ୟ ଏକ ବଡ଼ କାରଣ ହେଉଛି , ପେନ କ୍ଲିଲର ର ସେବନ। ଆଜିକାଲି ଲୋକେ ଟିକେ କଷ୍ଟ ହେଲେ ପେନ କ୍ଲିଲର ଖାଇ ନେଉଛନ୍ତି, ଯାହାକି ଅଲସର ବା ପେଟ ରୋଗ ର ମୁଖ୍ୟ କାରଣ ଅଟେ।

ରୋଗର ଲକ୍ଷଣ:-

ଜଣେ ବ୍ୟକ୍ତି ଅଲସର ବା ପେଟ ଘା ରୋଗ ରେ ଆକ୍ରାନ୍ତ ହେବା ପରେ ତାର ପେଟ ରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହି ଯନ୍ତ୍ରଣା କେତେ ବେଳେ ଧୀର ହୋଇଥାଏ ତ କେତେ ବେଳେ ଅଧିକ ମାତ୍ର ରେ ହୋଇଥାଏ। ଯଦି ଅଧିକ ଦିନ ପର୍ଯ୍ୟନ୍ତ ଆପଣ ଙ୍କ ର ପେଟ ବ୍ୟଥା ହୋଇଥାଏ ତେବେ ଡାକ୍ତର ଙ୍କୁ ନିଶ୍ଚିତ ଦେଖନ୍ତୁ।

ଚିକିତ୍ସା କଣ ରହିଛି:-

୧.ପ୍ରଥମେ ଏହି ସବୁ ଲକ୍ଷଣ ଦେଖାଯିବା ପରେ ଆପଣ ମାନେ ଡାକ୍ତର ଙ୍କ ସହ ପରାମର୍ଶ କରି ଅଲ୍ଟ୍ରାସାଉଣ୍ଡ କରିନେବା ଆବଶ୍ୟକ। ଏବଂ ଡାକ୍ତର ଙ୍କ କହିବା ଅନୁସାରେ ଔଷଧ ସେବନ କରନ୍ତୁ ମଧ୍ୟ।

୨.ଯଦି ଆପଣ ଅଲସର ରୋଗରେ ଆକ୍ରାନ୍ତ ରହିଛନ୍ତି, ତେବେ ଆବଶ୍ୟକତା ଠାରୁ କମ ଖାଦ୍ୟ ଗ୍ରହଣ କରନ୍ତୁ। ଏହା ସହ ଯେଉଁ ଖାଦ୍ୟ ଆମ ଶରୀର ପ୍ରତି ଲାଭ ଦାୟକ ତାହାକୁ ସେବନ କରନ୍ତୁ।

୩.ଏହି ରୋଗ ର ଚିକିତ୍ସା ଡାକ୍ତର ଙ୍କ ପାଖରେ ହେବା ସହ , ଚା କିମ୍ବା କଫି ସେବନ ଠାରୁ ସମ୍ପୂର୍ଣ୍ଣ ଦୂର ରେ ରୁହନ୍ତୁ। ତେବେ ଏହି ସବୁକୁ ଧ୍ୟାନ ରେ ରଖିଲେ ଏହି ପେଟ ଘା ତଥା ଅଲସର ରୋଗରୁ ଆପଣ ବଞ୍ଚିତ ହୋଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.