DR DIPTIRANJANI BISOYI -ମାତ୍ର 7 ଦିନରେ ଭାତୁଡ଼ି ଜନିତ ସମସ୍ୟା ହୋଇଯିବ ଗାଏବ, ଆଜି ହିଁ କରନ୍ତୁ ଏହି ଘରୋଇ ଉପାୟ 100% ଗ୍ୟାରେଣ୍ଟି…
ବର୍ତ୍ତମାନ ସମୟରେ ସମସ୍ତେ ନିଜ ସୁନ୍ଦରତା କୁ ନେଇ ବହୁତ କିଛି କରିବାରେ ଲାଗିଛନ୍ତି, ଅନେକ ସମୟରେ ବହୁତ ଅର୍ଥ ବି ଖର୍ଚ୍ଚ କରୁଛନ୍ତି ନିଜ ସୌନ୍ଦର୍ଯ୍ୟ କୁ ବଡାଇବା ପାଇଁ ।ତେବେ ବେଳେ ବେଳେ ବୟସ ବଡିବା କାରଣରୁ ବା ଅନ୍ୟ କିଛି କାରଣ ପ ଫେସରେ ଓ ଶରୀରରେ ଭିନ୍ନ ଭିନ୍ନ ଜାଗାରେ ନାଲି ଓ କଳା ରଙ୍ଗର କିଛି ବାହାରିଥାଏ ।
ଆଉ ଏହାକୁ ଭାତୁଡି କୁହାଯାଏ, ଏହି ଭାତୁଡି ପାଇଁ ଆପଣଙ୍କ ଫେସ ଅସୁନ୍ଦର ଦେଖାଯାଏ ।ତେବେ ଏହି ଭାତୁଡି କୁ ଭଲ କରିବାର ସେମିତି କିଛି ଉପାୟ ନଥାଏ, ହେଲେ ଆଜି ଆପଣଂକୁ ଆମେ ଏମିତି କିଛି ଉପାୟ ବିଷୟରେ ଯାହାର ବ୍ୟବହାର ର 7 ଦିନ ଭିତରେ ଭାତୁଡି ଭଲ ହେଇଯାଏ ।
ଭାତୁଡି ଭିନ୍ନ ଭିନ୍ନ ରଙ୍ଗର ହେବା ସହିତ ଶରୀରର ବିଭିନ୍ନ ଅଙ୍ଗ ରେ ଦେଖା ଯାଇ ଥାଏ, ଆଉ ବୟସ ଯେତେ ଯେତେ ବଡ଼ିଥାଏ ଏହି ଭାତୁଡି ବି ବହୁତ ମାତ୍ରାରେ ଶରୀରରେ ଦେଖାଯାଏ ।ତେବେ ପ୍ରଥମେ ପ୍ରଥମେ ତ ଭାତୁଡି କଳା କଳା ବିନ୍ଦୁ ପରି ଦେଖାଯାଏ ଆଉ ପରେ ଏହା ଧୀରେ ଧୀରେ ବଡିବାରେ ଲାଗିଥାଏ ।ଯେତେବେଳେ ଏହି ଭାତୁଡି ରେ ସୂର୍ଯ୍ୟ କିରଣ ପଡିଥାଏ ସେତେବେଳେ ଏହାର ଆକାର ଆହୁରି ବଡ଼ିଥାଏ ଓ ଏଥିରେ ଘା ହେଇଥାଏ ।ଆଉ ଏମିତି ଭାତୁଡି କୁ ଅଣଦେଖା କଲେ ପରେ ପରିସ୍ଥିତି ଖୁବ ଖରାପ ହେଇଯାଏ ।
ତେବେ ଭାତୁଡି ଫେସରେ ବାହାରିଥିଲେ ତାହା ଫେସକୁ ଖୁବ ଅସୁନ୍ଦର କରିଥାଏ ତେବେ ମନର ରଖିବେ ଏଥିରେ କୌଣସି କ୍ରିମ ବ୍ୟବହାର କରିବେ ନାହିଁ ।ହେଲେ ଏହାର ଚିକିତ୍ସା କେମିତି କରିବେ ଆଉ କଣ କଲେ ଭାତୁଡି ବି ଭଲ ହେବ ଆଉ ଆପଣଙ୍କ ସୁନ୍ଦରତା ଉପରେ କିଛି ଫରକ ପଡିବ ନାହିଁ ।ତେବେ ଆସନ୍ତୁ ଭାତୁଡି ର ଚିକିତ୍ସା ବିଷୟରେ କିଛି ଉପାୟ ଜାଣିବା ।
ଭାତୁଡି ର ଚିକିତ୍ସା:-
-ଭାତୁଡି ର ଚିକିତ୍ସା କରିବା ପାଇଁ ଆପଣ ବିନା ପରାମର୍ଶ ରେ କିଛିବି ମେଡିସିନ ର ବ୍ୟବହାର କରନ୍ତୁ ନାହିଁ ଓ ଭାତୁଡି କୁ ସୁତାରେ ବାନ୍ଧି କଟିବକୁ ଚେଷ୍ଟା କରଣରୁ ନାହିଁ ।ଆଉ ଭାତୁଡି କୁ ଏମିତି ଛାଡି ଦେଲେ ତାହା ପରବର୍ତ୍ତୀ ସମୟରେ କ୍ୟାନ୍ସର ର ରୂପ ନେଇ ଥାଏ ତେଣୁ ଏହାର ଚିକିତ୍ସା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ।
-ତେବେ ମନେ ରଖନ୍ତୁ ଯେତେବେଳେ ବି ଆପଣ ଙ୍କ ଶରୀର ରେ ଭାତୁଡି ବାହାରୁଚି ଆଉ ତାହା ସହଜରେ ଭଲ ହେଉ ନାହିଁ ସେତେବେଳେ ଆପଣ ଡାକ୍ତର ଙ୍କ ପରାମର୍ଶ ନେଇ ମେଡିସିନ ବ୍ୟବହାର କରନ୍ତୁ ।ଆଉ ଏମିତି କିଛି ନିଜ ଇଚ୍ଛା ରେ ଲଗାଇବେ ନାହିଁ ଯାହା ଭାତୁଡି ଖରାପ କରି ସେଥିରେ ଇନଫେକ୍ଷ୍ନ ସୃଷ୍ଟି କରିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।