ସାରା “India” ଦେଖୁଛି ସ୍ଟେଜ ଉପରେ ନୃତ୍ୟ ଶିଳ୍ପୀଙ୍କ ସହ ତାଳରେ ତାଲା ମିଶେଇ ନାଚିଲେ ମହାମହିମ Draupadi Murmu…ମାତ୍ର 4 ଘଣ୍ଟାରେ 365k ରୁ ଅଧିକ ଲୋକ ଦେଖି ସାରିଲେଣି….
ଷ୍ଟେଜ ଉପରେ ରାଷ୍ଟ୍ରପତି ଙ୍କର ନିଆରା ଡ୍ୟାନ୍ସ, ଯାହାକୁ ଦେଖି ପ୍ରଶଂସା ର ସୁଅ ଛୁଟିଲା ରାଷ୍ଟ୍ରପତି ଙ୍କ ପାଖକୁ ।ତେବେ ବନ୍ଧୁମାନେ ଆପଣ ମାନେ ଜାଣିଛନ୍ତି କି ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେଉଛନ୍ତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ।
ରାଷ୍ଟ୍ରପତି ହେବାର ଖୁବ ଅଳ୍ପ ଦିନ ଭିତରେ ଦ୍ରୌପଦୀ ମୁର୍ମୁ ଏମିତି ସବୁ କାମ କରିଛନ୍ତି ଯାହା ଦେଖି ଲୋକମାନେ ପ୍ରଶଂସା କରିବାରେ ଲାଗୁଛନ୍ତି ।ତେବେ ନିକଟରେ ରାଷ୍ଟ୍ରପତି ଙ୍କୁ ଜଣେ ସାଧାରଣ ବ୍ୟକ୍ତି ପରି ଡ୍ୟାନ୍ସ କରିବାର ଦେଖିବାକୁ ମିଳିଛି ସେ ପୁଣି କିଛି ଡ୍ୟାନ୍ସ ର ମାନଙ୍କ ସହିତ ।ଯେଉଁ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ।
ତେବେ ରାଷ୍ଟ୍ରପତି ପଦ କୋଉ ସାଧାରଣ ପଦ ନୁହେଁ, ଏହା ଦେଶର ପ୍ରଥମ ନାଗରିକ ର ପଦବୀ ।ଆଉ ସାଧାରଣ ଭାବରେ କେହି ବ୍ୟକ୍ତି କୋଉ ଉଚ୍ଚ ପଦରେ ରହିବା ପରେ ତାଙ୍କ ପାଖରେ ଗର୍ବ ଅହଂକାର ଭାବ ଦେଖିବାକୁ ମିଳିଥାଏ ।ହେଲେ ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସବୁ ଗୁଣ କୁ ପରିତ୍ୟାଗ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।ବହୁତ ସମୟରେ ତାଙ୍କର ଉଦାରତା ଓ ମହାନତା ର ଛବି ଦେଖିବାକୁ ମିଳିଥାଏ ।ତେବେ ନିକଟରେ ସେ ଏକ ଷ୍ଟେଜ ରେ କିଛି ଫୋକ ଡ୍ୟାନ୍ସର ମାନଙ୍କ ସହିତ ଏମିତି ତାଳ ମିଳାଇ ନାଚିବାରେ ଲାଗିଛନ୍ତି ଯାହା ଦେଖିଲେ ହୁଏ ସହଜରେ ବିଶ୍ୱାସ କରିବା ମୁସ୍କିଲ ହେବ ।
ଦର୍ଶକ ବନ୍ଧୁ ଆପଣ ମାନେ ଦେଖି ପାରୁଥିବେ ଭିଡ଼ିଓ ଟିରେ କେମିତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୌଣସି ଏକ ଷ୍ଟେଜ ରେ ଫୋକ ଡ୍ୟାନ୍ସ ର ଆୟୋଜନ ହେଉଛି ।ଆଉ ସେହି ଡ୍ୟାନ୍ସର ମାନଙ୍କ ମଝିରେ ରାଷ୍ଟ୍ରପତି ଅଛନ୍ତି ଓ ଡ୍ୟାନ୍ସର ମାନଙ୍କ ନାଚ ତାଳରେ ସେ ବି ଝୁମିବାରେ ଲାଗିଛନ୍ତି ।ତାଙ୍କର ଡ୍ୟାନ୍ସ ଦେଖି ଟିକିଏ ବି ସନ୍ଦେହ ହେଉ ନାହିଁ କି ସେ ହିଁ ଜଣେ ଭଲ ଡ୍ୟାନ୍ସର ଅଟନ୍ତି ।ତେବେ ରାଷ୍ଟ୍ରପତି ଙ୍କର ଏମିତି ସାଧାରଣ ଡ୍ୟାନ୍ସର ମାନଙ୍କ ସହିତ ଡ୍ୟାନ୍ସ କରିବାକୁ ଦେଖି ଦର୍ଶକ ପୁରା ଆତ୍ମ ବିଭୋର ହେଇ ଉଠୁଛନ୍ତି ଓ ତାଙ୍କର ଏହି ଗୁଣ କୁ ଖୁବ ସମ୍ମାନ କରିଛନ୍ତି ।
ତେବେ କଥାରେ କୁହାଯାଏ କି ମାଟିର ମଣିଷ ଯେମିତି ମାଟିର ମହତ ବୁଝିବାରେ ଠିକ ସେମିତିକା ମଣିଷ ଟିଏ ହେଉଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।ଯାହାଙ୍କର କୌଣସି ରାଗ, ଅଭିମାନ, ଇର୍ଷା ଓ ଅହଂକାର ନାହିଁ, ସାଧାରଣ ମଣିଷ ପରି ଜୀବନଯାପନ କରିବା ସହିତ ତାଙ୍କର ଛୋଟ ଛୋଟ ପଦକ୍ଷେପ ଖୁବ ପ୍ରେରଣାଦାୟୀ ଅଟେ ।ତେବେ ରାଷ୍ଟ୍ରପତି ଙ୍କର ଏମିତି ଡ୍ୟାନ୍ସ କରିବା ବର୍ତ୍ତମାନ ସମସ୍ତ ଫୋକ ଡ୍ୟାନ୍ସର ଙ୍କୁ ଖୁବ ପ୍ରେରଣା ଦେବ ।ତେବେ ଆପଣଂକୁ ରାଷ୍ଟ୍ରପତି ଙ୍କ ଏହି ଡ୍ୟାନ୍ସ ଦେଖି କେମିତି ଲାଗୁଛି ମତାମତ ନିଶ୍ଚିତ ଦେବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।