ପୁଣି ଓଡ଼ିଶାରେ ଲଜ୍ୟା ! ଏକୁଟିଆ ଛାତ୍ରୀ ଙ୍କୁ ଦେଖି ଗାଁପ କିଛି ଟୋକା କଲେ କିଛି ଏହିପରି ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ବର୍ତ୍ତମାନ ର ଏହି ସମାଜର ମାନବିକତା କୁଆଡେ ଉଭେଇ ଗଲାଣି ଆଉ ବର୍ତ୍ତମାନ କେବଳ ଦେଖାଯାଉଛି , ଅମାନବୀକତା , ଆସଭ୍ୟତା ର କରାଳ ଦୃଶ୍ୟ।ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ରାଇମ , ଗୁଣ୍ଡାଗ୍ରଦି , ଅନ୍ୟାୟ ଅତ୍ୟାଚାର , ଚୋରି , ଆଶୀଳତା ଦେଖିବା କୁ ମିଳିଛି।
ତେବେ ଲୋକମାନେ ବର୍ତ୍ତମାନ ଏହିପରି ହୋଇଗଲେଣି ଯେ, ଏମାନଙ୍କ ପାଇଁ ଝିଅ ବୋହୁ ମାନେ ଘରୁ ବାହାର କୁ ପାଦ ଦେବା ବି କଷ୍ଟ କର ହୋଇଗଲାଣି। ତେବେ ବର୍ତ୍ତମାନ ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଏହି ଯୁବକ ସମାଜ ଙ୍କୁ ନିନ୍ଦା କରିବେ।
ତେବେ ଘଟଣା ଟି କିଛି ଏହିପରି ରହିଛି କି , ଦୁଇ ଜଣ କଲେଜ ଛାତ୍ରୀ ଯେଉଁ ମାନେ କି ୟୁନିଫର୍ମ ରେ ଅଛନ୍ତି ତାଙ୍କୁ ଯାଉଥିବା ସମୟ ରେ ଏକ ନିଛାଟିଆ ସ୍ଥାନ ଦେଖି ପ୍ରାୟ ସାତ ରୁ ଆଠ ଜଣ ଅସାମାଜିକ ଯୁବକ ଘେରି ଯାଇଥିଲେ ଆଉ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ। ତେବେ ଖାଲି ଏତିକି ନୁହେଁ ବରଂ ଏହାର ଭିଡ଼ିଓ ବନାଇ ସେମାନେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଏବଂ ତାଙ୍କୁ ଟଙ୍କା ବି ମାଗିଥିଲେ। ତେବେ ଆସନ୍ତୁ ଜାଣିବା ଭାଇରାଲ ଭିଡ଼ିଓ ଟି ବିଷୟ ରେ।
ତେବେ ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି କି , ଦୁଇ ଜଣେ ଜଲେଜ ଛାତ୍ରୀ ଙ୍କୁ ପ୍ରାୟ ୭ ରୁ ୮ ଜଣ ଯୁବକ ଘେରି ପକେଇଛନ୍ତି। ଆଉ ତାଙ୍କୁ ବହୁତ ଅଶୀଳ ଭାଷା ରେ ଗାଳି ଗୁଲଜ କରୁଛନ୍ତି ଖାଲି ଏତିକି ନୁହେଁ ବରଂ ତାଙ୍କର ମୋବାଇଲ ଛଡେଇ ନେଇଛନ୍ତି। ଆଉ ଏହା ସାଙ୍ଗ ରେ ତାଙ୍କ ବ୍ୟାଗ ରେ ଥିବା ଅନ୍ୟାନ୍ୟ ଜିନିଷ ପତ୍ର କୁ ମଧ୍ୟ ବାହାର କରି ନେଇଛନ୍ତି ଆଉ ତାଙ୍କୁ ଅନେକ ପ୍ରକାରର ନିର୍ଯ୍ୟାତନା ଦେଉଛନ୍ତି। ତେବେ ଛାତ୍ରୀ ଦୁଇ ଜଣ ତାଙ୍କୁ କାକୁତି ମିନତୀ କରିବା ପରେ ମଧ୍ୟ ସେମାନେ କିଛି ଶୁଣୁ ନାହାନ୍ତି ବରଂ ତାଙ୍କ ସହ ସେହିପରି ଖରାପ ବ୍ୟବହାର କରୁଛନ୍ତି।
ତେବେ ଛାତ୍ରୀ ଦୁଇ ଜଣ ସେହି ଅସାମାଜିକ ବ୍ୟକ୍ତି ମାନଙ୍କ ର ଗୋଡ଼ ଧରି ତାଙ୍କୁ ଛାଡି ଦେବାକୁ ଅନୁରୋଧ କରୁଥିବା ବେଳେ ସେମାନେ ତାଙ୍କୁ ୫ ହଜାର ଟଙ୍କା ମାଗିଛନ୍ତି। ତେବେ ଏତିକି ହଇରାଣ କରିବା ପରେ ମଧ୍ୟ ତାଙ୍କର ମନ ଶାନ୍ତି ହୋଇ ନଥିଲା ଯେ, ସେମାନେ ତାଙ୍କର ଭିଡ଼ିଓ ବନାଇ ତାହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ତେବେ ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଏହିପରି ଅନେକ ଘଟଣା ସବୁ ବର୍ତ୍ତମାନ ଦେଖିବାକୁ ମିଳୁଛି ଏହା ଠାରୁ ଅଧିକ ଲଜ୍ୟା ଜନକ ଘଟଣା ଆମ ପାଇଁ ଆଉ କିଛି ବି ହୋଇ ନପାରେ। ଏମାନ ଙ୍କୁ ଉଚିତ ଦଣ୍ଡ ମିଳିବା ନିହାତି ଆବଶ୍ୟକ ରହିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।