ବନ୍ଧୁମାନେ ଆମ ଶରୀର ଆମ ସମସ୍ତଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ, ଆଉ ଶରୀରର ଚର୍ମ ଶରୀରକୁ ବାହାରୁ ସୁରକ୍ଷିତ ରଖିବାରେ ବହୁତ ବଡ଼ ଭୂମିକା ନିଭେଇ ଥାଏ ।ତେବେ ଅନେକ ସମୟରେ ଆମର ଚର୍ମ ମଧ୍ୟ ଇନଫେକ୍ଷ୍ନ ହେଇଥାଏ ଯେଉଁଥି ପାଇଁ ଆମକୁ ଅନେକ ପ୍ରକାର ଚର୍ମ ରୋଗର ଶିକାର ହେବାକୁ ପଡିଥାଏ ।
ତେବେ ଅନ୍ୟ ସବୁ ରୋଗ ଗୁଡିକ ଠାରୁ ଚର୍ମ ରୋଗ କୁ ଭଲ କରିବା ଖୁବ ମୁସ୍କିଲ ଅଟେ, ଅନେକ ପ୍ରକାରର ମେଡିସିନ ଖାଇଲେ କି ଚର୍ମ ରୋଗ ୟଃଲେ ହେଇ ପୁଣି ବାହାରିଥାଏ ।ତେବେ ରହି ଚର୍ମ ରୋଗକୁ ମୂଳରୁ ଶେଷ କରିବାକୁ ହେଲେ ଆପଣଂକୁ କିଛି ଘରୋଇ ଉପଚାର ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ ।
ଚର୍ମ ରୋଗ ର କାରଣ:-
-ତେବେ ପ୍ରଦୂଷିତ ଦୂଷିତ ପାଣି, ବାୟୁ ଆଦି ସଂସ୍ପର୍ଶରେ ଆସିବା ଦ୍ଵାରା ଚର୍ମ ଇନଫେକ୍ଷ୍ନ ହେଇଥାଏ । ଆଉ ସେତେବେଳେ ଶରୀର ରେ ନାଲି ନାଲି ରାସେସ ଦେଖାଯାଇ କୁଣ୍ଡେଇ ହେଇ ବିଭିନ୍ନ ପ୍ରକାରର ଚର୍ମ ରୋଗର ଆରମ୍ଭ ହେଇଥାଏ ।ଏହାଛଡା ଆପଣ ଅଧିକ କେମିକାଲ ଯୁକ୍ତ ଦ୍ରବ୍ୟର ବ୍ୟବହାର କରୁଥିଲେ ଚର୍ମ ରୋଗ ହେଇଥାଏ ।
ଚର୍ମ ରୋଗର ଲକ୍ଷଣ:-
-ତେବେ ଯେତେବେଳେ ଚର୍ମ କୁଣ୍ଡେଇ ହେଇ ନାଲି ନାଲି ଦେଖା ଯାଉଥିଲେ ତାହା ଚତ୍ମ ରୋଗର ପ୍ରଥମ ଲକ୍ଷଣ ଅଟେ ।
-ଏହାପରେ ଗୁଣ୍ଡ ଗୁଣ୍ଡ ବାହାରିବା ସହିତ ସେଥିରୁ ପାଉ ନିର୍ଗତ ହେଉଥିଲେ ତାହା ମଧ୍ୟ ଏକ ପ୍ରକାର ଚର୍ମ ରୋଗ ଲକ୍ଷଣ ଅଟେ ।ତେବେ ବିଶେଷ କରି ଗୁପାଙ୍ଗରେ ଅଧିକ ଚର୍ମ ରୋଗ ଦେଖା ଯାଇଥାଏ ତେଣୁ ଏପ୍ରତି ସାବଧାନ ହେବା ଉଚିତ ।
ଚର୍ମ ରୋଗର ଚିକିତ୍ସା:-
-ତେବେ ଯଦି ଆପଣ କୋଣସୀ ଚର୍ମ ରୋଗ ରେ ପୀଡିତ ଅଛନ୍ତି ସେତେବେଳେ କୌଣସି ପ୍ରକାର ଏଲୋପାତି ମେଡିସିନ ବ୍ୟବହାର କରନ୍ତୁ ନାହିଁ ।
-ଏହାଛଡା ଆପଣ ଚର୍ମ ଯେଉଁ ଜାଗାରେ ହେଇଥିବ ସେହି ଜାଗାରେ କୋଣସୀ ପ୍ରକାର ସାବୁନ ର ବ୍ୟବହାର କରନ୍ତୁ ନାହିଁ ।
-ପ୍ରାଥମିକ ସ୍ତରରେ ଆପଣ ନଡ଼ିଆ ଦେଶୀ ତେଲ ବ୍ୟବହାର କରି ପାରିବେ ଚର୍ମ ରୋଗରେ ।
-ଏହାଛଡା ଚର୍ମ ରୋଗ ଭଲ କରିବା ପାଇଁ ଯେଉଁ ଗାଈର ପିଲା ଜନ୍ମ ହେଇ ନଥିବ ସେହଜ ଗାଈର ପରିସ୍ରା କୁ ଆଣି ବୋତଲ ରେ ପୁରେଇ ରଖନ୍ତୁ ଆଉ ତାହାକୁ ଇନଫେକ୍ଷ୍ନ ଜାଗାରେ ଲଗାନ୍ତୁ ।ତେବେ ଗୋଟିଏ ଘଂଟା ସେହି ଗୋମୂତ୍ର ଲଗାଇବା ପରେ ସେହି ଜାଗାକୁ ଧୋଇ ଦିଅନ୍ତୁ ।
-ଝାଡ଼ା କ୍ଲିଅର ନହେଲେ ବି ଚର୍ମ ରୋଗ ହେଇଥାଏ, ତେଣୁ ଆପଣ ନୀତିଦିନ ସକାଳୁ ଉଠିବା ପରେ ଗୋଟିଏ ଲିଟର ପାଣି ପିଅନ୍ତୁ ଏମିତି କଲର ଆପଣଙ୍କ ଶରୀରରୁ ସବୁ ଅପରିଷ୍କାର ବହାରିଯାଏ ।ଆଉ ଚତ୍ମ ତୋଗ ହେବାର ଚାନ୍ସ କମିଯାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।