ହେ ଭଗବାନ ! ପ୍ରଥମ ଥର ଓଡ଼ିଶାର NO 1 vlogger Rupa ଙ୍କ ଆଖିରେ ଲୁହ “ରଙ୍ଗ ଭିଜିଗଲା ଆଖି ଲୁହରେ” ହଠାତ କଣ ହେଲା ରୂପା ( Rupa ) ଙ୍କର… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।ତେବେ ଏହି ଯୋଡ଼ି ଙ୍କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।
ତେବେ ଏହି ଯୋଡ଼ି ଙ୍କ ଭିଡ଼ିଓ ମାଧ୍ୟମ ରେ ଲୋକ ଙ୍କୁ ଖୁବ ସୁନ୍ଦର ସୁନ୍ଦର ଆଲବମ ମଧ୍ୟ ଦେଇଥାନ୍ତି।ତେବେ ବର୍ତ୍ତମାନ ପୁଣି ଥରେ ହୋଲି ସ୍ପେସିଆଲ ରେ ପିଣ୍ଟୁ ଭାଇ ଙ୍କ ର ଏକ ନୂଆ ଭିଡ଼ିଓ କୁ ନେଇ ଖୁବ ଚର୍ଚ୍ଚା ଚାଲିଛି ।
ତେବେ ତାଙ୍କର ଏହି ଭିଡ଼ିଓ ଟିକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ନିଶ୍ଚିତ ଏବଂ ଭାବ ବିହ୍ୱଳ ହୋଇ ଆପଣ ଙ୍କ ଆଖିରେ ଲୁହ ଆସିଯିବ ମଧ୍ୟ। ତେବେ ଭିଡ଼ିଓ ଟି ରେ ଦେଖା ଯାଇଛି କି ହୋଲି ରେ ରଙ୍ଗ ମାରିବା ପାଇଁ ପିଣ୍ଟୁ ଭାଇ ଙ୍କୁ ସବୁ ଲୋକ ତଥା ସାଙ୍ଗ ସାଥି ମାନେ ଆସୁଛନ୍ତି ଆଉ ପିଣ୍ଟୁ ଭାଇ କିନ୍ତୁ ଲୁଚିକି ଛାତ ଉପର କୁ ପଳେଇ ଯାଇଛନ୍ତି। ତେବେ କିନ୍ତୁ ସମସ୍ତେ ତାଙ୍କୁ ଖୋଜି ନେଇଛନ୍ତି ଆଉ ଧୂମ ରଙ୍ଗ ମାରିଛନ୍ତି ତାଙ୍କୁ ।ଏପଟେ ରୁପା ଓ ପିଣ୍ଟୁ ଙ୍କ ମା ମାଛ ଭଜା କରିଛନ୍ତି ହୋଲି ରେ ଖାଇବା ପାଇଁ।
ତେବେ ଏହା ପରେ ଦେଖା ଯାଇଛି କି ରୁପା ଭାଉଜ ହାତ ରେ ରଙ୍ଗ ନେଇ ସବୁ ଗୁରୁଜନ ମାନଙ୍କ ପାଦ ରେ ଦେଇଛନ୍ତି ଆଉ ସମସ୍ତ ଙ୍କୁ ହୋଲି ର ସୁବେଛା ଓ ଶୁଭ କାମନା ମଧ୍ୟ ଦେଇଛନ୍ତି। ତେବେ ଯେତେବେଳେ ସେ ତାଙ୍କର ଜେଜେ ଙ୍କୁ ପାଦ ରେ ରଙ୍ଗ ଦେଇ ତାଙ୍କୁ ପ୍ରଣାମ କରିଛନ୍ତି ଆଉ ଖୁସି ରେ ଗାଲ ରେ ଟିକେ ରଙ୍ଗ ଲଗାଇ ଦେଇଛନ୍ତି ସେତେବେଳେ ଜେଜେ ବହୁତ ଭାବ ବିହ୍ୱଳ ହୋଇ ଯାଇଛନ୍ତି ଏବଂ ସେ କାନ୍ଦି ପକେଇଛନ୍ତି।ତେବେ ଏହି ସିନ ଟିକୁ ଦେଖିଲେ ଆପଣ ମଧ୍ୟ ଭାବ ବିହ୍ୱଳ ହୋଇଯିବେ ।
ତେବେ ଏହାପରେ ଭିଡ଼ିଓ ରେ ଆପଣ ଚୁଲବୁଲି ଖୁସି ମା ଙ୍କୁ ଦେଖିବେ ଯିଏକି ରଙ୍ଗ ର ଭାରି ମଜା ନେଉଛନ୍ତି ଏବଂ ସମସ୍ତ ଙ୍କୁ ରଙ୍ଗ ଲଗାଇ ଦେଉଛନ୍ତି। ଏପଟେ ରାନୁ ଙ୍କ ର ଏହା ଶେଷ ହୋଲି ଝିଅ ଭାବରେ ହୋଇଛି କାରଣ ଖୁବ ଶୀଘ୍ର ତାଙ୍କର ବିବାହ ହେବା କୁ ଯାଉଛି। ତେବେ ଏହା ଭିତରେ ରୁନା ଓ ରାମ ଦେବ ବାବା ତଥା ତାଙ୍କର ପୁରା ସାଙ୍ଗ ସାଥି ଓ ପରିବାର ଲୋକେ ମିଶି ଖୁବ ମଜା ମସ୍ତି କରିଛନ୍ତି ଏବଂ ହୋଲି ର ମଜା ନେଇଛନ୍ତି। ତେବେ ବର୍ତ୍ତମାନ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।