ଏମିତି ପାଗଳ ପ୍ରେମୀ ଦେଖିନଥିବେ ମୃତ ପ୍ରେମିକା ମଥାରେ ସିନ୍ଦୁର ଦେଲେ ପ୍ରେମିକ…ସାରା”Odisha” ଓଡିଶାରେ ଭାଇରାଲ ହେଉଛି ଏହି ଭିଡିଓ ଦେଖୁଦେଖୁ 33କୋଟି ଲୋକ ଦେଖି ସାରିଲେନି
ବନ୍ଧୁମାନେ ପ୍ରେମ ଏକ ଏମିତି ସମ୍ପର୍କ ଯିଏ ଟିରେ ତାକୁ ବୁଝିଯାଏ ସେ ଜୀବନରେ କେବେ କାହାକୁ ଧୋକା ଦେଇ ନଥାଏ ।ଆଉ ବେଳେ ବେଳେ କିଛି ପ୍ରେମ ଏମିତି ଏକ ଅଭୁଲା କାହାଣୀ ରଚିଥାଏ ଯାହା ଦେଖିଲେ ସମସ୍ତଙ୍କ ଆଖିରେ ଲୁହ ଆସିଯାଏ ।ତେବେ ନିକଟରେ ଏକ ଭାଇରଲ ଭିଡ଼ିଓରେ ଏମିତି ଏକ ଅଭୁଲା ପ୍ରେମ ଦେଖିବାକୁ ମିଳିଛି ।
ଏଠାରେ ପ୍ରେମିକାର ମୃତ୍ୟୁ ହେବା ପରେ ବି ସ୍ତ୍ରୀ ର ଅଧିକାର ଦେଇଛନ୍ତି ପ୍ରେମିକ ।ମୃତ ପ୍ରେମିକ ମଥାରେ ସିନ୍ଦୁର ଦେବା ପରେ ଆଉ ଜୀବନରେ ବିବାହ କରିବେ ନାହିଁ ପ୍ରେମିକ ତା ବି ଜଣାଇଛନ୍ତି ।ତେବେ ଏମିତି ଏକ ଘଟଣା ସୋସିଆଲ ମେଡିଆରେ ଖୁବ ଚର୍ଚ୍ଚାରେ ରହିଛି ।
ତେବେ ପ୍ରେମ ଶାଶ୍ୱତ ଚିରନ୍ତନ ଆଉ ବବିତ୍ର ଯାହାକୁ ଆଜିତ ଦୁନିଆ ଖେଳନା ବନେଇ ସରିଛି ହେଲେ ଆଜିର ଏହି ପ୍ରେମ କାହାଣୀ ଶୁଣିଲେ ଆପଣ ଜାଣି ପାରିବେ ପବିତ୍ର ପ୍ରେମ ଆଜି ବି ରହିଛି ।ତେବେ ଘଟଣା ହେଉଛି ଆସାମ ରାଜ୍ୟ ର ଯେଉଁ ଠାରେ ଜଣେ ପ୍ରେମିକ ନିଜ ମୃତ ପ୍ରେମିକା ର ମଥା ରେ ସିନ୍ଦୁର ଦେଇଛନ୍ତି ଆଉ ତାଙ୍କୁ ବିବାହ କରିଛନ୍ତି। ଖାଲି ଏତିକି ନୁହେଁ ବରଂ ତାଙ୍କୁ ସ୍ତ୍ରୀ ଭାବ ରେ ଗ୍ରହଣ କରି ତାଙ୍କ ମୃତ ଶରୀର ପାଖରେ ଶପଥ କରିଛନ୍ତି କି ସେ ତାଙ୍କ ଜୀବନ ରେ କାହାକୁ ବିବାହ କରିବେ ନାହିଁ ବୋଲି।
ତେବେ ସୂଚନାଯୋଗ୍ୟ ଯେ, ଆସାମ ଜଣେ ଯୁବକ ସେହି ପାଖ ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଦୁହିଁଙ୍କ ମଧ୍ୟ ପ୍ରେମ ସମ୍ପର୍କ ବହୁତ ଦୃଢ଼ ଥିଲା ଆଉ ପରସ୍ପର କୁ ସେମାନେ ଦୀର୍ଘ ଦିନ ଧରି ପ୍ରେମ କରି ଆସୁଥିଲେ ଏବଂ ପରସ୍ପର କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତେବେ ଉଭୟ ଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଭୟ ଙ୍କ ପରିବାର ଲୋକେ ମଧ୍ୟ ଜାଣି ଥିଲେ। ତେବେ କପାଳ ଲିଖନ କେ କରିବ ଆନ, ଠିକ ସେହିପରି ସେହି ଯୁବତୀଙ୍କୁ ଶରୀର ବହୁତ ଜୋରରେ ଖରାପ ହେବାରେ ଲାଗିଲା ।
ତେବେ ଯୁବତୀଙ୍କର ବହୁତ ଚିକିତ୍ସା କରିବା ପରେ ଯୁବତୀ ଶେଷରେ ମୃତ୍ୟୁ ପାଖରେ ହାରି ଯାଇଥିଲେ । ତେବେ ନିଜ ପ୍ରେମିକା ର ମୃତ୍ୟୁ ର ବହୁତ ଭାଙ୍ଗି ପଡ଼ିଥିଲେ ଯୁବକ ଜଣକ ।ଆଉ ତାପରେ ଯୁବକ ଜଣକ ଏହିପରି ନିଷ୍ପତ୍ତି ନେଇଥିଲେ ଆଉ ସେହି ଯୁବତୀଙ୍କ ର ମୃତ ଶରୀର ରେ ସିନ୍ଦୁର ଦେଇ ସବୁଦିନ ପାଇଁ ତାଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିଥିଲେ ଏବଂ ଆଉ ସେ କେବେବି ବିବାହ କରିବେ ନାହିଁ ବୋଲି ମଧ୍ୟ ଶପଥ ନେଇଥିଲେ। ତେବେ ବର୍ତ୍ତମାନ ଏହି ପରି ଏକ ପ୍ରେମକୁ ଦେଖି ସମସ୍ତେ ଖୁବ ପ୍ରଶଂସା କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।