Daily news update , Real odisha local news

ସାରା ଓଡ଼ିଶାରେ ଭାଇରାଲ ହେଲା ଏହି ଚମତ୍କାର ଗୀତ “ଜଗତରେ ପାଇବୁନି ଏମିତି ଠାକୁର ଟିଏ”… ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ…

0 292

ବନ୍ଧୁଗଣ ସଂଗୀତ ଏକ ସାଧନା ହୋଇଥାଏ ଆଉ ଏହା ଏହିପରି ଏକ ଭାବନା ଯାହା ସମସ୍ତ ଙ୍କୁ ଭଲ ଲାଗିଥାଏ ।ଜଣେ ବ୍ୟକ୍ତି ସଂଗୀତ ମାଧ୍ୟମରେ ନିଜ ମନର ଭାବନା କୁ ଭାଷା ମାଧ୍ୟମରେ ଏକ ସୁନ୍ଦର ସ୍ୱର ଦେଇ ପ୍ରକାଶ କରିଥାଏ ।ଆଉ ଅନ୍ୟ ପକ୍ଷରେ ସେହି ଗୀତ କୁ ଶୁଣୁଥିବା ବ୍ୟକ୍ତି ଜଣଙ୍କ ନିଜ ଜୀବନ କୁ ତା ସହ ଯୋଡ଼ି ଦେଇ ତାହାକୁ ଅନୁଭବ କରେ।

ତେବେ ଆପଣ ଦେଖିଥିବେ ଆମ ଓଡ଼ିଆ ସିନେମା ଜଗତ ରେ ମଧ୍ୟ ଏହିପରି ଅନେକ ଗାୟକ ଗାୟିକା ଅଛନ୍ତି, ଯାହାଙ୍କ ର ଗୀତ ଶୁଣିଲେ ଆମକୁ ବହୁତ ଖୁସି ଲାଗେ ଏବଂ ମନ କୁ ଶାନ୍ତି ଦେଇଥାଏ।

ସାରା ଓଡ଼ିଶାରେ ଭାଇରାଲ ହେଲା ଏହି ଅନ୍ଧ ଭାଇଙ୍କ ଚମତ୍କାର ଗୀତ… ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ…

ତେବେ ଏହି ସଂଗୀତ କୁ ନିଜ ର ଜୀବନ କରି ଅନେକ ବ୍ୟକ୍ତି ନିଜର ନାମ କରିଛନ୍ତି ଏବଂ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି। ତେବେ ବର୍ତ୍ତମାନ ଏକ ଓଡ଼ିଆ ଭଜନ କୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଗୀତ ଟି ଆମ ଓଡ଼ିଶା ର ଗର୍ଵ ଗୌରବ ପ୍ରଭୁ ଜଗନ୍ନାଥ ଙ୍କ ଉପର ରହିଛି ଯାହାର ନାମ ରହିଛି ,”ଜଗତରେ ପାଇବୁନି ତୋ ପରି ଠାକୁର ଟିଏ”।ତେବେ ଏହି ଗୀତ ଟି ଖୁବ ସୁନ୍ଦର ଏବଂ ଭାବ ବିହ୍ୱଳ ହୋଇଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

 

ତେବେ ଆମ ଓଡ଼ିଶାର ଗର୍ଵ ଗୌରବ ହେଉଛନ୍ତି ପ୍ରଭୁ ଜଗନ୍ନାଥ , ପ୍ରଭୁ ଜଗନ୍ନାଥ ଙ୍କ ର ଏତେ ମାୟା ଯେ ତାଙ୍କୁ ଦେଖିବା ପାଇଁ କାହିଁ କେତେ ଦୂର ରୁ ଧାଇଁ ଆସନ୍ତି ଭକ୍ତ ମାନେ। ଆଉ ସମସ୍ତ ଙ୍କୁ ହାତ ବଢ଼େଇ କୋଳି ନିଅନ୍ତୁ ପ୍ରଭୁ ଜଗନ୍ନାଥ , ଯିଏ ଥରେ ତାଙ୍କୁ ଦର୍ଶନ କରି ନିଏ ତାର ଜୀବନ ଧନ୍ୟ ହୋଇଯାଏ। ତେବେ କେବଳ ଓଡ଼ିଶା ରେ ନୁହେଁ ବରଂ ପୁରା ବିଶ୍ୱ ରେ ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ର ମହିମା ଅନେକ ରହିଛି।ତେବେ ବର୍ତ୍ତମାନ ପ୍ରଭୁ ଜଗନ୍ନାଥ ଙ୍କୁ ନେଇ ଏକ ଭଜନ ଖୁବ ଲୋକପ୍ରିୟତା ହାସଲ କରିଛି। ତେବେ ଏହି ଗୀତ ଟିକୁ ସମସ୍ତେ ଖୁବ ପସନ୍ଦ କରିଛନ୍ତି ମଧ୍ୟ।

ତେବେ ଗୀତ ଟିକୁ ଗାଇଛନ୍ତି ଆମ ଓଡ଼ିଶାର ଲୋକପ୍ରିୟ ଗାୟକ ସତ୍ୟଜିତ, ଆଉ ସେ ଏତେ ସୁନ୍ଦର ଭାବରେ ଗାଉଛନ୍ତି କି ଆପଣ ଏହାକୁ ଶୁଣିଲେ ଭାବ ବିହ୍ୱଳ ହୋଇଯିବେ। ତେବେ ଗୀତ ଟି ମାଧ୍ୟମ ରେ ପ୍ରଭୁ ଜଗନ୍ନାଥ ଙ୍କ ର ମହିମା ଙ୍କୁ ଲୋଜେ ଲୋଚନ କୁ ଅଣାଯାଇଛି ବୋଲି ମଧ୍ୟ ଆପଣ କହି ପାରିବେ। ତେବେ ନିଶ୍ଚିତ ଭାବରେ ଆପଣ ପ୍ରଭୁ ଜଗନ୍ନାଥ ଙ୍କ ର ଏହି ଓଡ଼ିଆ ଭଜନ ଟିକୁ ଶୁଣନ୍ତୁ ଏହା ଆପଣ ଙ୍କ ହୃଦୟ କୁ ଶାନ୍ତି ଦେବା ସହ। ଏହି ଭଜନ ଶୁଣିବା ପରେ ଆପଣ ଭାବ ବିହ୍ୱଳ ହୋଇଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.