Daily news update , Real odisha local news

ପ୍ରେମୀଯୁଗଳ OYO ରୁମ୍ କୁ ଯାଇ କରୁଥିଲେ କିଛି ଏଭଳି କାମ ଯାହା ଏବେ ଲୁଚିକରି ରଖିଥିବା CCTV ରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ଘୁରିବୁଲୁଛି.. ହୋଟେଲ ବା ଲଜରେ ରହୁଥିଲେ ସାବଧାନ !-SPECIAL REPORT

0 186

ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ର କ୍ରାଇମ ବିଷୟରେ ଅବଗତ ଥିବେ। ବିଶେଷ କରି ହୋଟେଲ କିମ୍ବା ଲୋଜ ଗୁଡିକରେ ଏବେ ବିଭିନ୍ନ ପ୍ରକାର ର ଘଟଣା ମାନ ଘଟୁଛି ଯାହାକି ବହୁତ ଭୟଙ୍କର ହୋଇଥାଏ। ଏହି ପରି କି ଏହି ଘଟଣା ଗୁଡିକ ବହୁତ ଦିନ ଧରି ଚର୍ଚ୍ଚା ର ବିଷୟ ପାଲଟି ଯାଇଥାଏ।

କିଛି ଦିନ ତଳେ ରମାଦେବୀ ବିଶ୍ୱ ବିଦ୍ୟାଳୟ ର ଛାତ୍ରୀ ଝରା ଫୁଲ ଙ୍କ କଥା ଆପଣ ଶୁଣିଥିବେ। ୟଙ୍କର ମୃତ୍ୟୁ ର ଖବର ସାରା ଓଡ଼ିଶାରେ ଚର୍ଚ୍ଚା ତା ବିଷୟ ପାଲଟି ଯାଇ ଥିଲା।

ତେବେ ଆମ ଭୁବନେଶ୍ୱର ରେ ଦିନକୁ ଦିନ ଏହି ଭଳି ଘଟଣା ମାନ ବଢ଼ିବାରେ ଲାଗିଛି। ଯାହା କି ଭୁବନେଶ୍ୱର ପ୍ରସାଶନ ର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ତେବେ ଏଥି ପାଇଁ ଖୁବ ଶୀଘ୍ର ପଦକ୍ଷେପ ନେବାକୁ ଯାଉଛନ୍ତି କମିଶନରେଟ ପୋଲିସ। ଯାହା ଫଳରେ ଏହି ପରି ଅପରାଧୀ ମାନଙ୍କୁ ଖୁବ ଶୀଘ୍ର ଧାରା ଯାଇ ପାରିବ। ଜଦି ଆପଣ ଏହିଭଳି ଅପରାଧ କରିବା ପାଇଁ କୌଣସି ଲୋଜ କିମ୍ବା ହୋଟେଲ ର ବ୍ୟବହାର କରିବା କୁ ଚାହୁଁଛନ୍ତି ତେବେ ନିଶ୍ଚୟ ସାବଧାନ ହୋଇ ଯାଆନ୍ତୁ। କାହିଁକି ନା ଖୁବ ଶୀଘ୍ର ଲଂଚ ହେବାକୁ ଯାଉଛି ଏକ ନୂଆ ଆପ। ଯାହାକି ଏହି ଭଳି ଅପରାଧି ମାନଙ୍କ କୁ ସହଜରେ ଧରାଇ ପାରିବ।

ତେବେ ଏହି ଆପର ନାମ ରହିଛି ଅତିଥି ଆପ। ଏହି ଅତିଥି ଆପ ମାଧ୍ୟମରେ ଆରାମ ରେ ଅପରାଧୀ ମାନଙ୍କୁ ଧାରା ଯାଇ ପାରିବ। ରାଜ୍ୟ ଏବଂ ରାଜ୍ୟ ବାହାର ର ଅପରାଧୀ ମାନଙ୍କୁ ଏହି ଆପ ଜରି ଆରେ କାବୁ କରା ଯାଇ ପାରିବ। ତେବେ ଏଥି ପାଇଁ କାମ ଆରମ୍ଭ ହୋଇ ଯାଇଛି।

ତେବେ ଏହି ଆପ ଟି ଲଂଚ ହେବା ପରେ ଏହାକୁ କେବେଳ ହୋଟେଲ କତ୍ତୃପକ୍ଷ ଏବଂ ପୋଲିସ ବ୍ୟବହାର କରିପାରିବେ। ହୋଟେଲ କିମ୍ବା ଲୋଜ କୁ ଯେଉଁମାନେ ଆସିବେ ସେମାନଙ୍କ ର ପୁରା ଡିଟେଲସ ଏହି ଆପ ରେ ରହିବ। ଯାହା ଫଳରେ ପୋଲିସ କୁ ଅପରାଧି ମାନଙ୍କୁ ଧରିବା ପାଇଁ ଅଧିକ ସହଜ ହେବ।

ତେବେ ଏହି ଆପ କୁ ସାର୍ବଜନୀନ କରା ଯାଇ ନାହି। ଯାହା ଫଳରେ କେବେଳ ହୋଟେଲ ଓ ପୋଲିସ ହିଁ ଏହି ଆପ ର ବ୍ୟବହାର କରି ପାରିବେ। ରାଜ୍ୟ ରେ ବଢୁଥିବା ହୋଟେଲ କ୍ରାଇମ ଗୁଡିକୁ ଆଖି ଆଗରେ ରଖି ରାଜ୍ୟ କମିଶନ ରେଟ ପୋଲିସ ଏହି ଅତିଥି ଆପ କୁ ଲଂଚ କରି ଛନ୍ତି। ତେବେ ଏହି ବାବଦରେ କମିଶନରେଟ ପୋଲିସ ନିଜେ ସୂଚନା ଦେଇଛନ୍ତି। ତେବେ ଏହି ଖବର ପ୍ରକାଶ ପାଇବା ପରେ ଏହି ବ୍ୟବସ୍ଥା କୁ ବିଭିନ୍ନ ମହଲରେ ସ୍ୱାଗତ କରା ଯାଇଛି ଓ ଏହା ନିଶ୍ଚିତ ସଫଳ ହେବ ବୋଲି ଅନୁମାନ କରା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.