ଗୋଟିଏ କାର ରେ ଆସିଲେ ଅଭିନେତା ରାଜେଶ ଓ ଅଭିନେତ୍ରୀ ରିୟା, ହଠାତ ମଝି ରାସ୍ତା ରେ କାର କୁ ଛିଡା କଲେଇ ଦେଲେ। ଆଉ ତା ପରେ ଲାଗିଲା ମାର ପିଟ ଦୁଇ ଜଣଙ୍କ ଭିତରେ, କିଏ କାହାକୁ ଗୋଇଁଠା ମାରୁଛି ତ ପୁଣି କିଏ କାହାକୁ ହାତ ରେ ବାଡ଼ଉଛି। ଆଉ ଏହାକୁ ଦେଖି ଘେରି ଆସିଲେ ଲୋକେ ଦୁଇ ଜଣଙ୍କୁ ଅଲଗା କରି ଝଗଡା କୁ ରୋକିବା କୁ ଚେଷ୍ଟା କଲେ। ତେବେ ବର୍ତ୍ତମାନ ଏହି ଅଭିନେତା ଓ ଅଭିନେତ୍ରୀ ରିୟା ଙ୍କ ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ତେବେ ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ତେବେ ବର୍ତ୍ତମାନ ଅଭିନେତା ରାଜେଶ ଓ ଅଭିନେତ୍ରୀ ରିୟା ଙ୍କ ର ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେହି ଭିଡ଼ିଓ ରେ ଦେଖିବା କୁ ମିଳିଛି କି , ଏହି ଦୁଇ କଳାକାର ଗୋଟିଏ କାର ରେ ଆସିଛନ୍ତି ଆଉ ରାସ୍ତା ମଝିରେ ହଠାତ ଗାଡି କୁ ରଖି ଦେଇ ମାର ପିଟ କରିବା ଆରମ୍ଭ କରି ଦେଇଛନ୍ତି। ଆଉ ମାର ପିଟ , ଝଗଡା ଏତେ ଅଧିକ ହୋଇ ଯାଇଛି ଯେ ଲୋକମାନେ ଆସି ତାହାର ସମାଧାନ କରିଛନ୍ତି। ତେବେ ଏହି ଭିଡ଼ିଓ ଟି ଭାଇରାଲ ହେବା ପରେ ସମସ୍ତ ପ୍ରଶ୍ନ କରିଥିଲେ କି ଏହିପରି କଣ ହୋଇଥିଲା ଯେଉଁ କାରଣ ରୁ ରାସ୍ତା ମଝିରେ ଏମାନେ ଏହିପରି ଝଗଡା ଲାଗିଛନ୍ତି ବୋଲି।
ତେବେ ଆମେ ଆପଣ ଙ୍କୁ ଜଣେଇ ଦେଇଛନ୍ତି କି , ଏହି ଭିଡ଼ିଓ ଟି ଏକ ବର୍ଷ ପୁରାତନ ଭିଡ଼ିଓ ଅଟେ ଯାହାକି ବର୍ତ୍ତମାନ ଭାଇରାଲ ହେଉଛି। ତେବେ ଏହି ଭିଡ଼ିଓ ଟି ରିୟା ଓ ରାଜେଶ ଙ୍କ ର ସୁଟିଂ ସେଟ ର ଭିଡ଼ିଓ ଅଟେ। ତେବେ ଉଭୟ ଙ୍କ ର ଏକ ସିନେମା ର ଏହା ସୁଟିଂ ସମୟ ର ଦୃଶ୍ୟ ଅଟେ। ତେବେ ବାସ୍ତବରେ ଉଭୟ ଭଲ ରେ ଅଛନ୍ତି ଏବଂ ବର୍ତ୍ତମାନ ଅଭିନେତ୍ରୀ ରିୟା ବିବାହ କରି ବେଶ ଖୁସି ରେ ଅଛନ୍ତି ମଧ୍ୟ। ତେବେ ଆପଣ ମାନେ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ନିଶ୍ଚିତ ଏବଂ ଏହାର ମଜା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।