ବାବୁଶାନ୍ ଓ ଅପରାଜିତା ମିଶି ତୃପ୍ତିଙ୍କ ଜନ୍ମଦିନ କଲେ ସ୍ପେଶାଲ୍…ସ୍ତ୍ରୀ ଙ୍କ ଜନ୍ମ ଦିନରେ କହିଲେ ଏହିପରି ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ
ବନ୍ଧୁଗଣ ସ୍ୱାମୀ ସ୍ତ୍ରୀ ଙ୍କର ସମ୍ପର୍କ ଏକ ପବିତ୍ର ସମ୍ପର୍କ ହୋଇଥାଏ। ଆମ ପୁରାଣ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଏକ ପବିତ୍ର ଓ ସ୍ୱତନ୍ତ୍ର ସମ୍ପର୍କ ବିଷୟ ରେ ଯାହାକି ଅନ୍ୟ ସବୁ ସମ୍ପର୍କ ଠାରୁ ବହୁତ ବଡ଼ ହୋଇଥାଏ। ଏହା ବିଶ୍ୱାସ ,ଭଲ ପାଇବା ଏବଂ ବୁଝାମଣା ର ସଂସାର ହୋଇଥାଏ ଆଉ ଉଭୟ ଉଭୟ ଙ୍କ ପାଇଁ ନିଷ୍ଠା ଭାବ ରଖିଥାନ୍ତି।
ପରିସ୍ଥିତି କିଛି ବି ହେଉ ସେମାନେ କେବେ ବି ନିଜ ନିଜର ହାତ ଛାଡ଼ନ୍ତି ନାହିଁ। ତେବେ ଠିକ ଏହି ପରି ହୋଇଥିଲା ଆମେ ଓଲିଉଡ ର ଅଭିନେତା ବାବୁସାନ ମହାନ୍ତି ଓ ତାଙ୍କର ପତ୍ନୀ ତୃପ୍ତି ଙ୍କ ମଧ୍ୟରେ।
ତେବେ ଗତ ଜୁଲାଇ ମାସ ରେ ବାବୁସାନ ଙ୍କୁ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ସହ ଏକାଠି ରେଡ଼ ହ୍ୟାଣ୍ଡ ଧରିଥିଲେ ବାବୁସାନ ଙ୍କ ପତ୍ନୀ ତୃପ୍ତି ଆଉ ବିଚ ରାସ୍ତା ରେ ଅଭିନେତ୍ରୀ ପ୍ରକୃତି ଙ୍କୁ ମାରିବା ସହ ତାଙ୍କ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସେ ଝଡ଼ ସୃଷ୍ଟି କରିବା କଥା କହିଥିଲେ। ମାତ୍ର ଏହି ବିବାଦ ବହୁତ ଭୟଙ୍କର ରୁପ ନେଇଥିଲା କିନ୍ତୁ ମା ଙ୍କ ଭଲପାଇବା ଆଉ ସ୍ତ୍ରୀ ଙ୍କ ପ୍ରେମ ପାଇଁ ବଂଚି ଯାଇଥିଲେ ଅଭିନେତା ବାବୁସାନ ।ଆଉ ବର୍ତ୍ତମାନ ପୁଣି ସୁଖ ର ସଂସାର କରି ଏକାଠି ରହିଛନ୍ତି ଉଭୟ।
ତେବେ ଗତକାଲି ଥିଲା ତୃପ୍ତି ଙ୍କ ର ଜନ୍ମ ଦିନ, ଆଉ ସ୍ତ୍ରୀ ଙ୍କ ଜନ୍ମ ଦିନରେ ବାବୁସାନ ନିଜେ ତାଙ୍କୁ ବାର୍ଥ ଡେ ର ଉଇସ କରିଥିଲେ।ଖାଲି ଏତିକି ନୁହେଁ ବରଂ ବାବୁସାନ ମା ଅପରାଜିତା ଙ୍କ ସହ ମିଶି ବେଶ ମଜାମସ୍ତି ରେ ସ୍ତ୍ରୀ ତୃପ୍ତି ଙ୍କ ର ଜନ୍ମ ଦିନ କୁ ପାଳନ କରିଥିଲେ। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ତୃପ୍ତି ଏବଂ ବାବୁସାନ ପିଲା ଦିନର ବନ୍ଧୁ ଆଉ ପରେ ଉଭୟ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ତେବେ ଉଭୟ ପରିବାର ର ମତ ରେ ଦୁହେଁ ପରସ୍ପର କୁ ବିବାହ ମଧ୍ୟ କରିଥିଲେ।
ବର୍ତ୍ତମାନ ବାବୁସାନ ଓ ତୃପ୍ତି ଙ୍କ ର ଗୋଟିଏ ଛୋଟ ପୁଅ ମଧ୍ୟ ରହିଛି ଆଉ ନିଜ ପରିବାର ସହ ବେଶ ହସ ଖୁସିରେ ଅଛନ୍ତି ଦୁଇ ଜଣ। ମଝିରେ ଆସିଥିବା ଝଡ଼ ବି ଟଳି ଯାଇଛି ଆଉ ବର୍ତ୍ତମାନ ପୁଣି ସେମାନେ ଏକାଠି ହୋଇଛନ୍ତି। ତେବେ ସ୍ତ୍ରୀ ତୃପ୍ତି ଙ୍କ ଜନ୍ମ ଦିନରେ ବାବୁସାନ ତାଙ୍କୁ ଜନ୍ମ ଦିନର ଶୁବେଛା ଓ ଅଭିନନ୍ଦନ ଜଣେଇଛନ୍ତି ତଥା ନିଜ ମା ଙ୍କ ସହ ମିଶି ତାଙ୍କର ଜନ୍ମ ଦିନ ମଧ୍ୟ ପାଳନ କରିଛନ୍ତି। ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି ଯାହାକୁ ସମସ୍ତେ ପସନ୍ଦ କରିଛନ୍ତି ମଧ୍ୟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।