Daily news update , Real odisha local news

ଦେଖନ୍ତୁ ରାତି ୨ଟାରେ Live ଆସି କ’ଣ କହିଲେ ଏଲିନା ? ଭାଇରାଲ ଭିଡ଼ିଓ

0 4,580

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।

ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଓଲିଉଡ ର ଆଗ ଧାଡି ର ଅଭିନେତ୍ରୀ ଏଲିନା ଙ୍କ ର ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଅଧ ରାତ୍ରି ରେ ସୋସିଆଲ ମିଡ଼ିଆ ରେ ଲାଇଭ ଆସି ଦର୍ଶକ ଙ୍କୁ ଏହିପରି କିଛି କହିଛନ୍ତି ଯାହା ବିଷୟ ରେ ଜାଣିଲେ ଆପଣ ମଧ୍ୟ ଚକିତ ହେବେ। ତେବେ ବର୍ଷ ର ଶେଷ ରାତ୍ରି ରେ ସେ ସମସ୍ତ ଙ୍କୁ ଏକ ଅଲଗା ଝଟକା ଦେଇଛନ୍ତି ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।

ତେବେ ଅଭିନେତ୍ରୀ ଏଲିନା ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ଥିବେ, ସେ ଏକ ସୋ କିଏ ହେବ ମୋ ହିରୋଇନ ରେ ଅଂଶ ଗ୍ରହଣ କରି ସିନେମା ଇନ୍ଦ୍ରଷ୍ଟ୍ରି ରେ ପାଦ ଦେଇଥିଲେ। ଆଉ ପରେ ତାଙ୍କର ସୁନ୍ଦର ଅଭିନୟ ଓ ମନ ଲୋଭା ଆନ୍ଦାଜ ରେ ସମସ୍ତ ଙ୍କୁ ନିଜର କରି ଥିଲେ ଆଉ ଓଡ଼ିଆ ସିନେମା ଇନ୍ଦ୍ରଷ୍ଟ୍ରି ରେ ନିଜର ଏକ ନାମ ବନାଇ ଥିଲେ। ତେବେ ବର୍ତ୍ତମାନ ତାଙ୍କର ଯେଉଁ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ତାହା ହେଉଛି ୩୧ ଡିସେମ୍ବର ର ରାତ୍ରି ପ୍ରାୟ ୨ ଟା ସମୟରେ ୟୁ ଟ୍ୟୁବ ରେ ଲାଇଭ ଆସିଥିଲେ ଆଉ ଦର୍ଶକ ମାନଙ୍କ ସହ କଥାବାର୍ତ୍ତା କରିଥିଲେ।

ତେବେ ସେ ସମସ୍ତ ଙ୍କୁ ନୂଆ ବର୍ଷ ର ଅଭିନନ୍ଦନ ଜଣେଇବା ସହ ସମସ୍ତ ଙ୍କ ର ମେସେଜ କୁ ପଢି ତାର ଉତ୍ତର ଦେଇ ଖୁବ ମଜାମସ୍ତି କରିଥିଲେ। ଆଉ ସେ କହିଥିଲେ କି ସେ ସିନ୍ଦୂର ର ଅଧିକାର ର ସିରିଏଲ ର ନିକି ଙ୍କ ଘରେ ନୁଆ ବର୍ଷ ସେଲିବ୍ରେସନ କରିବା ପାଇଁ ଉପସ୍ଥିତ ରହିଛନ୍ତି ବୋଲି। ତେବେ ଏହା ପରେ ସେ ସମସ୍ତ ଙ୍କୁ ନୁଆ ବର୍ଷ ର ଅଭିନନ୍ଦନ ଜଣାଇ ନିଜେ ନୁଆ ବର୍ଷ ପାର୍ଟି କୁ ଉପଭୋଗ କରିବା କୁ ଯାଇଥିଲେ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.