Daily news update , Real odisha local news

ମୁଁ ତାକୁ ବାରମ୍ବାର ମନା କରିଥିଲି ,ସେ ଡାକ୍ତର ଝିଅ ଆମର ଦରକାର ନାହିଁ ,ହେଲେ ସେ ବୁଝିଲାନି :DJ AZEXଙ୍କ ସାଙ୍ଗ କହିଲେ ଏଭଳି କଥା

0 592

ବନ୍ଧୁମାନେ ଆଜି ପୁରା ରାଜଧାନୀ ରେ ଡିଜେ ଆଜେକ୍ସ ଙ୍କର ମୃତ୍ୟୁ ଏକ ଛାଞ୍ଚଲ୍ୟ ସୃଷ୍ଟି କରିଛି ।ଯେଉଁ ଡିଜେ ଆଜେକ୍ସ ଙ୍କ ମ୍ୟୁଜିକ ରେ ଦିନେ କେତେ ଯୁବପିଢ଼ି ଝୁମୁ ଥିଲେ ଆଜି ସେହି ଡିଜେ ଆଜେକ୍ସ ଙ୍କ ମୃତ୍ୟୁ ଉପରୁ ପରଦା ଉଠିଛି ।ଆଉ ବର୍ତ୍ତମାନ ସମ୍ନାକୁ ଆସିଛି କୋଉ କାରଣ ପାଇଁ ଡିଜେ ବାଧ୍ୟ ହେଇଛନ୍ତି ଆତ୍ମହତ୍ୟା କରିବା ପାଇଁ ।

ତେବେ ହଁ ଦର୍ଶକ ବନ୍ଧୁ ଅଚାନକ ଓଡ଼ିଶାର ଜଣେ ଖୁବ ପରିଚିତ ଡିଜେ ଙ୍କ ଆତ୍ମହତ୍ୟା କରିବା କେହି ବିଶ୍ୱାସ କରି ପାରୁନଥିବା ବେଳେ, ଡିଜେ ଆଜେକ୍ସ ଙ୍କ ବନ୍ଧୁ ଜଣାଇଛନ୍ତି କେମିତି ଆଜେକ୍ସ ଙ୍କ ପ୍ରେମିକା ହେଉଛନ୍ତି ଏହି ଆତ୍ମହତ୍ୟା ପଚର ଦାୟୀ ।ତେବେ ଆଜେକ୍ସ ଙ୍କ ଆତ୍ମହତ୍ୟା କେମିତି ପ୍ରେମିକା ପାଇଁ ହେଇଚି ଆସନ୍ତୁ ସେ ବିଷୟରେ ଜାଣିବା ।

ପ୍ରେମ ପାଇଁ ଆଜିକାଲି ଅନେକ ଯୁବପିଢ଼ି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି, ପ୍ରେମିକ ପ୍ରେମିକା ର ମିଛ ପ୍ରେମ ଜାଲରେ ଏମିତି ଫସି ଯାଉଛନ୍ତି ଯୁବକ ଯୁବତୀ ଯାହା ଭିତରୁ ବାହାରିବା ମୁସ୍କିଲ ହେଇଯାଉଛି ।ଆଉ ସେତେବେଳେ ଅନେକ ଯୁବପିଢ଼ି ସବୁକିଛି ଭୁଲି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଇ ଯାଉଛନ୍ତି ।ତେବେ ଡିଜେ ଆଜେକ୍ସ ଙ୍କ ଆତ୍ମହତ୍ୟା ପଛରେ ବି ଆଉ କେହି ନୁହନ୍ତି ବରଂ ତାଙ୍କ ପ୍ରେମିକା ହିଁ ଦାୟୀ ।ତେବେ ଆଜେକ୍ସ ଙ୍କର ଜଣେ ବନ୍ଧୁ କହିଛନ୍ତି କି, ଆଜେକ୍ସ ହାଇଟେକ ମେଡ଼ିକାଲ କଲେଜ ର ଡେଣ୍ଟାଲ ଡିପାର୍ଟ ମେଣ୍ଟ ର ଜିଜ୍ଞାସା ଙ୍କୁ ଭଲ ପାଉଥିଲେ ।

ତେବେ ଆଜେକ୍ସ ବନ୍ଧୁ ର କହିବା ମୁତାବକ ଜିଜ୍ଞାସା ସବୁବେଳେ ହାଇ ଡିମାଣ୍ଡ ରଖି ଆସୁଥିଲା, ବଡ଼ ବଡ଼ ହଟେଲ ରେ ଖାଇବା ଠାରୁ ଆରମ୍ଭ କରି ଆଜେକ୍ସ ଜିଜ୍ଞାସା ର ସବୁ ଇଚ୍ଛା ପୂରଣ କରୁଥିଲା ।ହେଲେ ଏହି ଭିତରେ ଜିଜ୍ଞାସା ନିଜ କଲେଜ ରେ ପଡୁଥିବା ରଶ୍ମି ରଞ୍ଜନ ସିଂ ସହିତ ବି ରିଲେଶନସିପ ଥିଲେ ଓ ଉଭୟ ଙ୍କ ଭିତରେ ଫିଜିକାଲ ରିଲେଶନ ବି ଥିଲା ।ଆଉ ଆଜେକ୍ସ ଏହି କଥା ଗୁଡିକ ଜାଣିବା ପରେ ବହୁତ ଟେନ୍ସନ ରେ ରହୁଥିଲା,କିନ୍ତୁ ଆତ୍ମହତ୍ୟା କରିବାର ପୂର୍ବ ଦିନ ଆଜେକ୍ସ ଜିଜ୍ଞାସା ଙ୍କୁ ଦେଖାକରିବା ପାଇଁ ଯାଇଥିଲେ ।ଆଜେସ୍କ ଜିଜ୍ଞାସା ଙ୍କୁ ବହୁତ ବୁଝାଇ ସବୁ ଠିକ ହେଇଯିବ କହିଥିଲେ କିନ୍ତୁ ଜିଜ୍ଞାସା ଆଜେସ୍କ ଙ୍କୁ ଦୁଇ ଚାପୁଡ଼ା ମରିଥିଲା ।

ଆଉ ତାପରେ ଆଜେକ୍ସ ଘରକୁ ଆସି ଆତ୍ମହତ୍ୟା କରି ନେଇଥିଲା, ଆଉ ମରିବା ଆଗରୁ କେବଳ ନିଜ ବ୍ୟାଙ୍କ ଡ଼ିଟେଲ ଲେଖି ଯାଇଥିଲେ ।ତେବେ ଆଜେକ୍ସ ବନ୍ଧୁ ବର୍ତ୍ତମାନ ଜିଜ୍ଞାସା ଙ୍କୁ ନେଇ ଏମିତି କିଛି ସତ କହିବା ସହିତ ଏହା ବି କହିଛନ୍ତି କି ବହୁତ ଆଜେକ୍ସ ଙ୍କୁ ବୁଝାଇଥିଲେ କି ଡାକ୍ତରି ଝିଅ ଠିକ ନୁହେଁ ତୋ ପାଇଁ ।ହେଲେ ଆଜେକ୍ସ ସବୁବେଳେ ସାଙ୍ଗ ମାନଙ୍କ କଥା ଏଡେଇ ଦେଉଥିଲେ ଆଉ ଶେଷରେ ଆଜି ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଇଚି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.