Daily news update , Real odisha local news

ଏହି ପିଲା କହିଲା ଏପରି କଥା, ଯାହାକୁ ଶୁଣିଲେ ଆପଣ ଚମକି ପଡିବେ, ଦେଖନ୍ତୁ Video…

0 85,653

ଏ ଦୁନିଆଁ ରେ ସବୁଠାରୁ ସୁନ୍ଦର ଭାବରେ ଭଗବାନ ସବୁ ପ୍ରାଣୀ ଙ୍କୁ ନିଜ ନିଜ ଢଙ୍ଗରେ ସୃଷ୍ଟି କରିଛନ୍ତି ।କିନ୍ତୁ ଗୋଟିଏ ଛୋଟ ପିଲାର ର ଚେହେରା ହୋଇଥାଏ। ଛୋଟ ପିଲା ଟିକୁ ଏ ନିୟତି ଏତେ ସୁନ୍ଦର ଭାବରେ ଗଢ଼ିଛି ଯେ ଯାହାକୁ ଦେଖିଲେ ମଣିଷ ତା ଜୀଵନ ର ସବୁ ଦୁଃଖ କୁ ଭୁଲିଯାଇ ଥାଏ ଏବଂ ତାର ମୁହଁରେ ହସ ଆସିଯାଏ। କେବଳ ତାଙ୍କର ଚେହେରା ନୁହେଁ ବରଂ ତାଙ୍କ ଛୋଟ ଛୋଟ କାର୍ଯ୍ୟ , ଦୁଷ୍ଟାମୀ ଓ ବଦମାଶୀ ବହୁତ ଆକର୍ଷଣିୟ ତଥା ମନରୋମା ହୋଇଥାଏ।ତାଙ୍କ ଓଠ ରେ କିଛି ବି କଥା ବହୁତ ଖୁସି ଦେଇଥାଏ ଆମକୁ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଜଣେ ଚତୁର୍ଥ ଶ୍ରେଣୀ ର ଛୋଟ ଝିଅ ର ଭିଡ଼ିଓ ଟି ଭାଇରାଲ ହେଉଛି ଯାହାର ଭିଡ଼ିଓ ଦେଖିବା ପରେ ଆପଣ ହସି ହସି ପାଗଳ ହେବା ସହ ଯାହା ସବୁ ପଡିଥିବେ ତାହା ନିଶ୍ଚିତ ଭୁଲିଯିବେ।

ତେବେ ଏହି ଭିଡିଓ ଟିରେ ଦେଖା ଯାଇଛି କି ଜଣେ ବ୍ୟକ୍ତି ବସ୍ତି ରେ ଖେଳୁଥିବା ଜଣେ ଛୋଟ ଝିଅ କୁ ଡାକୁଛନ୍ତି ଆଉ ତାଙ୍କୁ ପଚାରିଛନ୍ତି କି ତୁମେ କୋଉ ଶ୍ରେଣୀ ରେ ପଢ଼ୁଛ ବୋଲି ଆଉ ଝିଅ ଟି କହିଛନ୍ତି କି ମୁଁ ଚତୁର୍ଥ ଶ୍ରେଣୀ ରେ ପଢେ। ତା ପରେ ଯୁବକ ଜଣଙ୍କ ପ୍ରଶ୍ନ କରିଛନ୍ତି କି ଅଗଷ୍ଟ ୧୫ କେବେ ପଡେ ବୋଲି ସେତେବେଳେ ଝିଅ ଟି କହିଛନ୍ତି କି ଅଗଷ୍ଟ ୧୫ ର ଜୁଲାଇ ମାସ ରେ ପଡେ।

ତା ପରେ ପୁଣି ଝିଅ ଟିକୁ ପ୍ରଶ୍ନ କରିଛନ୍ତି କି ଜାନୁଆରୀ ୨୬ କେବେ ପଡେ ବୋଲି ସେତେବେଳେ ସେ କହୁଛନ୍ତି କି ଏହା ନଭେମ୍ବର ମାସ ରେ ପଡେ। ଆଉ ଯେତେବେଳେ ତାଙ୍କୁ ପ୍ରଶ୍ନ କରିଛନ୍ତି କି ତୁମ କୁ ଏହି ସବୁ ପାଠ କେଉଁଠି ପଢା ଯାଇଛି ବୋଲି ,ସେତେବେଳେ ଝିଅ ଟି କହୁଛି କି ଏହା ମୁଁ ମୋ ଅଙ୍ଗନବାଡି ରେ ପଢ଼ିଛି। ଆଉ ଏହିଭଳି ଭାବରେ ସେ ଝିଅ ଟି ଏହି ସବୁ ଉତ୍ତର ଦେଇଛନ୍ତି ତାହା ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଆପଣ ଙ୍କୁ ଲାଗିବ ଯେପରି ଆପଣ ଯାହା ସବୁ ପଢ଼ିଛନ୍ତି ତାହା ଭୁଲ ଅଟେ ବୋଲି। ଆଉ ଖୁବ ହସିବେ ଏହି ଭିଡ଼ିଓ ଟି ଦେଖିବା ପରେ।

ତେବେ ଏହି କୁନି ଝିଅ ଟିର ଭିଡ଼ିଓ ଟି କୁ କେହି ଜଣେ ବ୍ୟକ୍ତି ତାଙ୍କର ଭିଡ଼ିଓ ବନାଇ ଥିଲେ ଏବଂ ଏହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ।ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକ ମାନେ ଏହାକୁ ଦେଖିବା ପରେ ହସି ହସି ବେଦମ ହୋଇଯାଇ ଛନ୍ତି। ତେବେ ଭିଡ଼ିଓ ଟି ଖୁବ ଚର୍ଚ୍ଚା ରେ ରହିଛି ଏବଂ ମୋବାଇଲ ରୁ ମୋବାଇଲ କୁ ଘୁରୁ ବୁଲୁଛି। ତେବେ ଆପଣ ମଧ୍ୟ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଭାବରେ ଦେଖନ୍ତୁ ଆପଣ ମଧ୍ୟ ହସି ହସି ବେହୋସ ହୋଇଯିବେ ନିଶ୍ଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.