ରକ୍ତ ବନେଇବାର ମେସିନ ଅଟେ ଏହି ଜୁସ, କେବଳ ୧ ଗ୍ଲାସ ପିଅନ୍ତୁ, ରକ୍ତ ଦାନ କରିବାକୁ ପଡିବ | IMMUNITY BOOSTER DRINK
ବନ୍ଧୁମାନେ ବର୍ତ୍ତମାନ ସମୟରେ ଆମେ ଯେମିତି ସବୁ ଖାଦ୍ୟ ଖାଉଛୁ ସେଥିରେ ସେମିତି କିଛି ପ୍ରୋଟିନ ରହୁନାହିଁ ।ଏହାଛଡା ଅଧିକ ପ୍ରୋସେସ ଫୁଡ଼ ଖାଇବା ଯୋଗୁ ଶରୀର ଅଧିକ ଅସୁସ୍ଥ ହେଇଥାଏ ।ଅନେକ ସମୟରେ ଶରୀରର ରକ୍ତର ଅଭାବ ହେଇ ରକ୍ତହୀନତା ପରି ରୋଗର ଧିକାର ହେବାକୁ ପଡିଥାଏ,
ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ।ଏପରି ପରିସ୍ଥିତି ରେ ଆପଣ ସବୁବେଳେ ରୋଗାଗ୍ରସ୍ତ ରହିଥାନ୍ତି ତେବେ ଏହାର ସମାଧାନ ରହିଛି ମାତ୍ର ଗୋଟିଏ ଯୁସ ରେ ।ତେବେ ଆପଣ ଧି ଗୋଟିଏ ଯୁସ କୁ ଯଦି ନୀତିଦିନ ପିଉ ଛନ୍ତି ତେବେ ଆପଣ ଅନେକ ଗୁଡିଏ ରୋଗ ରୁ ମୁକ୍ତି ପାଇ ପାରିବେ ।
ତେବେ ଅନେକ ସମୟରେ ଆମ ହାତ ମୁଠାରେ ଥିବା କିଛି ଖାଦ୍ୟକୁ ବ୍ୟବହାର କରି ଆମେ ବହୁତ ବଡ଼ ବଡ଼ ରୋଗ ରୁ ମୁକ୍ତି ପାଇପାରୁ ।ଆଉ ଆଜିର ଯୁସ ବି ସେମିତି ଏକ ମେଡିସିନ ଅଟେ ଯାହାକୁ ଆପଣ ନିଜେ ଘରେ ତିଆରି କରି ନିଜର ନାଏକ ରୋଗ ଭଲ କରିପାରିବେ ।ତେବେ ଭିତର ଓ ବାହାର ଅଙ୍ଗ କୁ ବି ସୁରକ୍ଷିତ ଯେପରି ଏହି ଯୁସ ଆପଣଙ୍କ ତ୍ୱଚା କୁ ସୁରକ୍ଷିତ ରଖିଥାଏ ଓ କେଶ ସମସ୍ୟା ଦୂର କରିଥାଏ ।ଏସବୁ ବ୍ୟତୀତ କ୍ୟାନ୍ସର, ଡାଇବେଟିସ ଆଦି ରୋଗ ରୁ ବି ସୁସ୍ଥ ରଖିଥାଏ ।ତେବେ ଏହି ଯୁସ କଣ ଆଉ ତାହାକୁ କେମିତି ତିଆରି କଟିବେ ସେ ବିଷୟରେ ଆସନ୍ତୁ ଜାଣିବା ।
ଆବଶ୍ୟକ ସାମଗ୍ରୀ:-
– ଗାଜର
– ବିଟ ରୁଟ
-ବିଲାତି
– ଅଁଳା
– ଓଦା
ଯୁସ ପ୍ରସ୍ତୁତି ପ୍ରଣାଳୀ:-
-ତେବେ ଏହି ଯୁସ ତିଆରି କରିବା ପାଇଁ ଆପଣଂକୁ ପ୍ରଥମେ ଅଧା କେଜି ଗାଜର ନେବାକୁ ପଡ଼ିବ ଆଉଅ ତାକୁ ଭଲ ଭାବରେ ସଫାକରି ଛୋଟ ଛୋଟ ପିସ କରିନେବେ ।ଏହାପରେ ଗୋଟିଏ ବିଟ,ଗୋଟିଏ ବିଲାତି, ଗୋଟିଏ ଅଁଳା ଓ ଛୋଟ ଅଦା ନିଅନ୍ତୁ ।ଏବେ ଏସବୁ ବି ଛୋଟ ଛୋଟ କାଟି ନିଅନ୍ତୁ ତାପରେ ଏସବୁ କୁ ଗୋଟିଏ ମିକ୍ସଚର ଜାର ରେ ପୁରେଇ ଭଲ ଭାବରେ ଗ୍ରାଣ୍ଡିଂ କରିନେବେ ।ତାପରେ ଆପଣ ଏସବୁ କୁ ବାହାର କରି ଗୋଟିଏ କପଡା ଉପରେ ରଖି ଭଲ ଭାବରେ ଚିପୁଡି ତାହାର ରସ ବାହାର କରିବେ,ଏବେ ଏହି ଯୁସ ତିଆରି ହେଇଯିବ ।
-ତେବେ ଏହି ଯୁସ ଗୋଟିଏ ଗ୍ଲାସ ଲେଖାଏ ସବୁଦିନ ସକାଳେ ଖାଲି ପେଟରେ ପିଇବେ ।ଆଉ ଏମିତି ରେଗୁଲାର କରିବା ପରେ ଦେଖିବେ ଆପଣଙ୍କ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଡିବ ଓ ରକ୍ତ ର ମାତ୍ର ବି ବୃଦ୍ଧି ହେବ ।ଏହାଛଡ଼ା ଡାଇବେଟିସ, କ୍ୟାନ୍ସର ପରି ଅନେକ ଭୟଙ୍କର ରୋଗ ରୁ ବି ଚିନ୍ତା ମୁକ୍ତ ହେଇ ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।