ବର୍ତ୍ତମାନ ସମୟରେ ଗର୍ଭ ଧାରଣ କରିବାକୁ ହେଲେ ସ୍ୱାମୀ ସ୍ତ୍ରୀ କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି ।ତେବେ ଆଜିର ବ୍ୟସ୍ତ ଜୀବନ ଓ ଖାଦ୍ୟ ବ୍ୟବସ୍ଥା ର ଖରାପ ପ୍ରଭାବ ଆମ ଶରୀର ଉପରେ ପଡୁଛି ।ଆଉ ଏହାର ପରିଣାମ ମହିଳା ଙ୍କ ପ୍ରେଗନେନ୍ସି ଉପରେ ବି ପଡୁଡ଼ି ।
ଏହାଛଡ଼ା ବହୁତ ମହିଳା ଜାଣି ନାହାନ୍ତି କି କୋଉ ସମୟରେ ରିଲେଶନ ରଖିଲେ ଯାଇ ଜଲଦି ପ୍ରେଗନେଣ୍ଟ ହେଇ ପାରିବେ ।ତେବେ ଏହି ଗୋଟିଏ ସମସ୍ୟା ପାଇଁ ଅନେକ ଦମ୍ପତି ମାଆ ବାପା ହେବ ସୁଖରୁ ବଞ୍ଚିତ ରହୁଛନ୍ତି, ତେବେ ଜଲଦି ଓ ସଠିକ ପ୍ରେଗନେନ୍ସି ପାଇଁ କେବଳ ଆପଣଙ୍କୁ ଅଭଲ୍ୟୁସନ ଡେତ ଜାଣିବା ଦରକାର ।
ତେବେ ପ୍ରେଗନେନ୍ସି ପାଇଁ ଆପଣଂକୁ ଖୁବ ଭଲ ଭାବରେ ଆଭଲୁୟସନ ଡେଟ ବିଷୟରେ ଓ ତାହା କେମିତି ବାହାର କରିବେ ସେ ବିଷୟରେ ଜାଣିବା ଦରକାର । ଅଭଲୁୟସନ ଡେତ ଯେଉଁ ଦିନ ନାରୀ ର ଶରୀର ଅଣ୍ଡା ତିଆରି ହେଇଥାଏ, ଆଉ ଏହି ଦିନ ଯଦି ରିଲେଶନ ରଖିବା ଆରମ୍ଭ କରିଛନ୍ତି ତାହେଲେ ଆପଣଙ୍କ ପ୍ରେଗନେଣ୍ଟ ହେବା ସୁନିଶ୍ଚିତ ।ତେବେ ଅସୁବିଧା ହେଉଛି କି ଏହି ଆଭଲୁୟସନ ତାରିଖ କେମିତି ବାହାର କରିବେ, ପ୍ରତ୍ୟେକ ନାରୀର ପିରିୟଡ଼ ସାଇକେଲ ଅନୁସାରେ ଅଭଲ୍ୟୁସନ ଡେଟ ବି ଅଲଗା ହେଇଥାଏ ।ତେବେ ଏହି ଆଭଲୁୟସନ କେମିତି ବାହାର କରିବେ ଜାଣି ରଖନ୍ତୁ ।
ମନେ କରନ୍ତୁ ଗୋଟିଏ ନର୍ମାଲ ପିରିୟଡ଼ ସାଇକେଲ ରେ ପିରିୟଡ଼ ହେବାର ପୂର୍ବରୁ 14 ଦିନ ପଛକୁ ଗଲେ ଯେଉଁ ଦିନ 14 ଦିନ ହେବ ସେହିଦିନ ଅଭଲୁୟସନ ତାରିଖ ଅଟେ ।ତେବେ ଆପଣଂକୁ ଲଗାତାର କିଛି ମାସ ଧରି ଦେଖିବାକୁ ହେବ କି ଆପଣଙ୍କ ପିରିୟଡ଼ କୋଉ ତାରିଖ ରେ ହେଉଛି ।ଗୋଟିଏ ମାସର ପିରିୟଡ଼ ହେବାର ତାରିଖରୁ ଆଉ ଗୋଟିଏ ମାସର ପିରିୟଡ଼ ହେବା ଭିତରେ କେତେ ଦିନ ବ୍ୟବଧାନ ରହୁଛି ।ଆଉ ଯଦି 28 ରୁ 30 ଦିନ ବ୍ୟବଧାନ ରେ ଆପଣଙ୍କ ପିରିୟଡ଼ ଆସୁଥିଲେ ତାହାକୁ ନର୍ମାଲ ପିରିୟଡ଼ କୁହାଯାଏ ।
ତେବେ ଯେତେବେଳେ ଆପଣ ପିଲା କନସିଭ ପାଇଁ ଚାହୁଁଛନ୍ତି ପ୍ରଥମେ ଆଗାମୀ ବା ପୂର୍ବ ମାସର ପିରିୟଡ଼ ଡେଟ କୁ କାଉଣ୍ଟ କରି ନିଅନ୍ତୁ । ତାପରେ ସେହି ଡେଟ ରୁ ପଛକୁ 14 ଦିନ ଗଣି ନିଅନ୍ତୁ ଓ 14 ଦିନ ହେଉଥିବା ଦିନ ଟି ଅଭଲୁୟସନ ଦିନ ।ଆଉ ତାପରେ ସେହି ଦିନ ଠାରୁ ଗୋଟିଏ ଦିନ ବ୍ୟବଧାନ ରେ ରିଲେଶନ ରଖନ୍ତୁ ପିରିୟଡ଼ ହେବା ଯାଏ ରିଲେଶନ ରଖନ୍ତୁ ।ଆଉ ଏମିତି ପିରିୟଡ଼ ସରିବା ଯାଏ କରନ୍ତୁ, ଦେଖିବେ ଗୋଟିଏ ମାସ ଭିତରେ ଆପଣ ନିଶ୍ଚୟ ଗର୍ଭବତୀ ହେଇ ଯାଇଥିବେ ।ଏହାଛଡ଼ା ଅଭଲ୍ୟୁସନ ଡେଟ ଅନୁସାରେ ଗର୍ଭବତୀ ହେଲେ ଭ୍ରୁଣ ଠିକରେ ଗ୍ରୋଥ ବି କରିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।