ମାଲିକ ର ଜୀବନ ବଞ୍ଚେଇବା ପାଇଁ କୁକୁର ସମସ୍ତଙ୍କ ସହ ଯାହା କଲା ଲଢେଇ ସୁଟିଂ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….
ବନ୍ଧୁଗଣ ଆପଣ ମାନେ ଦେଖିଥିବେ କି ପ୍ରାୟ ଲୋକ ମାନେ ନିଜ ଘରେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ତଥା କୁକୁର ,ମାଙ୍କଡ , ଶୁଆ , ବିଲେଇ ଆଦି ଙ୍କୁ ପାଳିତ କରି ରଖିଥାନ୍ତି। ତେବେ ଏମାନ ଙ୍କ ମଧ୍ୟରୁ ଅନେକ ଲୋକ କୁକୁର ରଖିବା କୁ ଖୁବ ପସନ୍ଦ କରନ୍ତି , ଏପରି ମଧ୍ୟ କୁହାଯାଏ କି କୁକୁର ବହୁତ ବିଶ୍ୱସ୍ତ ହୋଇଥାନ୍ତି ।
ଜଣେ ମଣିଷ ହୁଏତ ଆପଣ ଙ୍କ ସାହାଯ୍ୟ କୁ ଭୁଲିଯାଇ ଆପଣ ଙ୍କୁ ଧକା ଦେଇପାରେ ମାତ୍ର ଗୋଟିଏ କୁକୁର ତାର ଜୀବନ ଥିବା ଯାଏ ମାଲିକ ର ରକ୍ଷା କରିଥାଏ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି କିଛି ଭିଡ଼ିଓ ଭାଇରାଲ ହେଉଛି ଯେଉଁ ଥିରେ କୁକୁର ତାର ମାଲିକ କୁ ବଞ୍ଚେଇବା ପାଇଁ ନିଜ ଜୀବନ ବାଜି ରେ ଲଗାଇ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ଭିଡ଼ିଓ ଗୁଡିକ ବିଷୟ ରେ।
୧.ପ୍ରଥମ ଭିଡ଼ିଓ ରେ ଦେଖା ଯାଇଛି କି , ଜଣେ ବ୍ୟକ୍ତି ହଠାତ ଅସୁସ୍ଥ ହୋଇ ରାସ୍ତା ରେ ପଡି ଯାଇଛନ୍ତି ଏବଂ ତାଙ୍କର ପୋଷା କୁକୁର ଟି ସେହିପରି ରାସ୍ତା ରେ ତାର ମାଲିକ କୁ ଜଗି ବସିଛି ଆଉ କାହାକୁ ତାଙ୍କ ପାଖକୁ ଆସିବାକୁ ଦେଉ ନାହିଁ। ଚିକିତ୍ସା ଟିମ ଆସିବା ପରେ ସେ ତାଙ୍କୁ ହାତ ଲଗେଇବା କୁ ଦେଉଛି।
୨.ଅନ୍ୟ ଏକ ଭିଡ଼ିଓ ରେ ଦେଖା ଯାଇଛି କି , ଜଣେ ବ୍ୟକ୍ତି ତାଙ୍କର ଛୋଟ ଛୁଆ ଓ କୁକୁର କୁ ନେଇ ପାର୍କ ରେ ବୁଲୁଥିଲେ। ତେବେ ଏହି ସମୟରେ ଗୋଟିଏ ହଂସ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଆସୁଥିଲା। ତେବେ ତାଙ୍କର କୁକୁର ଏହାକୁ ଦେଖିବା ପରେ ସେହି ହଂସ ଉପର କୁ ପାଲଟା ଆକ୍ରମଣ କରିଛି ଆଉ ତାର ମାଲିକ ଓ ଛୁଆ ର ଜୀବନ ବଞ୍ଚାଇ ଦେଇଛି।
୩.ଅନ୍ୟ ଏକ ଭିଡ଼ିଓ ରେ ଦେଖା ଯାଇଛି ଯେ , ଜଣେ ଆର୍ମି ଅଫିସର ଗାଡି ରେ ନିଜ ସାଥି ଓ କୁକୁର ସହ ଯାଉଥିଲେ। ମାତ୍ର କେମିତି ବି ସେ ତଳେ ପଡିଗଲେ। ଆଉ ସେ ତଳେ ପଡିଯିବା ମାତ୍ରେ ହିଁ ତାଙ୍କର କୁକୁର ଗାଡି ରୁ ଡେଇଁ ପଡିଲା ଏବଂ ତାଙ୍କ ସହ ଦୌଡ଼ି ଚାଲିଲା। ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ।
୪.ସେହିପରି ଏକ ଭିଡ଼ିଓ ରେ ଦେଖା ଯାଇଥିଲା କି , ଗୋଟିଏ ପୋଷା କୁକୁର ତାର ମାଲିକ ଘରେ ବେଶ ଆରାମ ରେ ରହୁଥିଲା। ମାତ୍ର ସେ ଦେଖିଲା କି ତାର ସାଥି କୁକୁର ଶୀତ ରେ ଶୋଉଛି ବୋଲି। ତେଣୁ କୁକୁର ଟି ପାଚେରୀ ପାଖକୁ ଆସି ତାର ଘୋଡ଼ିବା ବସ୍ତ୍ର ର କିଛି ଭାଗ ନିଜେ ଆଉ କିଛି ଭାଗ ପାଚେରୀ ସେପଟେ ଥିବା ସାଥି କୁକୁର କୁ ସେୟାର କରୁଛି।
୫.ଅନ୍ୟ ଏକ ଭିଡ଼ିଓ ରେ ଦେଖିବାକୁ ମିଳିଛି କି , ଯେତେବେଳେ ଗୋଟିଏ କୁକୁର ତାର ମାଲିକ କୁ ବହୁତ ଦିନ ପରେ ଦେଖୁଚି। ସେତେବେଳେ ସେ ଖୁସି ରେ କାନ୍ଦି ପକାଉଛି ଏବଂ ତାକୁ କୁଣ୍ଢେଇ ଗେହ୍ଲ କରୁଛି। ତେବେ ଆପଣ ମାନେ ଏହି ଭିଡ଼ିଓ ଟିକୁ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।