Special Tips – ପେଟ କମାଇବା ( Belly Fat ) କମାଇବା ପାଇଁ ପିଅନ୍ତୁ ମାତ୍ର ୧୫ ଦିନରେ ପେଟ, ଜଙ୍ଘର ଚର୍ବି ( Loose Belly Fat ) ଗାଏବ ହୋଇଯିବ Dr. Shubha Subramanian
ବନ୍ଧୁମାନେ ବର୍ତ୍ତମାନ ସମୟରେ ମୋଟାପା ସମସ୍ତଙ୍କ ପାଇଁ ଏକ ପ୍ରକାରର ଚିନ୍ତାର ବିଷୟ ପାଲଟି ଯାଇଛି ।ମୋଟା ହେବା ଦ୍ଵାରା ଲୋକମାନେ କେତେ ଅସୁବିଧା ରର ରହୁଛନ୍ତି ତାହା ତ ଆପଣ ଜାଣନ୍ତି ।ହେଲେ ଏହି ମୋଟାପା କମ କରିବା ଅନେକ ସମୟରେ ଲୋକମାନେ ଭୁଲ ପଦ୍ଧତି ଆପଣେଇ ନେଇ ଥାନ୍ତି, କେହି କେହି ଖାଦ୍ୟ ଖାଇବା କମ କରି ଦିଅନ୍ତି ।
ତେବେ ଆମେ ଆପଣଂକୁ ଏମିତି ଏକ ଡେଲି ରୁଟିଂ ବିଷୟରେ ବତାଇବୁ ଯାହାକୁ ପାଳନ କଲେ ଆପଣ ଗୋଟିଏ ସପ୍ତାହ ରେ ଚମତ୍କାର ରେଜଲ୍ଟ ପାଇ ପାରିବେ ।ଏହା ବ୍ୟତୀତ ଆପଣଂକୁ କୌଣସି ପ୍ରିୟ ଖାଦ୍ୟ ଠାରୁ ଦୂରେଇ ଯିବାକୁ ପଡ଼ିବ ନାହିଁ ।
ଆପଣଂକୁ ଏହି ଡେଲି ରୁଟିଂ କରିବାକୁ ହେଲେ ଆପଣଙ୍କ ଜୀବନରେ କିଛିଟା ପରିବର୍ତ୍ତନ କରିବାକୁ ପଡିବ ।ଯେମିତି କିଏ ଆପଣଂକୁ ପ୍ରଥମେ ଜଲଦି ସକାଳୁ ଉଠି 2 ଗ୍ଲାସ ରୁ ଅଧିକ ପାଣି ପିଇବାର ଅଛି, ତାପରେ ଆପଣ ନିଜ ଜଳଖିଆ ରେ କିଛି ହାଲୁକା ଖାଦ୍ୟ ନେବାର ଅଛି ।ହେଲେ ତେଲରେ ତିଆରି ଖାଦ୍ୟ ଓ ପ୍ରସେସ ଖାଦ୍ୟରୁ ଦୁରେଇ ରହିବେ ।ଏହାପରେ ଆଉ କିଛି ଖାଇବେ ନାହିଁ, ଯଦି ମଝିରେ ଭୋକ ଲାଗେ ତାହେଲେ ଆପଣ ଯୁସ ବା ପାଣି ପିଇ ପାରିବେ ।ଏହାପରେ ଆପଣ ନିଜର ଲଂଚରେ ଭାତ ଖାଇବେ ନାହିଁ ତ ଜାଗାରେ ରୁଟି ଓ ଅଧିକ ସିଝା ପରିବା ବା ସନ୍ତୁଳା ପରିବା ଖାଇବେ ।ତେବେ ଭାତ କି ରୁଟି ନେଉଥିଲେ ତାହାର ପରିମାଣ ତହରୁ ପରିବା ଅଧିକ ରଖିବେ ଖାଇବାରେ ।
ତାପରେ ଉପରଅଳି ରେ କୌଣସି ବି ଯୁସ ପିଇବେ ନହେଲେ ଅଳ୍ପ ଚିନି ପକାଇ ଚା ନହେଲେ କଫି ପିଇ ପାରିବେ ।ଏହାପରେ ସନ୍ଧ୍ୟା ବେଳେ ଆପଣ ପନିପରିବା ରେ ନହେଲେ ଫଳରେ ସାଲଡ଼ ତିଆରି କରି ଖାଇବେ, ଆଉ ଏହାର ପରିମାଣ ଅଧିକ ରଖିବେ ।ତାପରେ ରାତିରେ ଆପଣ ରୁଟି ସହିତ ପରିବା ସନ୍ତୁଳା ନେଇ ପାରିବେ ।ଏହା ବ୍ୟତୀତ ଆପଣ ଅଳ୍ପ ତେଲରେ ମାଛ ଓ ମାଂସ ବି ତିଆରି କରି ଖାଇପାରିବେ ।ଆପଣଙ୍କ ର ନୀତିଦିନ ଖାଦ୍ୟ ଏମିତି ରହିବା ସହିତ କିଛି ଏକ୍ସାସାଇଜ କରିବେ, ନିହାତି ଦିନକୁ 30 ମିନିଟ ଏକ୍ସାସାଇଜ କରନ୍ତୁ ।
ଏବେ ଏହି କଫିରେ ତିଆରି ରିମେଡି କୁ ପ୍ରତ୍ୟେକ ଦିନ ଦୁଇ ଥର ପିଅନ୍ତୁ, ଏହି ରିମେଡି ର ବ୍ୟବହାର କଲେ ଚର୍ବି ଯାଦୁ ପରି କମିଯାଏ ।ତେବେ ରିମେଡି ଟିକୁ ଏମିତି ତିଆରି କରନ୍ତୁ, ଆପଣ ଗୋଟିଏ କପ ପାଣିକୁ ଗରମ କରିବେ ଫାଳେ ଲେମ୍ବୁ ଚିପୁଡି ଦେବେ । ତାପରେ ସେଥିରେ ଛୋଟ କଫି ପ୍ୟାକେଟ କୁ ପକାଇବେ
କିଛି ସମୟ ସେହି ପାଣି ଫୁଟିବା ପରେ ଆପଣ ତାହାକୁ ହାଲୁକା ଥଣ୍ଡା କରି ଚା ପରି ପିଇ ପାରିବେ ।ତେବେ ଯଦି ଆପଣ ଏମିତି ରେଗୁଲାର ଡାଏଟ ସହିତ ଖାଦ୍ୟ ନେବେ ତାହେଲେ ଗୋଟିଏ ମାସ ଭିତରେ ଆପଣଙ୍କ ମୋଟାପା ବହୁତ କମି ଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।