ମାତ୍ର 2ଟି ଦିଆସିଲି କାଠିରେ ଯୁବକ ବନିଲେ ହେଲିକ୍ୟାପ୍ଟର ତାପରେ ହଠାତ୍ ଯାହା ହେଲା… 45 କୋଟିରୁ ଅଧିକ ଲୋକ ଦେଖିସାରିଲେନି
ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ। ମାତ୍ର ଏହି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଭିଡ଼ିଓ ସବୁ ଆମେ ଦେଖିବାକୁ ପାଇଥାଉ,
କେତେକ ଆମ ପାଇଁ ଶିକ୍ଷଣୀୟ ହୋଇଥିବା ବେଳେ ଅନ୍ୟ କେତେକ ଭାରି ମଜାଦାର ଭିଡ଼ିଓ ହୋଇଥାଏ। ତେବେ ଏହିଭଳି ଏକ ମଜାଦାର ତଥା ଏକ୍ସପେରିମେଣ୍ଟାଲ ଭାଇରାଲ ଭିଡ଼ିଓ ଟି ବିଷୟ ରେ ଆମେ ଆଜି ଆପଣ ଙ୍କୁ ଜଣେଇବା କୁ ଯାଉଛୁ ଯାହା ବିଷୟ ରେ ଜାଣିଲେ ଆପଣ ଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ଲାଗିବ।
ତେବେ ଭାଇରାଲ ଭିଡ଼ିଓ ଟି ହେଉଛି ଦିଆସିଲି ଖୋଳ ମାଧ୍ୟମ ରେ ହେଲିକ୍ୟାପ୍ଟର ବନେଇବା ଆଉ ତାହାକୁ ଉଡେଇବେ ମଧ୍ୟ। ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କି ଅତି ସହଜରେ ଆପଣ ନିଜ ପିଲାଙ୍କ ର ଖେଳିବା ପାଇଁ ଏହିପରି ହେଲିକ୍ୟାପ୍ଟର ବନାଇ ପାରିବେ ବୋଲି। ତେବେ ଏହାକୁ ଆମର ଜଣେ ୟୁ ଟ୍ୟୁବର ଭାଇ କରି ଦେଖାଇ ଛନ୍ତି ଯାହାକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏହି ଏକ୍ସପେରିମେଣ୍ଟ ରେ ବ୍ୟବହାର କରାଯାଇଛି ଏକ ଦିଆସିଲି ଖୋଳ, ବ୍ୟାଟେରୀ, ଲାଇଟ, ଅଠା ଏବଂ ସରୁ କାଠି। ତେବେ ଆସନ୍ତୁ ଜାଣିବା ଏହି ମଜାଦାର ଏକ୍ସପେରିମେଂଟାଲ ଭିଡ଼ିଓ ଟି ବିଷୟ ରେ।
ତେବେ ଏହି ହେଲିକ୍ୟାପ୍ଟର ଟି କୁ ବନେଇବା ପାଇଁ ପ୍ରଥମ ଗୋଟିଏ ଡିଆସିଲି ଖୋଳ ନିଅନ୍ତୁ ଏବଂ କିଛି ସରୁ କାଠି ଛୋଟ ଛୋଟ କରି ୪ ଟି ଏବଂ ବଡ଼ ୨ ଟି ଯେଉଁ ଭଳି ଭାବରେ ଏହି ଭିଡ଼ିଓ ରେ ଦେଖା ଯାଇଛି। ଏହା ପରେ ଆପଣ ଚାରି ଟି ଛୋଟ କାଠି କୁ ହେଲିକ୍ୟାପ୍ଟର ର ଚାର ଟି ବସିବା ପାଇଁ ହୋଇଥିବା ଲଗାଇ ଦିଅନ୍ତୁ ଏବଂ ତା ଉପରେ ଦୁଇ ଟି ବଡ଼ କାଠି ଏହିପରି ଭାବରେ ଲଗାନ୍ତୁ ଯାହାକୁ ଦେଖିଲେ ହେଲିକ୍ୟାପ୍ଟର ର ଷ୍ଟାଣ୍ଡ ଭଳି ଲାଗିବ। ତେବେ ଏହା ପରେ ଏକ ବେଟେରୀ ନିଅନ୍ତୁ ଏବଂ ସେଥିରେ ଛୋଟ ବଲ ଟିଏ ଲଗାଇ ତାହାକୁ ଫିଟିଙ୍ଗ କରି ନିଅନ୍ତୁ।
ତେବେ ବର୍ତ୍ତମାନ ଏହାକୁ ଡିଆସିଲି ଖୋଳ ଭିତରେ ଫିଟ କରି ନିଅନ୍ତୁ। ତେବେ ଭିଡ଼ିଓ ରେ ଦେଖା ଯାଇଥିବା ଭଳି ହେଲିକ୍ୟାପ୍ଟର ର ଲାଇଟ ଓ ଫେନ ଲଗାଇ ଦିଅନ୍ତୁ ଏବଂ ଏହାକୁ ଗୋଟିଏ ରିମୋଟ କଣ୍ଟ୍ରୋଲର ସହ ଲଗାଇ ଦିଅନ୍ତୁ। ତେବେ ଏହା ପରେ ଆପଣ ଦେଖିବେ ଏହା ଗୋଟିଏ ହେଲିକ୍ୟାପ୍ଟର ଭଳି ଛୋଟ ଓ ଖେଳନା ହେଲିକ୍ୟାପ୍ଟର ଭଳି ଦେଖା ଯାଉଚି ଏବଂ ଏହାକୁ ରିମୋଟ ଦ୍ୱାରା ଚଳେଇ ଦେଖନ୍ତୁ ଏହା ଆକାଶ ରେ ଉଡିବ ମଧ୍ୟ। ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ନିଶ୍ଚିତ ଆପଣ ମାନ ଙ୍କୁ ଭଲ ଲାଗିଥିବ ଏହାକୁ ପ୍ରସ୍ତୁତ କରି ମଧ୍ୟ ଆପଣ ବ୍ୟବହାର କରି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।