Daily news update , Real odisha local news

ଏହି ମହିଳା IAS ଅଫିସର Srushti Jayant ଙ୍କ ପାୱାର ଦେଖିଲେ ଆପଣ ବି ଗର୍ବ ଅନୁଭବ କରିବେ… ଭିଡ଼ିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ…

0 16,391

ବନ୍ଧୁମାନେ ଆମ ଦେଶର ସବୁଠାରୁ ବଡ଼ ବଡ଼ ପରୀକ୍ଷା ଭିତରୁ ଗୋଟିଏ ହେଉଛି UPSE ପରୀକ୍ଷା, ଆଉ ଏହି ପରୀକ୍ଷା ଯେତେବେଳେ ଜଣେ ପାସ କରୁଛନ୍ତି ସେତେବେଳେ ଯାଇ ଜଣେ IAS ହେଉଛନ୍ତି ।ଆଉ ଜଣେ IASପଦବୀ ରେ ରହିବା ପରେ ତାଙ୍କ ଜୀବନର ଗତିବିଧି ସବୁକିଛି ବଦଳି ଯାଇଥାଏ ।ଏସବୁ ବ୍ୟତୀତ IAS ଅଧିକାରୀ ଙ୍କର ପାୱାର ବି ଖୁବ ଅଧିକ ତାଙ୍କ ହାତରେ ଗୋଟିଏ ଜିଲ୍ଲାର ଦାୟିତ୍ୱ ରହିଥାଏ ।

ତେବେ ନିକଟରେ ଜଣେ IAS ଅଧିକାରୀ ତାଙ୍କର ସେହି ପାୱାର କୁ ଯେମିତି ବ୍ୟବହାର କରୁଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ଆପଣ ସମସ୍ତେ ଜାଣିଛନ୍ତି ବର୍ତ୍ତମାନର ସବୁ ଯୁବପିଢ଼ି IAS ହେବାକୁ ଚାହୁଁଛନ୍ତି ଆଉ ସେଥିପାଇଁ ଅନେକ ନୂଆ କରି IAS ହେଉଥିବା ଅଧିକାରୀ ମାନଙ୍କ ନିଜର ପ୍ରେରଣା ବି ମାନିଥାନ୍ତି ।ତେବେ IAS ଅଧିକାରୀ ସୃଷ୍ଟି ଜୟନ୍ତ ଦେଶମୁଖ ଜନ୍ର ଯୁବତୀ ଯିଏ ମାତ୍ର 21 ବର୍ଷ ବୟସରେ IAS ହେବାର ଦାୟିତ୍ୱ ସମ୍ଭାଳିବା ପରେ ତାଙ୍କର କାମ ଗୁଡିକ ବି ଖୁବ ଦମଦାର ହେଉଛି ।ଏତେ କମ ବୟସରେ ଜଣେ ଆଇ ଏ ଏସ ଅଧିକାରୀ ହେଇ ସମାଜ ପ୍ରତି ଯେମିତି ସେ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି ତାହା ଦେଖି ସମସ୍ତେ ତାଯୁବ ।

ତେବେ ନିକଟରେ ସୃଷ୍ଟି ଜୟନ୍ତ ଦେଶମୁଖ ଙ୍କୁ ଏକ ଗାଁ ରେ ଦେଖିବାକୁ ମିଳିଥିଲା ତେବେ ସେହି ଗାଁ ରେ ଆୟୁଷ ଯୋଜନା କାର୍ଯ୍ୟକ୍ରମ ବିଷୟରେଲୋକଙ୍କୁ ବୁଝାଇବାକୁ ପଡୁଥିଲା । ତେବେ ସେଠାରେ ଏହି ଆଇ ଏ ଏସ ଅଧିକାରୀ ନିଜେ ପହଁଚି ପ୍ରଥମେ ସେହି ଗାଁ ସରପଞ୍ଚଙ୍କୁ ଦେଖା କରୁଛନ୍ତି ତାପରେ ନିଜେ ସେ ଲୋକଙ୍କୁ ସେହି କାର୍ଡ କାହିଁକି ତିଆରି ହେଉଛି ସେ ବିଷୟରେ ବୁଝାଇଥିଲେ ।
ଏହି କାର୍ଡ ମାଧ୍ୟମରେ କେମିତି ଲୋକ ମାନଙ୍କର ଉନ୍ନତି ପାଇଁ ତାହା ବି ଜଣାଇଥିଲେ ।

ତେବେ ଏହି କାର୍ଡ ସରକାର ଙ୍କ ତରଫରୁ ମିଳୁଛି ସେସବୁ ବିଷୟରେ ଖିବା ପରେ କଲେକ୍ଟର ନିଜେ ସାଧାରଣ ଲୋକ ଯିଏ ବୁଝି ପାରୁ ନଥିଲେ ତାଙ୍କ ପାଖକୁ ଯାଇ ଭଲରେ କହିଥିଲେ ।ତେବେ ସରକାର ପ୍ରତି କଲେକ୍ଟର ଙ୍କୁ ରହି ନିର୍ଦ୍ଦେଶ ଦେଇଛନ୍ତି କି ଏହି କାର୍ଡ ଯେମିତି ପ୍ରତି ଲୋକଙ୍କ ପାଖରେ ପହଂଚିବ ସେ ବ୍ୟବସ୍ଥା କରିବେ ।ତେବେ ସୃଷ୍ଟି ଜୟନ୍ତ ଦେଶମୁଖ ଜଣେ ଏତେ ବଡ଼ ପଦବୀରେ ରହିବା ସହିତ ତାଙ୍କ ପାଖରେ କେତେ ପାୱାର ରହିଛି ତାପରେ ବି ସେ ଲୋକ ମାନଙ୍କର କଥା ଏମିତି ବୁଝୁଥିବାର ଦେଖି ସମସ୍ତେ ଖୁବ ପ୍ରଶଂସା କରିଛନ୍ତି ତାଙ୍କର ।ତେବେ ଏହି ଘଟଣା ଏବେ ସୋସିଆଲ ମେଡିଆରେ ବି ବହୁତ ଭାଇରଲ ହେବାରେ ଲାଗୁଛି ଏହା ଆଗରୁ ବି ତାଙ୍କୁ ଏମିତି ଅନେକ କାମ କରିବାର ଦେଖିବାକୁ ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.