AMBULANCE WITH SERIOUS PATIENT ଗେଟ ମେନ ର ସାହସିକତା ପାଇଁ ଆପଣ ବି ପ୍ରଶଂସା ନକରି ରହି ପାରିବେନି… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ…
ଦର୍ଶକ ବନ୍ଧୁ ଆପଣ ସୋସିଆଲ ମେଡିଆରେ ଏମିତି ଅନେକ ଘଟଣା ନୀତିଦିନ ଦେଖୁଥିବେ ଆଉ ସେହି ଭିଡ଼ିଓ ଗୁଡିକ ଭିତରେ ଅଚାନକ କିଛି ଭିଡ଼ିଓ ସାମ୍ନା କୁ ଆସିଯାଏ ଯାହା ଦେଖିଲେ ଆପଣଙ୍କ ହୃଦୟ ତରଳି ଯାଏ ।ତେବେ ବହୁତ ସମୟରେ ବ୍ୟଜଟି ଟିକିଏ ସାହସ ଜୁଟେଇବାକୁ ଖୁବ କୁଣ୍ଠାବୋଧ କରିଥାନ୍ତି ଆଉ କେହି କେହି ଅସୁବିଧା ସମୟରେ ଏହି ଟିକିଏ ସାହସ ଦେଖନ୍ତି ବୋଲି ବିପଦ ଟଳି ଯାଏ ।ତେବେ ଆଜି ଏମିତି କିଛି ସାହସିକ ଭରା କାମ ଦେଖାଇଛନ୍ତି ଜଣେ ଟ୍ରେନ ଫାଟକ କର୍ମଚାରୀ ଯାହା ଖୁବ ପ୍ରଶଂସନୀୟ ।ଆଉ ସେହି ସାହସିକ କାମଟି କଣ ଆସନ୍ତୁ ଆଗକୁ ଜାଣିବା ।
ତେବେ ବହୁତ ସମୟରେ ଆମ ଆଖି ଆଗରେ ଅନେକ ଘଟଣା ଘଟିଯାଏ କିନ୍ତୁ ଆମେ କେବେ ସାହସ କରୁନା କି ସେହି ବିପଦକୁ ଅଟକାଇବାକୁ ।ହେଲେ ଏହି ମଣିଷ ମାନଙ୍କ ଭିତରେ ବି ଏମିତି ବ୍ୟକ୍ତି ଅଛନ୍ତି ଯେଉଁମାନେ ଜୀବନକୁ ବିପଦରେ ପକେଇ ବି ଆଉ କାହାକୁ ବଞ୍ଚେଇ ଥାଆନ୍ତି ।ଯେମିତି ଆଜିର ଏହି ଗେଟ ମେନ, ଟ୍ରେନ ଆସିବା ଦେଖି ବି ଉଠାଇ ଦେଇଥିଲେ ଗେଟ ଆଉ ଯିବାକୁ ଦେଇଥିଲେ ଦୁଇ ଦୁଇଟି ଆମ୍ବୁଲାନ୍ସ କୁ ।ଯେଉଁ ଘଟଣା ଶୁଣିଲେ ଆପଣ ବୁଝି ପାରୁ ନଥିବେ କିନ୍ତୁ ଏହା ଯେ କେତେ ରୀକ୍ସି ତାହା କେବଳ ସେହି ଗେଟ ମେନ ହିଁ ଜାଣିଥିଲେ ।
ଆପଣ ଏହି ଘଟଣାରେ ଦେଖି ପାରିବେ ଟ୍ରେନ ଆସିବାର ଜାଣି ଗେଟ ମେନ ଗେଟ ପକେଇ ଦେଇଥିଲେ କିନ୍ତୁ ଏପଟେ ଗେଟ ପାଖରେ ଅଟକି ଥିଲା ଦୁଇଟି ଆମ୍ବୁଲାନ୍ସ ।ଆଉ ସେହି ଆମ୍ବୁଲାନ୍ସ ଭିତରେ ଥିଲେ ସିରିଏସ ରୋଗୀ ଯେଉଁ ମାନଙ୍କ ପାଇଁ ଗୋଟିଏ ଗୋଟିଏ କ୍ଷଣ ଖୁବ ମୂଲ୍ୟବାନ ଥିଲା ।ଏହା ଦେଖି ଗେଟ ମେନ କଣ କରିବ କିଛି ଜାଣି ପାରି ନଥିଲେ ଶେଷରେ ଦେଖିଲେ ଟ୍ରେନ ଆସିବାକୁ ଡେରି ହେଉଛି ତେଣୁ ସେ ତୁରନ୍ତ ଗେଟ ଉଠାଇ ଦେଇଥିଲେ ।ତାପରେ ଦୁଇଟି ଆମ୍ବୁଲାନ୍ସ ଟ୍ରେଲ ଲାଇନ ପାର କରି ଯାଇଥିଲା, ଏହାପରେ ଗେଟ ମେନ ପୁଣି ଗେଟ ପକେଇ ଦେଇଥିଲେ ।
ଗେଟ ପଡିବା ପରେ ଟ୍ରେନ ଚାଲି ଯାଇଥିଲା, ଆଉ ଏପଟେ ଆମ୍ବୁଲାନ୍ସ ବି ଠିକରେ ପାର ହେଇ ସାରିଥିଲା ଟ୍ରାକ ।ତେବେ ସତରେ ଗେଟ ମେନ ଙ୍କ ସାହସ କୁ ମାନିବାକୁ ପଡିବ ତାଙ୍କର ଟିକିଏ ସାହସ ପାଇଁ ଆଜି ହୁଏତ ସେହି ରୋଗୀଙ୍କ ଠିକରେ ଚିକିତ୍ସା ହେଇଥିବ ।ଅନ୍ୟପଟେ ଯେତେବେଳେ ଗେଟ ମେନ ଙ୍କର ଏହି କାମ ସମସ୍ତେ ଜାଣିଲେ ତାଙ୍କୁ ଖୁବ ପ୍ରଶଂସା କଲେ ।ବର୍ତ୍ତମାନ ଦୁନିଆରେ ସମସ୍ତେ ସ୍ୱାର୍ଥ ପଛରେ ଧାଇଁ ଥିବା ବେଳେ ଏହି ବ୍ୟକ୍ତି ଜୀବନ ବାଜି ଲଗେଇ ଏମିତି କାମ କରିଥିଲେ ଯାହା ଖୁବ ପ୍ରଶଂସନୀୟ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।