ବନ୍ଧୁମାନେ ନାରୀ ଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ, ଜଣେ ସୁଲକ୍ଷଣୀ ନାରୀ ଘର କୁ ସ୍ୱର୍ଗ କରି ଦେଇଥାଏ ।ଆଉ ସେହି ଜାଗାରେ ଜଣେ ଅଲକ୍ଷଣି ନାରୀ ନିଜ ସହିତ ସମସ୍ତ ଙ୍କ ଜୀବନ ରେ ଦୁଃଖ ଆଣି ଦିଏ ।ତେବେ ବୃହତ ସଂହିତା ଅନୁସାରେ ମହିଳା ମାନଙ୍କ ଶରୀର ର ଗଠନ ବା ତାଙ୍କର କିଛି ଏମିତି ଅଙ୍ଗ ପ୍ରତ୍ୟଙ୍ଗ ରହିଛି ଯାହା ଏହି ଅଲକ୍ଷଣି ବା ଅଶୁଭ ମହିଳା ମାନଙ୍କୁ ଚିଂହେଇ ବାରେ ସାହାଯ୍ୟ କରିଥାଏ ।ଏହା ବ୍ୟତୀତ ସେହି ଅଙ୍ଗ ଗୁଡ଼ିକ ପାଇଁ ମହିଳା ମାନେ ଅଶୁଭ ବି ହେଇଥାନ୍ତି, ତେବେ ସେହି ଅଶୁଭ ମହିଳା ମାନଙ୍କୁ କେମିତି ଚିନ୍ହିବା ଆସନ୍ତୁ ଜାଣିବା।
– ଯେଉଁ ମହିଳା ମାନଙ୍କ ପାଦ ଆଙ୍ଗୁଳି ର ସାନ ଆଙ୍ଗୁଳି ବା ତାର ପାଖ ଆଙ୍ଗୁଳି ମଟିକୁ ଛୁଇଁ ନଥାଏ ଓ ଯେଉଁ ମହିଳା ମାନଙ୍କ ର ବୁଡ଼ା ଆଙ୍ଗୁଳି ଠାରୁ ତାର ପାଖ ଆଙ୍ଗୁଳି ଲମ୍ବା ହେଇଥାଏ ।ଏହିପରି ମହିଳା ମାନେ ସୁଲକ୍ଷଣୀ ନୁହଁନ୍ତି, ଏମାନେ ଖୁବ କ୍ରୋଧି ହେବା ସହିତ ଏମାନଙ୍କୁ ନିୟନ୍ତ୍ରଣ କରିବା ଖୁବ କଷ୍ଟ ଅଟେ ।
-ଯେଉଁ ମହିଳା ମାନଙ୍କ ର ପାଦର ପଛ ଭାଗ ବା ଏଡି ପାର୍ଶ୍ଵ ଅଧିକ ମୋଟା ଓ ଶିରା ପ୍ରଶିରା ଜଣା ପଡୁଥାଏ, ଏହିପରି ମହିଳା ଘର ପାଇଁ ଖୁବ ଅଶୁଭ ଅଟନ୍ତି ।ମହିଳା ମାନଙ୍କ ର ପାଦର ପଛରେ ମାଂସ ଅଧିକ ନଥିଲେ ଏହି ମହିଳା ମାନଙ୍କୁ ଜୀବନରେ ବହୁତ କଷ୍ଟ ସହିବାକୁ ପଡିଥାଏ ।
-ଯେଉଁ ମହିଳା ମାନଙ୍କର ପେଟର ଆକାର ମାଠିଆ ପରି ହେଇଥାଏ ସେହି ମହିଳା ମାନଙ୍କୁ ଜୀବନସାରା ଗରିବୀ ର ଦୁଃଖ ସହିବାକୁ ହୁଏ ।ଏହା ବ୍ୟତୀତ ମହିଳା ମାନଙ୍କର ପେଟ ଅଧିକ ଲମ୍ବା, ଅଧିକ ଛୋଟ ଓ ଭିତରକୁ ପଶି ଯାଇଥିବା ପରି ହେଇଥିଲେ ବି ଏହି ମହିଳା ମାନେ ଅଶୁଭ ହେଇଥାନ୍ତି ।
-ମହିଳା ମାନଙ୍କର କପାଳ ଅଧିକ ଲମ୍ବା ହେଇଥାଏ ସେମାନେ ଦିଅର ପାଇଁ ଅଶୁଭ ହେଇଥାନ୍ତି ଓ ଯେଉଁ ମହିଳା ମାନଙ୍କର ପେଟ ଲମ୍ବା ହେଇଥାଏ ସେମାନେ ଶ୍ବଶୁର ପାଇଁ ଅଶୁଭ ହେଇଥାନ୍ତି ।ମହିଳା ଙ୍କର ଅଣ୍ଟା ର ତଳ ପାର୍ଶ୍ଵ ଅଧିକ ମୋଟା ହେଇଥାଏ ସେମାନେ ସ୍ଵାମୀ ପାଇଁ ଖୁବ ଅଶୁଭ ହେଇଥାନ୍ତି ।
-ଯେଉଁ ମହିଳା ମାନଙ୍କର ଓଠର ଉପର ପାର୍ଶ୍ଵରେ ଅଧିକ କେଶ ରହିଥାଏ ଓ ଯେଉଁ ମହିଳା ଅଧିକ ଲମ୍ବା ହେଇଥାନ୍ତି ସେମାନେ ନିଜ ସ୍ଵାମୀ ପାଇଁ ଅଶୁଭ ଅଟନ୍ତି ।
-ଯେଉଁ ମହିଳାଙ୍କର କାନରେ ଅସାମାନ୍ୟ ପରି ଚୁଟି ରହିଥାଏ ସେହି ମହିଳା ଘର ପାଇଁ କ୍ଳେଶ ଅଟନ୍ତି ।ଆଉ ମହିଳା ଙ୍କର ଦାନ୍ତ ର ମାଡି କଳା ଥିଲେ ଓ ଦାନ୍ତ ଆଗକୁ ବାହାରି ଥିଲେ ସେହିପରି ମହିଳା ନିଜର ଦୁଃଖ କ୍ଳେଶ ର କାରଣ ଅଟନ୍ତି ।
-ଯେଉଁ ମହିଳାଙ୍କର ଆଖି ହଳଦିଆ ଓ ଯେଉଁ ମହିଳାଙ୍କ ର ହସିବା ବେଳେ ଗାଲରେ ଡିମ୍ପ୍ଲ ଆସିଥାଏ ସେହି ମହିଳା ମାନେ ଭଲ ଚରିତ୍ର ର ହେଇ ନଥାନ୍ତି ।
-ଯେଉଁ ମହିଳାଙ୍କ ର ବେକ ଛୋଟ ହେଇଥାଏ ସେମାନେ ନିଜ ନିର୍ଣ୍ଣୟ ଅନ୍ୟ ଉପରେ ଛାଡ଼ି ଦେଇଥାନ୍ତି ଓ ଯେଉଁ ମହିଳାଙ୍କ ର ବେକ 4 ଆଙ୍ଗୁଳି ରୁ ଅଧିକ ହେଇଥାଏ ସେହି ମହିଳା ନିଜ ଵଂଶର ବିନାଶ କରିଥାନ୍ତି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।