Daily news update , Real odisha local news

ଦୁଇ ମହଲା ଛାତ ଉପରେ TIK TOK ଭିଡ଼ିଓ କରିବା ଯୁବକ ଙ୍କୁ ପଡିଲା ମହଙ୍ଗା… ଆଉ ତା ପରେ କଣ ଘଟିଲା… ଦେଖନ୍ତୁ VIDEO

0 4,805

ବନ୍ଧୁମାନେ ଆଜିକାଲି ସୋସିଆଲ ମେଡିଆରେ ଭିଡ଼ିଇ ପୋଷ୍ଟ କରିବା ନିଶା ସମସ୍ତଙ୍କୁ ଘାରିଛି ।ଯିଏ ଯେତେ ୟୁନିକ ଭିଡ଼ିଓ ପୋଷ୍ଟ କଲା ତାର ଭିଡ଼ିଓଖୁବ ଭାଇରଲ ହେଲା, ତେବେ ଏହି ଭିଡ଼ିଓ କରିବାକୁ ଯାଇ ଲୋକମାନେ ଏମିତି କିଛି କରୁଛନ୍ତି ଯାହାର ଭୟଙ୍କର ପରିଣାମ ତାଙ୍କୁ ଜୀବନସାରା ଭୋଗିବାକୁ ପଡୁଛି ।

ତେବେ ଏହି କଥା ଆମେ କହୁନାହୁଁ ବରଂ ଆଜିରେହିଁ ଭିଡ଼ିଓ ଟି ଦେଖିଲେ ଠିକରେ ବୁଝି ପାରିବେ ।ଟିକଟିକ ଭିଡ଼ିଓ କରିବାକୁ ଯାଇ ଯୁବକ ଜଣକ ଦୁଇ ମହଲା ୩ ଉପରୁ ଖସି ପଡିଛନ୍ତି ଆଉ ତାପରେ ପରିସ୍ଥିତି ଅସମ୍ଭାଳ ହେଇ ପଡିଛି ।

ତେବେ ସୋସିଆଲ ସମସ୍ତଙ୍କୁ ଗୋଟିଏ ପ୍ଲାଟଫାର୍ମ ଦେଇଛି ଆଉ ଏଥିରେ ଲୋକ ମାନେ ନିଜ ନିଜର ଟେଲେଣ୍ଟ କୁ ବାହାରକୁ ଆଣିବାରେ ସମର୍ଥ ହେଇ ପାରିଛନ୍ତି ।ତେବେ ଯେପରି ଏଥିରେ ଡ୍ୟାନ୍ସ, ଗୀତ, ଅଭିନୟ, ଠାରୁ ଆରମ୍ଭ କରି ଷ୍ଟଣ୍ଟ ପରି ଅନେକ ଭିଡ଼ିଓ ଖୁବ ଲୋକାଦୃତ ହେଇ ପାରିଛି ।ତେବେ ଷ୍ଟଣ୍ଟ କରିବା ବେଳେ ଯୁବପିଢ଼ି କିଛି ନୂଆ ଓ ଭିନ୍ନ କରିବାକୁ ଚେଷ୍ଟା କରିଥାନ୍ତି ଆଉ ଏଥିରେ ତାଙ୍କ ଜୀବନ ପ୍ରତି ବି ବିପଦ ରହିଥାଏ, ତଥାପି ଭିଡ଼ିଓ କରିବା ନିଶାରେ ସେମାନେ ଏହିପରି କଷ୍ଟ କାମ କରିଥାନ୍ତି ।ତେବେ ଜଣେ ଯୁବକ ଏମିତି ଏକ ଭିଡ଼ିଓ କରିବାକୁ ଯାଇ ଆଜି ହସ୍ପିଟାଲ ବେଡ଼ର ନଜର ଆସିଛନ୍ତି ।

ତେବେ ଭିଡ଼ିଓରେ ଆପଣ ଦେଖି ପାରିବେ କି ଯୁବକ ଜଣକ ଗୋଟିଏ ଛାତ ଉପରେ ପାଗଳ ପରି ଏପଟରୁ ସେପଟ ହେଉଛନ୍ତି ଆଉ ସେହି ଭିତରେସେ କୁଆଡେ କୁଆଡେଯାଇ ବାଜି ଯାଉଛନ୍ତି ।ତେବେ ଯୁବକ ଜଣକ ଭିଡ଼ିଓ ନିଶାରେ ଏତେ ପାଗଳ କି ତାଙ୍କୁ କଷ୍ଟ ହେଉଥିଲେ ବି ସେମିତି କରୁଛନ୍ତି ଆଉ ସେହି ଭିତରେ ହଠାତ ସେ ଛାତ ଉପରୁ ଖସି ପଡୁଛନ୍ତି ।ଆଉ ସେ ପୁଣି ଦୁଇ ମହଲା ଛାତ ଉପରୁ, ତାପରେ ଅବସ୍ଥା କଣ ହେଇଥିବ ଆପଣ ଭାବି ପାରୁଥିବେ ।ତେବେ ସୁସିଗ୍ନା ଅନୁସାରେ ଏହି ଯୁବକ ଜଣକ ରାଉରକେଲା ଜିଲ୍ଲାର ଅନିଲ ଗୋଚ୍ଛାୟତ।

ତେବେ ସୂଚନା ଅନୁଯାୟୀ ବର୍ତ୍ତମାନ ଯୁବକ ଙ୍କୁ ସଂଗେ ସଂଗେ ହସ୍ପିଟାଲ ନିଆ ଯାଇଥିଲା ଆଉ ସେଠାରେ ସେ ଏବେ ଚିକିତ୍ସିତ ହେଉଛନ୍ତି ।ତେବେ ଆଜିକାଲି ଯୁବପିଢ଼ି ଭିଡ଼ିଓ ନିଶାରେ ଏମିତି ସବୁ ଭୟଙ୍କର ଷ୍ଟେପ ଉଠାଉଛନ୍ତି ଆଉ ବହୁତ ସେହି ସମୟରେ ଛୋଟ ଛୋଟ ଭୁଲ ଯୋଗୁ ଜୀବନ ବିପଦରେ ପକେଇ ଦେଉଛନ୍ତି ।ଆଉ ସେଥିରେ ନିଜର କ୍ଷତି ହେବା ସହିତ ପରିବାର ପାଇଁ ବୋଝ ତିଆରି କରୁଛନ୍ତି ।ତେବେ ବନ୍ଧୁମାନେ ଆପଣ ବି ସମସ୍ତେ ଏମିତି ଭିଡ଼ିଓ କରୁଥିବେ ତେବେ ସବୁବେଳେ ସାବଧାନତା ଅବଲମ୍ବନ କରିବା ଉଚିତ ନହେଲେ ଏମିତି ଦୁର୍ଘଟଣା ଘଟିପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.