ବଡ଼ ଧୂମ ଧାମରେ ବାହାଘର ହେଲା, ମଜାମସ୍ତି ଭିତରେ ବାହାଘର ବି ସରିଲା କିନ୍ତୁ କଣ ହେବ ବାହାଘର ପରେ ସ୍ତ୍ରୀ ଫେରାର ହେଲା ପ୍ରେମିକ ସହ ।ତେବେ ବନ୍ଧୁମାନେ ଆଜିକାଲି ଅଜବ ଅଜବ ଘଟଣା ଦେଖିବାକୁ ମିଳୁଛି ବିବାହ କୁ ନେଇ ।
ଆଉ ବର୍ତ୍ତମାନ ସୋସିଆଲ ମେଡିଆରେ ଏମିତି ଏକ ବାହାଘର ର ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହା ଦେଖିଲେ ହୋସ ଉଡିଯିବ ।ତେବେ ଏଠାରେ ବାହାଘର ବେଶ ଜକଜମକ ରେ ହେଉଛି କିନ୍ତୁ ଶେଷରେ ସ୍ତ୍ରୀ କିନ୍ତୁ ନିଜ ପ୍ରେମିକ ସହ ଫେରାର ହେଇ ଯାଉଛି, ଆଉ ତାପରେ କଣ ହେଉଛି ଦେଖନ୍ତୁ ।
ବନ୍ଧୁମାନେ ବିବାହ ଏକ ପବିତ୍ର ବନ୍ଧନ ଅଟେ ଦୁଇଟି ପରିବାର ଆଜିକାଲି ଏହି ବିବାହ କୁ କେଡେ ଆଡମ୍ବରରେ ମନାଉଛନ୍ତି ।ବିବାହ ଠିକ ହେବା ଠାରୁ କେତେ କଣ ରୁଚୁଆଲ ଖୁବ ଖୁସିରେ ଆୟୋଜନ ହେଉଛି ହେଲେ ଆମେ ଆଜି ଆପଣ ଙ୍କୁ ଏହିଭଳି ଏକ ବାହାଘର ବିଷୟ ରେ ଜଣେଇବୁ ଯାହା ଜାଣିଲେ ଆପଣ ଙ୍କ ର ହୋସ ଉଡିଯିବ। ଆଉ ଆପଣ ମଧ୍ୟ କହିବେ ଏମିତି କନିଆ କାହାକୁ ନମିଳୁ ବୋଲି।ତେବେ ଏମିତି କହିକି କୁହ ଯାଉଛି ଆପଣ ପୁରା ଘଟଣା ଶୁଣିଲେ ନିଶ୍ଚିତ ବୁଝି ପାରିବେ ।
ତେବେ ଘଟଣା ଟି ହେଉଛି ବଲାଙ୍ଗୀର ଜିଲ୍ଲା ରେ , ତେବେ ଏଠାରେ ବୈଦିକ ରୀତିନୀତି ରେ ପ୍ରେମକୁମାର ଓ ଲିଜା ର ବିବାହ ଠିକ ହୋଇଥିଲା। ଆଉ ବିବାହ ଦିନ ବର ,ସାଙ୍ଗରେ ବରଯାତ୍ରୀ ଓ ବାଣ ରୋଷଣୀ ନେଇ କନ୍ୟା ଘରେ ପହଁଚିଲା ବାହାଘର ପାଇଁ। ଆଉ ବ୍ରାହ୍ମଣ ଙ୍କ ମନ୍ତ୍ର ରେ ବୈଦିକ ରୀତିନୀତି ରେ ଉଭୟ ଙ୍କ ର ବାହାଘର ମଧ୍ୟ ସମ୍ପୂର୍ଣ୍ଣ ହେଲା। ମାତ୍ର କନ୍ୟା ଙ୍କ ମନ ରେ କିଛି ଅଲଗା ଥିଲା ଆଉ ବିବାହ ସରିବା ପରେ କନ୍ୟା ଜଣଙ୍କ କିଛି ଏହିପରି କରିଦେଲେ ଯାହା ସମସ୍ତ ଙ୍କ ର ହୋସ ଉଡେଇ ଦେଇଥିଲା।
ତେବେ ବିବାହ ସରିବା ପରେ ସ୍ବାମୀ ଙ୍କୁ ଶିଶୁପାଳ କରି ଦେଇ କନ୍ୟା ଜଣଙ୍କ ନିଜ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ।ତେବେ ଆପଣ ଭିଡ଼ିଓ ରେ ଦେଖି ପାରୁଥିବେ କି କେମିତି ପ୍ରେମିକ ବାଇକ ନେଇ ତାଙ୍କ ଘରେ ପହଁଚିଲେ ଆଉ ଦେଖୁ ଦେଖୁ କନ୍ୟା ବୟଫ୍ରେଣ୍ଡ ବାଇକ ରେ ବସି ଫେରାର ହୋଇଗଲେ। ତେବେ ଏହାକୁ ନେଇ ବର ଜଣଙ୍କ ବହୁତ ରାଗି ଯାଇଥିଲେ ଆଉ କନ୍ୟା ଘର ଓ କନ୍ୟା ଉପରେ ଥାନା ରେ ଅଭିଯୋଗ କରିଛନ୍ତି ।ତେବେ ବର ଙ୍କ କହିବା ଅନୁସାରେ ବିବାହ ଆଗରୁ ଯାଇଥିଲେ ଯାଇଥାନ୍ତେ ବାହାଘର ସରିବା ପରେ ପଳେଇ ଯିବା ଆମ ପରିବାର ପ୍ରତି ଅପମାନ ତେଣୁ ଆମର ସମସ୍ତ କ୍ଷତିପୂରଣ ଦେବା ସହ କନ୍ୟା ଙ୍କୁ କଠର ଦଣ୍ଡ ଦିଆଯାଉ।ତେବେ ଏମିତି ଏକ ଭିଡ଼ିଓ ଟି ଏବେ ସୋସିଆଲ ମେଡିଆରେ ବେଶ ଭାଇରଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।