Daily news update , Real odisha local news

ଦେଖନ୍ତୁ Exclusive ଭିଡିଓ – ବାଘ ଲାଙ୍ଗୁଡ଼ରେ କାଠି ମାରୁଥିଲା, ବାଘ ବୁଲି ବେକକୁ ଧରିଲା ଦୃଶ୍ୟ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ…

0 238

ବନ୍ଧୁଗଣ ଓଡ଼ିଆ ରେ ଏକ ଲୋକବାଣୀ ରହିଛି “ଆ ବଳଦ ମତେ ବିନ୍ଦ”।ଆଉ ଏହି ଲୋକବାଣୀ ଟି ଆପଣ ମାନେ ଶୁଣିଛନ୍ତି ଏବଂ ଏହାର ପ୍ରୟୋଗ ମଧ୍ୟ କରିଥିବେ। ତେବେ ଏହା ର ଅର୍ଥ ଏହାକି ଯେ, ଆମ ଆଗରେ ବିପଦ ଦେଖିକି ତା ଠାରୁ ଦୂରେଇ ନଯାଇ ଆହୁରି ତା ଆଡ଼କୁ ମାଡିଯିବା।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରୁ ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ବେହସ ହୋଇଯିବେ।ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ବିଶ୍ୱାସ କରିପାରିବେ ନାହିଁ ଏହି ଘଟଣା ଟିକୁ।

ତେବେ ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ କି , ଜୀବଜନ୍ତୁ ଓ ପଶୁପକ୍ଷୀ ଯେତିକି ସରଳ ସେତିକି ଭୟଙ୍କର ମଧ୍ୟ। ସେମାନେ ନିଜ ଜୀବନ ପାଇଁ ମଣିଷ ଜାତି ଙ୍କୁ ଭୟ କରିଥାନ୍ତି ମାତ୍ର ଯେତେବେଳେ ମଣିଷ ଟିକେ ତାଙ୍କ ସହ ଲାଗିଥାଏ ଏହାର ଫଲ ତାଙ୍କୁ ଭୋଗିବା କୁ ପଡିଥାଏ। ତେବେ ଠିକ ଏହିପରି ହୋଇଥିଲା ଜଣେ ଚାଷୀ ଙ୍କ ସହ ଯାହାଙ୍କୁ ବାଘ ଲାଙ୍ଗୁଡ଼ ରେ ହାତ ମାରିବାର ଫଳ ଭାରି ପଡିଗଲା ଆଉ ଶେଷ ରେ ତାଙ୍କୁ ତାଙ୍କର ଜୀବନ ଦେବାକୁ ପଡିଲା।

ତେବେ ଘଟଣା ଟି ହେଉଛି ମଧ୍ୟପ୍ରଦେଶ ର ଯେଉଁ ଠାରେ ସୋନ୍ତସ ନାମକ ଜଣେ ୩୫ ବର୍ଷୀୟ ଚାଷୀ ଆଜି ଗୁରୁବାର ସକାଳେ ଚାଷ ଜମି କୁ ଯାଇଥିଲେ। ତେବେ ସେଠାରେ ସେ ଗୋଟିଏ ବାଘ କୁ ଶୋଇଥିବା ର ଦେଖିବା କୁ ପାଇଲେ। ତେବେ ବାଘ କୁ ଶୋଇଥିବା ର ଦେଖି ତାଙ୍କ ସହ ଲାଗି ଟିକେ ମଜା ନେବାକୁ ଇଚ୍ଛା ହୋଇଥିଲା ସନ୍ତାଷ ଙ୍କୁ। ତେଣୁ ସେ ଏକ କାଠି ସାହାଯ୍ୟ ରେ ବାଘର ଲାଙ୍ଗୁଡ଼ ରେ ଯାଇ ଛୁଞ୍ଚି ଫୁଡିବା ଭଳି କରିଥିଲେ। ତେବେ ବାଘ ଲାଙ୍ଗୁଡ଼ ରେ ବାରମ୍ବାର ଏହିପରି କରିବା ଫଳରେ ବାଘ ଗର୍ଜନ କରି ଉଠି ପଡିଥିଲା।

ଆଉ ଉଠିବା ପରେ ସିଧା ଚାଷୀ ସୋନ୍ତଷ ଙ୍କ ବେକ କୁ କାମୁଡି ଦେଇଥିଲା। ସେ ଯେତେ ଚିତ୍କାର କଲେ ମଧ୍ୟ ତାଙ୍କୁ ଛାଡି ନଥିଲା, ତେବେ ତାଙ୍କ ପାଟି ଶୁଣି ଅନ୍ୟ ଲୋକେ ସେଠାରେ ପହଁଚିବା ପରେ ତାଙ୍କୁ ମେଡ଼ିକାଲ କୁ ଆଣି ଚିକିତ୍ସା କରିଥିଲେ। ମାତ୍ର ଚିକିତ୍ସା ହେଉଥିବା ସମୟ ରେ ସେ କହିଥିଲେ ସବୁ ଘଟଣା ଆଉ ସୋଇଥିବା ବାଘ ଲାଙ୍ଗୁଡ଼ ର ହାତ ମାରି ତାର ମଜା ନେବାକୁ ଯାଇ ତାଙ୍କର ଏହିପରି ପରିସ୍ଥିତି ହୋଇଛି ବୋଲି। ତେବେ ଚିକିତ୍ସାଧିନ ଅବସ୍ଥା ରେ ଗୁରିବାର ଦିନ ସୋନ୍ତଷ ଙ୍କ ର ମୃତ୍ୟୁ ହୋଇଛି। ବାଘ ଲାଙ୍ଗୁଡ଼ ରେ ହାତ ମାରିବା ର ଫଳ ତାଙ୍କୁ ଜୀବନ ଦେବାକୁ ପଡିଲା। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.